ଦେଖନ୍ତୁ ଭିଡିଓ – କରୋନା ରେ ଚାଲି ଯାଇଥିବା କଳାକାର ମାନଙ୍କ ବିଷୟରେ କଣ କହିଲେ ରାନୀ ପଣ୍ଡା (Rani Panda)

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ହଠାତ ସୋସିଆଲ ମିଡ଼ିଆ ରେ ନଜର ଆସିଲେ ଓଡିଆ ଯାତ୍ରା ଜଗତ ର ଅଭିନେତ୍ରୀ ରାଣୀ ପଣ୍ଡା । ଏହି ଭିଡିଓ ରେ ସେ ଦୁଃଖ ଅନୁଭବ କରୁଥିବାର ନଜର ଆସିଛନ୍ତି , ଓ ସେ କନହୀକି ଦୁଃଖ କରିଛନ୍ତି ତାହା ମଧ୍ୟ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ହି ଦୁଃଖର ଖବର ଟି କଣ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆ ରେ ରାଣୀ ପଣ୍ଡା ଲାଇଭ ଆସି କାହାକୁ କଟାକ୍ଷ କଥା କହିଥାନ୍ତି ତ ଆଉ କାହାକୁ ସମ୍ମାନ ଜଣାଇଥାନ୍ତି ।

 

କିନ୍ତୁ ବର୍ତମାନ ସମୟ ରେ ସେ ଦୁଃଖ କରିଛନ୍ତି କାରଣ ହେଉଛି ଯେ କିଛି ଦିନ ତଳେ ଆମ ଓଡିଆ ଜଗତ ର ଜଣା ଶୁଣା ଅଭିନେତ୍ରୀ ହଠାତ କରୋନା ରେ ସଂକ୍ରମଣ ରେ ମୃତ୍ଯୁ କରିଛନ୍ତି ଓ ସେହି ଖବର ସେ ସୋସିଆଲ ମିଡ଼ିଆ ଋ ଜାଣିଲେ । ସେଥିପାଇଁ ରାଣୀ ପଣ୍ଡା ବହୁତ ଦୁଃ ଖ ଅନୁଭବ କରିଛନ୍ତି ସେ ମଧ୍ୟ ଆହୁରି କହିଛନ୍ତି ଯେ ଯାତ୍ରା ଜଗତ କୁ ମୁ ବହୁତ ଭଲ ପାଇଥାଏ ଓ ଯାତ୍ରା କଳାକାର କୁ ମଧ୍ୟ ବହୁତ ଆଦର ,ସ୍ନେହ ମଧ୍ୟ କରି ଥାଏ ସେଥି ମଧ୍ୟ ରୁ ଆଜି ଦୁଇ କଳାକାର ଦେହାନ୍ତ ହୋଇଛନ୍ତି ।

ସେ ଦୁଇ ଜଣ କଳାକାର ମଧ୍ୟ ରୁ ଜଣେ ହଉଛନ୍ତି ଜଣେ ଜଣା ଶୁଣା ହାସ୍ୟ କଳାକାର ଜଗା ପଣ୍ଡା , ଅନ୍ୟ ଜଣେ କଳାକାର ହେଉଛନ୍ତି ଯାତ୍ରା ଜଗତ ର ସୁନ୍ଦର ଅଭିନେତ୍ରୀ ଯିଏ କି ହଉଛନ୍ତି ଆମ ଲୋକ ପ୍ରିୟ କଳାକାର ଦୈତାରୀ ପଣ୍ଡା ଙ୍କ ଭାଇ ବାବୁଲି ତାଙ୍କର ପତ୍ନୀ ହଉଛନ୍ତି ତୃପ୍ତି । ସେ ଲୋକ ଅଭିନେତ୍ରୀ ତୃପ୍ତି ଆଉ ଏଇ ଦୁନିଆ ରେ ନାହାନ୍ତି । ରାଣୀ ପଣ୍ଡା ତୃପ୍ତି ଙ୍କ ସହ ଗୋଟେ ବର୍ଷ ତାଙ୍କ ସହ ଅଭିନୟ କରିଥିଲେ ଏଷ୍ଟର୍ନ ମିଡ଼ିଆ ରେ । ସେ କରୋନା ଆକ୍ରାନ୍ତ ରେ ତାଙ୍କ ଜୀବନ ଚାଲିଗଲା । ଯାହା ଫଳରେ ଓଡିଆ ଯାତ୍ରା ଜଗତ ରେ ଶୋକ ର ଛାୟା ଖେଳିଯାଇଛି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *