Shocking ଭିଡିଓ ଦେଖନ୍ତୁ – ଏମିତି ବି ଚୋର ମାନେ ଚୋରୀ କରୁଛନ୍ତି ସାବଧାନ ରୁହନ୍ତୁ,

VIRAL

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆଜି କଲି ସବୁ ଡିଜିଟାଲ ହୋଇ ଗଲାଣି ଓ ସମସ୍ତ ଲୋକ ମାନେ ମଧ୍ୟ ସ୍ମାର୍ଟ ହୋଇ ଗଲେଣି । ହଁ ବନ୍ଧୁ ସବୁ ଲୋକ ସ୍ମାର୍ଟ ଯେମିତି ହୋଇଛନ୍ତି ଠିକ ସେହିଭଳି ଚୋର ମାନେ ମଧ୍ୟ ସ୍ମାର୍ଟ ହୋଇ ଯାଇଛନ୍ତି । ହଁ ବନ୍ଧୁ ଚୋରୀ କରିବା ପୂର୍ବ ରୁ ସେମାନେ ସୁନା ଚେନ ଚୋରୀ କରିବା ପାଇଁ ପ୍ଲାନ କରି ଆସିଛନ୍ତି ଓ ଆଖି ପିଛୁଳାକେ ଆପଣ ଙ୍କ ବେକ ରୁ ଗାୟବ କରିଦେବେ ସୁନା ଚେନ କିନ୍ତୁ ଆପଣ ମାନେ ଜାଣି ପାରିବେ ନହିଁ କାରଣ ଚୋର ତାଙ୍କ ସ୍ମାର୍ଟ ଟ୍ରିକ ବ୍ୟବହାର କରି ଚୋରୀ କରିଥାଆନ୍ତି ସୁନା ଚେନ । ହଁ ବନ୍ଧୁ ସେହିଭଳି ଏକ ଭିଡିଓ ରେ ଆଜି ଆମେ ଆପଣ ଙ୍କୁ ଜଣାଇବାକୁ ଯାଉଛୁ ।

ହଁ ବନ୍ଧୁ ଏକ ଭିଡିଓ ରେ ଜଣେ ଭଦ୍ର ବ୍ୟକ୍ତି ଚାଲି ଚାଲି ଆସୁଥିବା ସମୟ ରେ ତାଙ୍କ ଆଗ ପଟୁ ଜଣେ ଯୁବକ ଫୋନ ରେ କଥା ହୋଇ ଆସୁଛି ଓ ସମ୍ନାସମ୍ନି ହବା ପରେ ଦୁହେଁ ଧକା ହୋଇ ଯାଇଛନ୍ତି ଓ ଧକା ହବା ଫଳ ରେ ଯୁବକ ମକ ଫୋନ ଟି ଖସି ଯାଇଛି କିନ୍ତୁ ଦର୍ଶକ ବନ୍ଧୁ ଏହି ଧକା ଟି ଅଜଣା ରେ ହୋଇ ବରଂ ସେହି ଯୁବକ ଜଣକ ଜାଣି ଜାଣି ଆସି ଧକା ହୋଇଛନ୍ତି ଏହି ଭଦ୍ରଲୋକ ଙ୍କ ସହିତ । ତାହେଲେ ଦର୍ଶକ ବନ୍ଧୁ ଧକା ହବା ପରେ ଆଉ ଦୁଇ ଜଣଯୁବକ ଆସି ସେଠାରେ ପହଞ୍ଚି ଛନ୍ତି ଓ ଧକା ହୋଇଥିବା ବ୍ୟକ୍ତି ସହିତ କିଛି କଥା ହୋଇଛନ୍ତି ଓ ଏହି କଥା ବାର୍ତ୍ତା ତାଙ୍କର ଯୁକ୍ତି ହବା ରେ ଲାଗିଛି

ଏହି ଯୁକ୍ତି ମଧ୍ୟ ବଡ ଆକାର ରେ ଚାଲିଛି କିନ୍ତୁ ଜାଣିକି ଧକା ମରିଥିବା ଯୁବକ ଟି ତାଙ୍କ ପେଣ୍ଟ ରେ ହାତ ମାରୁଛନ୍ତି ଓ ତା ପରେ ସେ ତାଙ୍କ ପକେଟ ରେ ହାତ ପୁରାଇ ଟଣା ଓଟରା କଲା ଓ ପରବର୍ତ୍ତୀ ସମୟ ରେ ତାଙ୍କ ବେକ ରୁ ସୁନା ଚେନ ଟି ଚିଡେଇ କି ତାଙ୍କୁ ଏକ ଧକା ମାରି ସେଠାରୁ ଚାଲି ଯାଇଥିଲେ , ହଁ ବନ୍ଧୁ ଏହା ସତ୍ୟ ଅଟେ ଓ ଏହି ଘଟଣା ଟି ଘଟିଛି ଆମ ରାଜଧାନୀ ଦିଲ୍ଲୀ ସହର ର । ଏହି କାର୍ଯ ଟି ଯେଉଁ ଜାଗା ରେ ହୋଇଛି ସେଠାରେ ସିସିଟିଭି ଲାଗିଛି ଓ ସେ ସିସିଟିଭି ଫୁଟେଜ ରେ ଏହା ରେକର୍ଡ ହୋଇ ଯାଇଥିଲା । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ରାସ୍ତା ରେ ଗଲା ବେଳେ ଟିକେ ସାବଧାନ ର ସହିତ ଯାଆନ୍ତୁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *