କେନ୍ଦ୍ରର ଓଡିଶାକୁ ବାତ୍ୟା ସହାୟତାକୁ ମମତା ସହି ପାରିଲେନି, ହାଙ୍ଗାମା କରି କହିଲେ କଣ ପାଇଁ କେନ୍ଦ୍ର ଓଡିଶାକୁ…

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏପଟେ କରୋନା ସହ ଆମ ଦେଶ ଲଢୁଥିବା ବେଳେ ଏପଟେ ଆଉ ଏକ ବିପଦ ଆସି ସବୁ ନଷ୍ଟ କରିଦେଇଛି , ହଁ ବନ୍ଧୁ ଏପଟେ ଆମ ଦେଶ କରୋନା ସହ ଲଢୁଥିବା ସମୟ ରେ ସାମୁଦ୍ରିକ ଝଡ ୟାସ ଉପକୂଳବର୍ତ୍ତି ରାଜ୍ୟ ଗୁଡିକ ରେ ବ୍ୟାପକ ଜିନିଷ ନଷ୍ଟ କରିଛି । ଏହି ବାତ୍ୟା ରେ ସବୁଠୁ ଅଧିକ କ୍ଷତି ଗ୍ରସ୍ଥ ହୋଇଛି ଆମ ଓଡ଼ିଶା ,ଏହିଭଳି ସମୟ ରେ ଓଡ଼ିଶା ନିଜ ପଡୋଶୀ ରାଜ୍ୟ ମାନ ଙ୍କ ଠାରୁ ସହାୟ ଏବଂ ସମବେଦନା ଆଶା କରୁଥିବା ସମୟ ରେ ପଶ୍ଚିମ ବଙ୍ଗ ତାର ବିପରୀତ କାମ କରୁଛି ।

ହଁ ବନ୍ଧୁ ଏହି ଭଳି ଖରାପ ସମୟ ରେ ସହୟା ର ହାତ ବଢାଇବା ବଦଳ ରେ କେନ୍ଦ୍ର ଦ୍ବାରା ଦିଆ ଯାଇଥିବା ସହାୟତା ରାଶି ନେଇ ହଙ୍ଗମା କରୁଛନ୍ତି ପଶ୍ଚିମ ବଙ୍ଗ ର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ , ହଁ ବନ୍ଧୁ ଏହାର କାରଣ ହେଉଛି ଯେ କେନ୍ଦ୍ର ସରକାର ବାତ୍ୟା ରେ କ୍ଷୟ କ୍ଷତି ଦୃଷ୍ଟି ରେ ରଖି ଓଡ଼ିଶା କୁ ୬୦୦ କୋଟି , ଆନ୍ଧ୍ରା ପ୍ରଦେଶ କୁ ୬୦୦ କୋଟି ଏବଂ ପଶ୍ଚିମ ବଙ୍ଗ କୁ ୪୦୦ କୋଟି ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି କୁ ନେଇ ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ପଶ୍ଚିମ ବଙ୍ଗ ଏତେ ବଡ ରାଜ୍ୟ ହେବା ସତ୍ତ୍ବେ ତାକୁ କଣ ପାଇଁ ଏତେ କମ ଟଙ୍କା ସହାୟତା ଦିଆଗଲା , ହଁ ବନ୍ଧୁ ଖାଲି ସେତିକି ଏହି କଥା ଟି କୁ ମଧ୍ୟ ସେ ଗୃହମନ୍ତ୍ରୀ ଙ୍କ ସହ ହୋଇଥିବା ବୈଠକ ରେ ଉଠାଇଥିଲେ ଏକ ପ୍ରେସ କନଫରେନସ ମାଧ୍ୟମ ରେ କହିଥିଲେ ମମତା ବାନାର୍ଜୀ ।

 

ଦର୍ଶକ ବନ୍ଧୁ ସବୁଠୁ ବଡ କଥା ହେଲା ଯେ ଗତବର୍ଷ ଆମ୍ପାନ ବାତ୍ୟା ସମୟ ରେ ଉଭୟ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଭାବିତ ହୋଇଥିଲେ ଓ ସେହି ସମୟ ରେ କେନ୍ଦ୍ର ର ସହାୟତା ରାଶି ଆମ ଓଡ଼ିଶା କୁ ୫୦୦ କୋଟି ଓ ପଶ୍ଚିମବଙ୍ଗ କୁ ୧୦୦୦ କୋଟି ଟଙ୍କା ଦିଆଯାଇଥିଲା । କିନ୍ତୁ ଏହି ସହାୟତା ରାଶି କୁ ନେଇ ଆମ ଓଡ଼ିଶା ର କିଛି ବି ଆପତ୍ତି ନଥିଲା । କିନ୍ତୁ ବର୍ତ୍ତମାନ ସମୟ ଆମ ଓଡ଼ିଶା ପଶ୍ଚିମବଙ୍ଗ ର ପଡୋଶୀ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ପ୍ରତି ମମତା ଙ୍କ ଏହିଭଳି ବିପରୀତ ମନ ର ଭାବ କୁ ନେଇ ଲୋକ ମାନେ ବର୍ତ୍ତମାନ ସମୟ ରେ ପ୍ରଶ୍ନ ଉଠାଇଛନ୍ତି ।।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *