ଆମ ଓଡିଆ ଇଣ୍ଡଷ୍ଟ୍ରୀ ଚୁଲ ବୁଲି ନାୟିକା ରିୟା ଦେ ନିଜ ଭଉଣୀ ଜନ୍ମ ଦିନ ଟି ରେ ଏମିତି କିଛି କଲେ ଯାହାକି ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ତାହେଲେ ଦର୍ଶକ ବନ୍ଧୁ ଏହି ବିଷୟ ରେ ଜାଣିବା ପୂର୍ବ ରୁ ଆସନ୍ତୁ ସର୍ବ ପ୍ରଥମେ ଜାଣିବା ରିୟା ଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ଯାହାକି ଆପଣ ମାନେ ଆଗରୁ ଶୁଣି ନଥିବେ କି ଜାଣି ନଥିବେ । ତାହେଲେ ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ରିୟା ୧୨ ଅକ୍ଟୋବର ୧୯୯୧ ମସିହା ରେ ଜନ୍ମ ଗ୍ରହଣ କରିଛନ୍ତି ,
ସେ ଫକିର ମୋହନ କଲେଜ , ବାଲେଶ୍ବର ରେ ଅଦ୍ଧୟନ କରୁଥିଲେ ସ ୨୦୧୦ ମସିହା ରେ ପ୍ରଥମେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ଓ ଏହି ଫିଲ୍ମ ଟି ର ନାମ ହଉଛି ପ୍ରେମ ଅଢେଇ ଅକ୍ଷର ଓ ଏହି ଫିଲ୍ମ ଟି ରେ ସେ ତାଙ୍କ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟତା ହାସଲ କରି ପାରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶ ପସନ୍ଦ କରିଥିଲେ ଓ ସେ ପରବର୍ତ୍ତୀ ସମୟ ବହୁ ଗୁଡିଏ ଫିଲ୍ମ ରେ ଅଭିନୟ କରିଛନ୍ତି ।
ତାହେଲେ ଦର୍ଶକ ବନ୍ଧୁ ତାଙ୍କ ପରିବାର ରେ ସେ ତାଙ୍କ ବାପା ମା ଓ ଏକ ଭଉଣୀ ଅଛନ୍ତି , ତାହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଏହି ଭିଡିଓ ଟି ନିଜେ ରିୟା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଟି ରେ ରିୟା ତାଙ୍କ ଭଉଣୀ ର ଜନ୍ମ ଦିନ ଟି ବେଶ ଧୂମ ଧାମ ରେ ପାଳନ କରିଛନ୍ତି ଏହାର ଏକ ଭିଡିଓ ଶୂଟ କରି ରିୟା ତାଙ୍କ ସୋସିଆଲ ମୟା ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଓ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି ।।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।