ବନ୍ଧୁଗଣ ମେ ଦିତୀୟ ସପ୍ତାହରେ ଓଡିଶାକୁ ମାଡି ଆସୁଛି ଏକ ମହାବାତ୍ୟା । ତେବେ ଏନେଇ ସୂଚନା ଦେଲା ପାଣିପାଗ ବିଭାଗ ତେବେ । ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁଠି କେଉଁଠି ପଡିବ ଏହି ବାତ୍ୟା ର ପ୍ରଭାବ ତେବେ ଡେରି ନ କରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ତେବେ ବର୍ତ୍ତମାନ ସମୟରେ ତାମିଲନାଡୁ ଉପକୂଳ ଠାରୁ ଦକ୍ଷିଣ ବଙ୍ଗୋପ ସାଗର ରୁ 400 କିମି ଦୂରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି ତେବେ ଏହା ପରେ ବାତ୍ୟା ରେ ପରିଣତ ହେବ ବୋଲି ଦେଶର କିଛି ପାଣିପାଗ ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି।ତେବେ ମେ ଦିତୀୟ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ତେବେ କିଛି ବିଶେଷଜ୍ଞ ଙ୍କର ମତରେ ଏହି ଲଘୁଚାପ ଆଗକୁ ବାତ୍ୟା ରେ ପରିଣତ ହେବ ବୋଲି ଅନୁମାନ କରିଛନ୍ତି।ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ଟି।
ତେବେ ଏହି ବାତ୍ୟା ଟି ତାମିଲନାଡୁ ରୁ ଆସି ପଶ୍ଚିମବଙ୍ଗ ଏବଂ ଓଡିଶା ବର୍ଡର ରେ ଆସି ହିଟ ହବ ବୋଲି ସୂଚନା ମିଳିଥିବା ବେଳେ ଆଉ କେତକ ପାଣିପାଗ ବିଭାଗ ବିଶେଷଜ୍ଞ ମାନେ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ ବୋଲି ।ତେବେ ଏହାକୁ ନେଇ ଓଡ଼ିଶାର ପାଣିପାଗ ବିଭାଗ ବିଶେଷଜ୍ଞ ମାନଙ୍କ ଠାରୁ କୌଣସି ସୂଚନା ମିଳିପାରିନାହିଁ। ତେବେ ଜାଣିଥିବେ ମେ ମାସରେ ବାତ୍ୟା ହେବା ନେଇ ସମ୍ଭାବନା ରହିଛି।ତେବେ ଆପଣ ମାନେ ଜାଣିଥିବେ ଆଗରୁ ମେ ମାସରେ ବହୁତ ଗୁଡିଏ ବାତ୍ୟା ହୋଇଛି ।
ଆଗରୁ ଆମେ ମେ ମାସରେ ବହୁତ ଗୁଡିଏ ଭୟଙ୍କର ବାତ୍ୟା ଓଡ଼ିଶାରେ ଆମେ ଦେଖିଛେ। ତେବେ ଏହି ଖବର ଟି ସମ୍ପୁର୍ଣ୍ଣ ମିଥ୍ୟା ବୋଲି କିଛି ବିଶେଷଜ୍ଞ ମାନେ କହିଛନ୍ତି। ତେବେ ଆପଣ ମାନେ ଆମ ସହ ଯୋଡି ହୋଇ ରହିଥାନ୍ତୁ ଯଦି ଏହି ଖବର ର କିଛି ଅପଡେଟ ଆସେ ଆମେ ଆପଣ ମାନଙ୍କୁ ଜଣାଇ ଦେବୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।