ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣା ଶୁଣା ଲୋକ ପ୍ରିୟ ଅଭିନେତା ମିହିର ଦାସ ଙ୍କୁ , ହଁ ବନ୍ଧୁ ଦର୍ଶକ ମାନେ ମିହିର ଦାସ ଙ୍କୁ ଖଳ ନାୟକ ଭୂମିକା ରେ ଅଭିନୟ ଦେଖିବା ପାଇଁ ପସନ୍ଦ କରିଥାନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ତାଙ୍କ ପରିବାର ବିଷୟ ରେ ଜାଣିବା ଆଜି ଆମ ଏହି ପେଜ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ ଆପଣ ଙ୍କ ପ୍ରିୟ ଅଭିନେତା ମିହିର ଦାସ ୧୭ ଫେବୃଆରୀ ୧୯୬୬ ମସିହା , ମୟୂରଭଞ୍ଜ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ । ମିହିର ଦାସ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ୧୯୭୯ ମସିହା ରେ ଓ ତାଙ୍କ ପ୍ରଥମ ଚଳଚିତ୍ର ଟି ର ନାମ ହଉଛି ମଥୁରା ବିଜୟ , ହଁ ବନ୍ଧୁ ସେ ଆଜି ପର୍ଯନ୍ତ ୧୩୦ ଟି ରୁ ଅଧିକ ଚଳଚିତ୍ର ରେ ଅଭିନୟ କରି ସାରିଛନ୍ତି ।

ମିହିର ଦାସ ପ୍ରଥମ ସୁପର ହିଟ ଫିଲ୍ମ ଟି ଥିଲା ଲକ୍ଷ୍ମୀ ପ୍ରତିମା ଓ ଏହି ଫିଲ୍ମ ଟି ୧୯୯୮ ମସିହା ରେ ରିଲିଜ ହୋଇଥିଲା , ଦର୍ଶକ ମାନେ ଏହି ଫିଲ୍ମ ଟି କୁ ବେଶ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ସେ ଫେରିଆ ମୋ ସୁନା ଭଉଣୀ,ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ , ପ୍ରେମ ଅଢେଇ ଅକ୍ଷର ,ଅଭିମନ୍ୟୁ ଭଳି ଅନେକ ସୁପର ସୁପର ଚଳଚିତ୍ର ରେ ଅଭିନୟ କରିଛନ୍ତି । ତାହେଲେ ଦର୍ଶକ ବନ୍ଧୁ ମିହିର ଦାସ ଙ୍କ ପତ୍ନୀ ଙ୍କ ନାମ ହଉଛି ସଂଗୀତା ଦାସ ଯିଏ କି ଭଲ ଗୀତ ଗାଇବା ସହିତ ଭଲ ଅଭିନୟ ମଧ୍ୟ କରନ୍ତି କିନ୍ତୁ ଦୁଃଖ ର କଥା ଯେ ସେ ୨୦୧୦ ମସିହା ରେ ମୃତ୍ଯୁ ବରଣ କରିଥିଲେ ।
ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ମିହିର ଦାସ ଙ୍କ ପୁଅ ଅମ୍ଳାନ ଙ୍କୁ ନିଶ୍ଚୟ ଜାଣିଥିବେ ସେ ପ୍ରାୟ ୮ ଟି ଫିଲ୍ମ ରେ ଅଭିନୟ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନି କାରଣ ତାଙ୍କର ଗୋଟିଏ ଫିଲ୍ମ ସୁପର ହିଟ ନ ହୋଇଥିବାରୁ ସେ ୨୦୧୬ ମସିହା ରୁ ଓଡିଆ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଯାଇଛନ୍ତି । ତାହେଲେ ଦର୍ଶକ ବନ୍ଧୁ ମିହିର ଦାସ ଆଗ ଅପେକ୍ଷା ବର୍ତ୍ତମାନ ବହୁ ଲୋକ ପ୍ରିୟ ହୋଇ ପାରିଛନ୍ତି କାରଣ ସେ ଆଗ ଫିଲ୍ମ ରେ ହିରୋ ଚରିତ୍ର ରେ ଅଭିନୟ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେ ବାପା,ଖଳ ନାୟକ ଭୂମିକା ରେ ଅଭିନୟ କରୁଛନ୍ତି ଓ ଏହି ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ମିହିର ଦାସ ଙ୍କ ଏକ ଝିଅ ମଧ୍ୟ ଅଛି ଯାହା ଙ୍କ ର ନାମ ଅଛି ସ୍ନିଗ୍ଧା ଦାସ ଯାହା ଙ୍କୁ ମିହିର ଦାସ ଲୋକ ଲୋଚନ କୁ ଆସି ନାହାଁନ୍ତି ।।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।