ଭିଡିଓ ଦେଖନ୍ତୁ- ଏତେ କୋଟି ଟଙ୍କା ଦେଇ ଏଲିନା ସାମନ୍ତରାୟ (Elina Samantray) ନୂଆ ଘର କିଣିଲେ ଦେଖିଲେ ଆଖି ଲାଖିଯିବ

ମନୋରଞ୍ଜନ

ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ , ତାହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ଏଲିନା ସାମନ୍ତରାୟ ବର୍ତ୍ତମାନ ସମୟ ରେ ଏକ ନୂଆ ଘର କିଣିଛନ୍ତି ତାହେଲେ ଆସନ୍ତୁ ଜାଣିବା ସେ ଏହି ନୂଆ ଘର ଟି କେଉଁଠାରେ କିଣିଛନ୍ତି କେତେଟଙ୍କା ରେ କିଣିଛନ୍ତି ଓ ତାଙ୍କ ପରିବାର ରେ କେଉଁ ମାନେ ଅଛନ୍ତି ଏହି ସମସ୍ତ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏଲିନା ସାମନ୍ତରାୟ ଏକ ରିଆଲିଟି ଶୋ ରୁ ଓଡିଆ ଫିଲ୍ମ ରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ ,ହଁ ବନ୍ଧୁ ଏହି ରିଆଲିଟି ଶୋ ର ବିଜେତା ହବା ପରେ ତାଙ୍କ ଭାଗ୍ଯ ଖୋଲି ଯାଇଥିଲା ।

ତାହେଲେ ଗୋଟିଏ ମିଡିଲ ପରିବାର ରୁ ଆସିଥିବା ଏଲିନା ସାମନ୍ତ ରାୟ ଆଜି ଓଡିଆ ଇଣ୍ଡଷ୍ଟ୍ରୀ ରେ ଏକ ଅଲଗା ପ୍ରକାର ଛବି ବନେଇ ପାରିଛନ୍ତି । ହଁ ବନ୍ଧୁ ଏଲିନା ଦେଖିବା ପାଇଁ ଯେତିକି ସୁନ୍ଦର ତ ଠୁ ଅଧିକ ସୁନ୍ଦର ତାଙ୍କ ଅଭିନୟ । ସେ ତାଙ୍କ ଅଭିନୟ ପାଇଁ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ସେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ବହୁ ଆଗ ଧାଡ଼ି ର କଳାକାର ଙ୍କ ସହ ଅଭିନୟ କରି ଆଜି ସେ ଚର୍ଚ୍ଚା ରେ , ବହୁ କମ ଦିନ ସମୟ ରେ ଅଧିକ ଲୋକ ପ୍ରିୟ ହୋଇ ପାରିଛନ୍ତି ଏଲିନା ସାମନ୍ତରାୟ ।

କିନ୍ତୁ ବର୍ତ୍ତମାନ ସମୟ ରେ ଏଲିନା ଭୁବନେଶ୍ବର ର ଏକ ଫ୍ଲାଟ କିଣିଛନ୍ତି ଯେଉଁ ଫ୍ଲାଟ ରେ ପୂଜାର୍ଚ୍ଚନା କରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଦର୍ଶକ ବନ୍ଧୁ ଏହି ଫ୍ଲାଟ ଟି କୁ ଏଲିନା ସାମନ୍ତରାୟ ପ୍ରାୟ 1 କୋଟି ଟଙ୍କା ଦେଇ କିଣିଥିବାର ସୂଚନା ମିଳିଛି ଓ ଏହି ଫ୍ଲାଟ ରେ ସମସ୍ତ ସୁବିଧା ସୁଯୋଗ ଥିବା ର ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *