ଭିଡିଓ ଦେଖନ୍ତୁ – କଣ ପାଇଁ ନମୀତା ଅଗ୍ରୱାଲଙ୍କ ଘରେ ହେଲା ଏତେ ବଡ ପୂଜାର ଆୟୋଜନ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସିଲା ଏକ ବଡ ଖବର ,ହଁ ବନ୍ଧୁ ଜୀ ସାର୍ଥକ ଓ ତରଙ୍ଗ ଟିଭି ଚ୍ଯାନେଲ ଭଳି ଆସୁଛି ଆଉ ଏକ ନୂଆ ଟିଭି ଚ୍ଯାନେଲ ତାହେଲେ ଆସନ୍ତୁ ଜାଣିବା ଏହି ଟିଭି ଚ୍ଯାନେଲ ର ନାମ କଣ ରହିଛି ଓ ଏହାକୁ ଯିଏ ଶୁଭାରମ୍ଭ କରିଛନ୍ତି , ତାହେଲେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଗାୟିକା ନାମିତା ଗ୍ରୱାଲ । ହଁବନ୍ଧୁ ଆପଣ ମନ ନିଶ୍ଚିତ ଜାଣିଥିବେ ଯେ ନାମିତା ଅଗ୍ରୱାଲ ଯିଏ ନିଜ ଶୁ ମଧୁର କଣ୍ଠ ରେ ଗୀତ ଗାଈ ବେଶ ଲୋକ ପ୍ରିୟତା ହାସଲ କରିପାରିଛନ୍ତି ।

ଯଦି ଆମେ କହିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ କିଏ ଯଦି ଅଧିକ ରୁ ଅଧିକ ଗୀତ ଗାଇଛନ୍ତି ତାହେଲେ ସିଏ ହଉଛନ୍ତି ନାମିତା ଅଗ୍ରୱାଲ । ଯିଏ କିବହୁ ଗୁଡିଏ ଚଳଚିତ୍ର ରେ ଗୀତ ଗାଈବ ସହିତ ବହୁ ଗୁଡିଏ ଭଜନ ମଧ୍ୟ ଗାଇଛନ୍ତି । ତାଙ୍କର ସମସ୍ତ ଗୀତ ମଧ୍ୟ ସୁପର ହୋଇଥିଲା ଓ ଦର୍ଶକ ମାନ ଙ୍କ ହୃଦୟ ଛୁଇଁଥିଲା । ହଁ ବନ୍ଧୁ ଏହି ନୂଆ ଟିଭି ଚ୍ଯାନେଲ ଟି ର ଶୁମ୍ଭରାମ୍ଭ କରିଛନ୍ତି ନମିତା ଅଗ୍ରୱାଲ ଓ ତାଙ୍କ ସ୍ବାମୀ ସୀତାରାମ ଅଗ୍ରୱାଲ ।

ହଁ ବନ୍ଧୁ ଏହି ଅକ୍ଷୟ ତୃତୀୟା ରେ ଆରମ୍ଭ ହୋଇଛି ଏହି ଟିଭି ଚ୍ଯାନେଲ ଟି ,ଏହି ନୂଆ ଟିଭି ଚ୍ଯାନେଲ ର ଏମଡି ହଉଛନ୍ତି ସୀତାରାମ ଅଗ୍ରୱାଲ ଓ ଡିରେକ୍ଟର ନମିତା ଅଗ୍ରୱାଲ ପୂଜା କରୁଥିବାର ଦୃଶ୍ୟ ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ । ହଁ ବନ୍ଧୁ ସାର୍ଥକ ଟିଭି ଭଳି ସିଦ୍ଧାର୍ଥ ଟିଭି ଶୁଭାରମ୍ଭ କରିଛନ୍ତି ନମିତା ଅଗ୍ରୱାଲ ଓ ସୀତାରାମ ଅଗ୍ରୱାଲ । ହଁ ବନ୍ଧୁ ଏହି ଟିଭି ଚ୍ଯାନେଲ ର ନାମ ରହିଛି ସିଦ୍ଧାର୍ଥ ଟିଭି । ହଁ ବନ୍ଧୁ ଏହି ସିଦ୍ଧାର୍ଥ ଟିଭି ରେ ଆପଣ ମାନେ ଧାରାବାହିକ,ସମସ୍ତ ରିଆଲିଟି ଶୋ ଦେଖି ପାରିବେ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *