ଭିଡିଓ ଦେଖନ୍ତୁ – ରାତି ଅଧରେ ଏମିତି କଣ ଘଟିଲା ଯେ ଅର୍ଚ୍ଚିତା (Archita) ଭିଡିଓ କରିଲେ

ମନୋରଞ୍ଜନ

ଏହି କରୋନା ସମୟ ରେ ଲୋକ ମାନେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି , ଏହି ଲୋକ ମାନ ଙ୍କୁ ସହାୟ କରିବା ପାଇଁ ଆଗେଇ ଆସିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ନମ୍ବର 1 ହିରୋ ସବ୍ୟସଚି ମିଶ୍ର । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ପ୍ରଥମ ଲହର ଠୁ ଆରମ୍ଭ କରି ଦ୍ଵିତୟ ଲହର ପର୍ଯନ୍ତ ଲୋକ ମାନ ଙ୍କୁ ସହାୟ କରି ଆସୁଛନ୍ତି ସବ୍ୟସଚି ଦିନ ରାତି ଏକ କରି ଲୋକ ମାନ ଙ୍କୁ କିପରି ସହଯୋଗ କରିବା ତାଙ୍କର ଲକ୍ଷ । ହଁ ବନ୍ଧୁ ସବ୍ୟାସଚି ରିଲ ରେ ହିରୋ ଅପେକ୍ଷା ରିଅଲ ହିରୋ ନାମ ରେ ବେଶ ପରିଚିତ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବ୍ୟସଚି ଓ ଅର୍ଚିତା କିଛି ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ବିବାହ ବନ୍ଧନ ରେ ବାନ୍ଧି ହବା ପରେ ସବ୍ୟାସଚି ଙ୍କ ସାମାଜିକ କାମ ରେ ଅର୍ଚିତା ତାଙ୍କୁ ସହଯୋଗ କରୁଛନ୍ତି , କିନ୍ତୁ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେଉଁ ଭିଡିଓ ଟି ଅର୍ଚିତା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ଏହି ଭିଡିଓ ଟି ରେ ଅର୍ଚିତା ଓ ସବ୍ୟସାଚୀ ଉଭୟ ନଜର ଆସିଛନ୍ତି କିନ୍ତୁ ସବ୍ୟସଚି ଏହି ଭିଡିଓ ରେ ନଜର ଆସିଛନ୍ତି ସତ କିନ୍ତୁ ସେ ତାଙ୍କ କାମ ରେ ବ୍ୟସ୍ତ ଅଛନ୍ତି ।

ହଁ ବନ୍ଧୁ ଏହି ଭିଡିଓ ଟି ଅର୍ଚ୍ଚିତା ପୋଷ୍ଟ କରିବା ସହିତ କିଛି ଉଲ୍ଲେଖ ମଧ୍ୟ କରିଛନ୍ତି ଯେ ସବ୍ୟସଚ୍ଚି ଲୋକ ମାନ ଙ୍କୁ ସହାୟ କରିବା ପାଇଁ ବ୍ୟସ୍ତ ରହୁଛନ୍ତି ଓ ସଦାସର୍ବଦା ଲୋକ ମାନ ଙ୍କୁ ୨୪ ଘଣ୍ଟା ଲୋକ ମାନ ଙ୍କୁ ସହାୟ କରୁଛନ୍ତି , ସବ୍ୟ ଙ୍କ ଏହି ଗୁଣ ଟି ମୋତେ ବହୁତ ଭଲ ଲାଗେ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *