ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ଝିଲ୍ଲିକଙ୍କ (Jhilik) ଶାଶୁ ଘରକୁ ଗଲେ ହିରୋ ଅମ୍ଳାନ ଓ ସମ୍ବିତ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ସମୟ ରେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି । ଝିଲ୍ଲିକୀ ବର୍ତ୍ତମାନ ତାଙ୍କ ଶାଶୁ ଘରେ ବେଶ୍ ଭଲ ରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ର ବଡ ଖବର ହେଲା ଯେ ଝିଲ୍ଲିକି ଙ୍କୁ ଦେଖା କରିବା କୁ ତାଙ୍କ ଶାଶୁ ଘରେ ପହଞ୍ଚିଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା । ତାହେଲେ କେଉଁ ଅଭିନେତା ଝିଲ୍ଲିକ ଙ୍କ ଶାଶୁ ଘରେ ଯାଇ ଯାଇଥିଲେ ଆସନ୍ତୁ ଜାଣିବା ।

ହଁ ବନ୍ଧୁ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣେ ଜଣା ଶୁଣା ଅଭିନେତା ଯିଏ କି ଝିଲ୍ଲିକ ଙ୍କ ଶାଶୁ ଘର୍ କୁ ଯାଇଥିଲେ ଓ ସେ ଅଭିନେତା ଜଣକ ହଉଛନ୍ତି ଉଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅମ୍ଳାନ ଦାସ । ଦର୍ଶକ ବନ୍ଧୁ ଅମ୍ଳାନ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି। ଖାଲି ସେତିକି ନୁହେଁ ବନ୍ଧୁ ତାଙ୍କ ସହିତ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଉ ଏକ ଅଭିନେତା ମଧ୍ୟ ତାଙ୍କ ସାଙ୍ଗ ରେ ଯାଇଥିଲେ ଓ ସେ ଅଭିନେତା ଜଣକ ହେଉଛନ୍ତି ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ସମ୍ବିତ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ସମ୍ବିତ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିବା ର ନିଶ୍ଚୟ ଦେଖିଥିବେ। ସେ ଚଳଚ୍ଚିତ୍ର ରେ ଅଭିନୟ କରିବା ପୂର୍ବ ରୁ ସେ ବହୁ ଗୁଡ଼ିଏ ଆଲବମ୍ ଓ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି । ତାହେଲେ ଦର୍ଶକ ବନ୍ଧୁ ଅମ୍ଳାନ ଓ ସମ୍ବିତ ଉଭୟ ଝିଲ୍ଲିକ ଙ୍କ ଶାଶୁ ଘର୍ କୁ ଯାଇଥିଲେ ଓ ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । କିନ୍ତୁ ଏହି ଫଟୋ ଗୁଡିକ ଏକ ସିନେମାର ଦୃଶ୍ୟ ଅଟେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Please follow and like us:

Leave a Reply

Your email address will not be published. Required fields are marked *