ଭିଡିଓ ଦେଖନ୍ତୁ – ଏହି କାରଣ ପାଇଁ ଅଭିନେତା ଶ୍ରୀତମ ଦାସ (Sritam Das)ଙ୍କ ଆଖିରେ ଲୁହ ଆସିଲା

ମନୋରଞ୍ଜନ

ଦର୍ଶକ ବନ୍ଧୁ ହଠାତ୍ କଣ ପାଇଁ ମନ୍ ଦୁଃଖ ରେ ସୋସିଆଲ ମିଡ଼ିଆ ରେ ନଜର ଆସିଲେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ସୁପର୍ ଷ୍ଟାର୍ ଶ୍ରୀତମ ଦାସ ମନ୍ ଦୁଃଖ ରେ ଆସି କଣ କହିଛନ୍ତି ଦର୍ଶକ ମାନ ଙ୍କୁ ଆସନ୍ତୁ ଜାଣିବା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଶ୍ରୀତମ ଦାସ ଙ୍କୁ ବହୁ ଗୁଡ଼ିଏ ଫିଲ୍ମ୍ ରେ ଅଭିନୟ କରିବା ର ଓ ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପ୍ରିୟତା ହାସଲ କରିବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଶ୍ରୀତମ ଦାସ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଆସୋସିଏସନ୍ ର ଜେନେରାଲ ସେକ୍ରେଟାରୀ ଅଛନ୍ତି ।

ତାହେଲେ ସେ ତାଙ୍କ ସୋସିଆଲ ମିଡ଼ିଆ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଅସୁବିଧା କଥା କୁ ସରକାର ଙ୍କୁ କହିଛନ୍ତି ଯେ । ଯେ ବର୍ତ୍ତମାନ ସମୟ ରେ କରୋନା ର ଦ୍ଵିତୀୟ ଲହର କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଲକ୍ ଡାଉନ୍ ର ନିଷ୍ପତ୍ତି ନେଇଛନ୍ତି । ଏହି ଲକ୍ ଡାଉନ୍ ରେ ଓଡ଼ିଶା ରେ ଚାଲୁଥିବା ସମସ୍ତ ସୁଟିଂ କିଛି ଦିନ ବନ୍ଦ୍ କରିବା ପାଇଁ ରାଜ୍ୟ ସରକାର କହିଛନ୍ତି । ଏହା କୁ ଦୃଷ୍ଟି ରେ ରଖି ଅଭିନେତା ଶ୍ରୀତମ କହିଛନ୍ତି ଯେ ପୂର୍ବ ସରକାର ନିଷ୍ପତି ନେଇଥିଲେ ଯେ ସୁଟିଂ ଚାଲିବ କିନ୍ତୁ କରୋନା ଗାଇଡ ଲାଇନ କୁ ମାନି ବାକୁ ପଡ଼ିବ , ଏହି ନିୟମ କୁ ପାଳନ କରି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସୁ  ଟିଂ ଚାଲୁଥିଲା କିନ୍ତୁ ବର୍ତ୍ତମାନ ସରକାର ନିଷ୍ପତି ନେଇଛନ୍ତି ସମସ୍ତ ସୁ  ଟିଂ ସେଟ୍ କିଛି ଦିନ ପାଇଁ ବନ୍ଦ କରିବାକୁ ।

ସରକାର ଙ୍କ ଏହି ନିଷ୍ପତ୍ତି ଙ୍କୁ ଶ୍ରୀତମ ସ୍ବାଗତ କରିଛନ୍ତି ଓ କହିଛନ୍ତି ଯେ ଯଦି ଏହି ନିୟମ ଟି ବହୁତ୍ ଦିନ ଯାଏ ରହିବ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି କଳାକାର ମାନେ ଓ ଟେକ୍ନି ସିଆନ ମାନେ ବହୁତ୍ ହଇରାଣ ହେବେ କାରଣ ଏହି ସୁ ଟିଂ ସେଟ୍ ରୁ ଯାହା ପଇସା ସେମାନେ ନେଇଥାନ୍ତି ସେହି ପଇସା ରୁ ସେମାନ ଙ୍କ ପରିବାର ଚାଲିଥାଏ ସେଥିପାଇଁ ଶ୍ରୀତମ ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ ଇଣ୍ଡଷ୍ଟ୍ରି ପାଇଁ ହୋଇଥିବେ ନିୟମ କୁ ବେଶୀ ଦିନ ଯାଏ ନ ରଖିବା ପାଇଁ ।

କାରଣ ବର୍ତ୍ତମାନ ଆମ୍ ଧାରାବାହିକ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଏହି ଲକ୍ ଡାଉନ୍ ରେ ସୁଟିଂ ବନ୍ଦ୍ ହୋଇ ଯିବାରୁ ସେମାନେ ତାଙ୍କ ଘରେ ବହୁ କଷ୍ଟ୍ ରେ ଚଲୁଛନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏହି ଭଳି ନିୟମ ଅଧିକ ଦିନ ରୁହେ ତାହେଲେ ବହୁ କ୍ଷତି ସହିବାକୁ ପଡ଼ିବ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି କୁ । ଏହିଭଳି କଥା କହି ସରକାର ଙ୍କୁ ଅନୁରୋଧ କରିଛନ୍ତି ଶ୍ରୀତମ ଦାସ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *