ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା, ମେ ୨୩ ରେ ଲ୍ୟାଣ୍ଡଫଲ କରିବ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ଏହାର ପ୍ରଭାବ ରହିବ

ରାଜ୍ୟ

ବର୍ତ୍ତମାନ ସମୟ ର ବଡ ଖବର ଯେ ଓଡ଼ିଶା କୁ ଆସୁଛି ବାତ୍ୟା ଗତ ୨୪ ତାରିଖ ରେ ବଙ୍ଗୋପ ସାଗର ରେ ଲଘୁଚାପ ଓ ପରବର୍ତ୍ତୀ ସମୟ ରେ ନେଇ ପରେ ଅବପାତ ର ରୂପ । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ସମ୍ପୂର୍ଣ ଖବର କଣ ରହିଛି । ହଁ ବନ୍ଧୁ ବର୍ତ୍ତମାନ ବଙ୍ଗୋପ ସାଗର ରେ ୨୪ ତାରିଖ ରେ ସୃଷ୍ଟି ହବ ଲଘୁଚାପ , ଆପଣ ମାନେ ଜାଣିଥିବେ ଆରବ ସାଗର ରୁ ଆସିଥିବା ବାତ୍ୟା ତାଉ – ତେ ସ୍ଥଳ ଭାଗ ଛୁଇଁ ସାରିଲାଣି ଗୁଜୁରାଟ,ମହାରାଷ୍ଟ୍ର,ଗୋଆ ରେ ତାର ଅଧିକ ପ୍ରଭାବ ପକାଇଛି । କୃଷି ପାଣି ପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର ନାଥ ପଶୁ ପାଲକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୨୪ ତାରିଖ ବେଳ କୁ ଆଣ୍ଡାମୋନ ସାଗର ରେ ଏକ ଲଘୁଚାପ ସୃଷ୍ଟି ହବା ର ଅଛି ।

କେତେକ ପାଣି ପାଗ ମଡେଲ ଏହି ଭଳି ସଙ୍କେତ ଜଣାଉଛନ୍ତି ଯେ ଏହି ସମ୍ଭାବ୍ୟ ଲଘୁଚାପ ଘନୀ ଭୂତ ହୋଇ ଅବପାତ ର ରୂପ ନବ ଏହା ମିଆଁମାର ରୁ ବାଂଲାଦେଶ ଉପକୂଳ ରେ ପ୍ରବଳ ବର୍ଶା କରାଇ ପରେ ଓ ଓଡ଼ିଶା ର ଏହା ର କଣ ପ୍ରଭାବ ରହିବ ଆସନ୍ତା ୨୨ ତାରିଖ ଦିନ ଜଣା ପଡିଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ମହାସାଗର ରେ ମୌଶୁମି ବର୍ଶା ଯୋଗୁ ପାଗ ଅନୁକୂଳ ହବା ରେ ଲାଗିଛି ।

ଆହୁରି ମଧ୍ୟ ସୂଚନା ମିଳିଛି ଯେ ଚଳିତ ମାସ ର ଚତୁର୍ଥ ସପ୍ତାହ ରେ କେରଳ ରେ ବର୍ଶା ହବା ର ସମ୍ଭବନା ଅଛି ଓ ୨୭ ତାରିଖ ଦିନ କେରଳ ଛୁଇଁ ପରେ ମୌସୁମୀ ଯାହା କି ସ୍ବାଭାବିକ ଠାରୁ ଆଗରେ । ତାହେଲେ ଓଡ଼ିଶା କୁ କେବେ ମୌସୁମୀ ହବ ତାହା ଜୁନ ୧ ପରେ ଅଧିକ ସ୍ପଷ୍ଟ ହବ । କିନ୍ତୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଗତ ୨୪ ତାରିଖ ରେ ବଙ୍ଗୋପ ସାଗର ରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଏହା ପରବର୍ତ୍ତୀ ସମୟ ରେ ବାତ୍ୟା ରୂପ ନବ ବୋଲି ପୂର୍ବାନୁମାନ କରା ଯାଇଛି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *