ଦେଖନ୍ତୁ ଭିଡିଓ – ବର୍ଷା (Varsha) ନିଜ ସୋସିଆଲ ମିଡିଆରେ Live ରେ ଆସି ବହୁତ ବଡ ଖୁସି ଖବର ଦେଲେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ବା ଚୁଲ ବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ହଠାତ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ଦର୍ଶକ ମାନ ଙ୍କୁ କହିଲେ ଏହି ଭଳି କିଛି କଥା । ହଁ ବନ୍ଧୁ କଣ ଆପଣ ଜାଣିଛନ୍ତି କି ସୋସିଆଲ ମିଡ଼ିଆ ରେ ବର୍ଷା ଦର୍ଶକ ମାନ ଙ୍କୁ କଣ କହିଛନ୍ତି , ଯଦି ଜାଣି ନାହାନ୍ତି ତାହେଲେ ଆମ ପେଜ କୁ ଶେଷ ପର୍ଯନ୍ତ ପଢନ୍ତୁ ସବୁ କିଛି ଜାଣିଯିବେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ସାମାଜିକ କାମ ର ବ୍ୟସ୍ତ ଅଛନ୍ତି ।

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସରକାର କରୋନା କୁ ନିୟନ୍ତ୍ରଣ କୁ ଆଣିବା ପାଇଁ ଏହି ଲକ ଡାଉନ ର ଘୋଷଣା କରିଛନ୍ତି । ଏହି ଲକ ଡାଉନ ହବା ଯୋଗୁ ବହୁ ଲୋକ ହଇରାଣ ରେ ପଡ଼ୁଛନ୍ତି କାରଣ ଲକ ଡାଉନ ହବା ରୁ ଲୋକ ମାନେ କାମ କରିବା ପାଇଁ ବାହାର କୁ ଯାଇ ପାରୁ ନାହାନ୍ତି ଯାହା ଫଳ ରେ କି ସେହି ଲୋକ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ଭଳି ଅସହାୟ ଲୋକ ଙ୍କୁ ସହାୟ କରିବା ପାଇଁ ସେହି ଲୋକ ନିକଟ ରେ ପହଞ୍ଚି ସହାୟ କରୁଛନ୍ତି ଆମ ବର୍ଷା ପ୍ରିୟଦର୍ଶିନୀ ।

ହଁ ବନ୍ଧୁ ସମସ୍ତ ଙ୍କୁ ଶୁଖିଲା ଖାଦ୍ଯ ଦବା ସହ , ପିନ୍ଧିବା ପାଇଁ ବସ୍ତ୍ର ଭଳି ଅନେକ ଅତ୍ୟନ୍ତ ଆବଶ୍ୟକ ଜିନିଷ ଯୋଗାଇ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି ଆମ ବର୍ଷା ପ୍ରିୟଦର୍ଶିନୀ । ସେ ତାଙ୍କ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ଦର୍ଶକ ମାନ ଙ୍କୁ କହିଛନ୍ତି ଯେ ଆପଣ ଙ୍କ ସପୋର୍ଟ ଓ ଭଲ ପାଇବା ଏହି ଭଳି ସବୁଦିନ ପାଇଁ ଆମ ଉପରେ ଥାଉ ଓ ଆଗକୁ ମଧ୍ୟ ଏହି ଭଳି ସାହାର୍ଯ୍ୟ ଲୋକ ମାନ ଙ୍କୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *