ଭିଡିଓ ଦେଖନ୍ତୁ – ତାରା ତାରିଣୀ ସରିବା ପରେ ଏବେ ଘରେ ରହି କଣ କରୁଛନ୍ତି କୁନି ତାରିଣୀ (Ayesha)

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଲୋକ ପ୍ରିୟ ହୋଇ ପାରିଛନ୍ତି ବୋଲି ଆପଣ ମାନେ ନିଶ୍ଚୟ ଜାଣିଛନ୍ତି କିନ୍ତୁ ଆପଣ ମାନେ ଜାଣିଛନ୍ତି କୁ ତାଙ୍କ ଠାରୁ ବି ଜବରଦସ୍ତ ଅଭିନୟ କରି ବେଶ୍ ଲୋକ ପ୍ରିୟ ହୋଇପାରିଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ମାନେ । ତାହେଲେ ଆଜି ଆମ୍ ଠିକ୍ ସେହିଭଳି ଜଣେ ଶିଶୁ କଳାକାର ଙ୍କ ବିଷୟ ରେ ଜାଣିବା । ଯେଉଁ ଶିଶୁ କଳାକାର ଜଣକ ବହୁତ୍ କମ୍ ଦିନ ର ଅଭିନୟ ରେ ଅଧିକ ଲୋକ ପ୍ରିୟ ହୋଇ ପାରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।

ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ତାରା ତାରେଣୀ । ତାରା ତାରେଣୀ ରେ ଅଭିନୟ କରୁଥିବା ଚାଇଲ୍ଡ ଆକଟର କୁନି ତାରେଣୀ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ଚାଇଲ୍ଡ ଆକଟର କୁନି ତାରେଣୀ ଛୋଟ ପିଲା ହୋଇଥିଲେ ମଧ୍ୟ ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ଏବଂ ସେ କମ୍ ବୟସ ରୁ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ।

ତାରା ତାରେଣୀ ଧାରା ବାହୀକ ରେ ଅଭିନୟ କରି କୁନି ତାରେଣୀ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ କୁନି ତାରେଣୀ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ତାରା ତାରେଣୀ ନମ୍ବର ୱାନ ହୋଇ ପାରିଥିଲା। ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।କୁନି ତାରେଣୀ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ୨୦୨୧ ଏ ବର୍ଷ ର କୁନି ଶ୍ରେଷ୍ଠ କଳାକାର ଭାବେ ଆୱାର୍ଡ଼ ପାଇଛନ୍ତି । ସେ ଏତେ କମ୍ ବୟସ ରୁ ତାରା ତାରିଣୀ ଧାରାବାହିକ ରେ ଡବଲ ଚରିତ୍ର ରେ ଅଭିନୟ କରିବା ଅସମ୍ଭବ କିନ୍ତୁ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି କୁନି ତାରିଣୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *