ଭିଡିଓ ଦେଖନ୍ତୁ – ଦେଖନ୍ତୁ ଲିପିଙ୍କୁ (Lipi) ମନେ ପକାଇ କୁନି ତାରିଣୀ (Ayesha) କଣ କହିଲେ

ମନୋରଞ୍ଜନ

ଦର୍ଶକ ବନ୍ଧୁ ତରଙ୍ଗ ଟିଭି ର ଶିଶୁ କଳାକାର କୁନି ତାରିଣୀ ଙ୍କ ଏକ ଭିଡିଓ ଭାଇରାଳ ହବା ରେ ଲାଗିଛି ଯେଉଁ ଭିଡିଓ ଟି ସେ ଲିପି ମା ଙ୍କ କଥା ମନେ ପଡୁଥିବାର କହି କନ୍ଧୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ଓ କୁନି ତାରିଣୀ ଆଉ କଣ କହିଛନ୍ତି ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ କୁନି ତାରିଣୀ ଙ୍କୁ ସେ ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଛନ୍ତି ।

ଏହି କୁନି ତାରିଣୀ ଙ୍କ ପାଇଁ ତାରା ତାରିଣୀ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା । କିନ୍ତୁ ଦୁଃଖ ର ଖବର ଯେ ଏହି କୁନି ତାରିଣୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳିବନି କାରଣ ଏହି ଧାରାବାହିକ ଟି ବନ୍ଦ ହୋଇ ଏଥିରେ ଆଉ ଏକ ଧାରାବାହିକ ସଂଯୋଗ କରା ଯାଇଛି ଏହାରି ଟାଇଟଲ କୁ ବଦଳାଇ ରଖାଯାଇଛି ତାରିଣୀ ଆଖିରେ ତାରା । ଏହି ନୂଆ ଧାରାବାହିକ ରେ କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ତାରା ତାରିଣୀ ର କିଛି ଅଭିନେତା ଏହି ଧାରାବାହିକ ରେ ନଜର ଆସିବେ କିନ୍ତୁ କୁନି ତାରିଣୀ ବା ଲିପି ଙ୍କୁ ଦେଖିବାକୁ ମିଳିବନି ।

ଦର୍ଶକ ମାନେ ଏହି ଦୁଇ ଯୋଡ଼ି ଙ୍କୁ ବହୁତ୍ ପସନ୍ଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଳ ହବା ରେ ଲାଗିଛି କୁନି ତାରିଣୀ ଙ୍କ ଏକ ଭିଡିଓ ଯେଉଁ ଭିଡିଓ ଟି ରେ ସେ ଲିପି ମନେ ପକାଇ କାନ୍ଦୁଛନ୍ତି ଓ କହୁଛନ୍ତି ଯେ ଆଜି ମୋ ଲିପି ମା ଙ୍କ କଥା ବହୁତ୍ ମନେ ପଡୁଛି । ସୁଟିଂ ସେଟ୍ ର କିଛି କଥା କହି କାନ୍ଦୁଛନ୍ତି କୁନି ତାରିଣୀ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *