ଭିଡିଓ ଦେଖନ୍ତୁ – ଆନିଶା (Aanisha) କିପରି ନିଜର ସାଦ ଖିଆ ଏକ ନିଆରା ଢଙରେ ପାଳନ କରିଲେ

ମନୋରଞ୍ଜନ

ମା ହବା ଖୁସି ରେ ସତ୍ତ୍ଵେ କାହିଁକି ଦୁଃଖ ଅନୁଭବ କଲେ ଅନିଶା ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଅନିଶା ମା ହବା କୁ ଯାଉଛନ୍ତି । ଅନିଶା ଙ୍କ ର ଜବରଦସ୍ତ ଅଭିନୟ ଦେଖିଥିବେ, ଅନେକ ଚଳଚ୍ଚିତ୍ର ରେ । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ସେ ଚଳଚ୍ଚିତ୍ର ରେ ଅଭିନୟ କରିବା ସହିତ ବହୁ ଗୁଡ଼ିଏ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ରେ ଜବରଦସ୍ତ ଅଭିନୟ କରିଥିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତାଙ୍କ ଅଭିନୟ ଫଳ ରେ ସମସ୍ତ ଧାରାବାହିକ ଗୁଡ଼ିକ ନମ୍ୱର୍ ୱାନ ଧାରାବାହିକ ହୋଇପାରିଥିଲା । ଆଣିଶା ବିବାହ କରିଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ଶୁଭାଶିଷ ଙ୍କୁ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଶୁଭାଶିଷ ଙ୍କୁ । ବର୍ତ୍ତମାନ ସମୟ ରେ ଶୁଭାଶିଷ ଙ୍କ ଏକ ଧାରାବାହିକ ପ୍ରସାରିତ ହେଉଛି ଜି ସାର୍ଥକ ରେ ଯାହାର ନାମ ହେଉଛି ହେ ପ୍ରଭୁ । ଦୁହେଁ ଦୁହିଁଙ୍କୁ ସୁଟିଂ ସେଟ୍ ରୁ ଭଲ ପାଇ ବିବାହ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ଅନିଶା ଓ ଶୁଭାଶିଷ ବାପା,ମା ହବାକୁ ଯାଉଛନ୍ତି । ତାହେଲେ କେଉଁ କାରଣ ପାଇଁ ଅନିଶା ମନ ଦୁଃଖ କଲେ ଆସନ୍ତୁ ଜାଣିବା । ସେ ଭିଡିଓ କନଫେନ୍ସ ମାଧ୍ୟମ ରେ ଏହି ଉତ୍ସବ ଟି ପାଳନ କରିଛନ୍ତି ।

ଏଥିପାଇଁ ଅନିଶା ଙ୍କ ମନ ଦୁଃଖ ହୋଇଛି କାରଣ କରିନ ଯଦି ହୋଇନଥାନ୍ତ ତାହାଲେ ସେ ତାଙ୍କ ସାଦ ଖିଆ ଉତ୍ସବ ଟି ଖୁବ୍ ଧୁମ୍ ଧାମରେ ପାଳନ କରିଥାନ୍ତେ । କାରଣ କରିନ ସମୟ ରେ ଯେଉଁଭଳି ଭାବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି ତାକୁ ଓ ନିଜ ବେବୀ ର ସୁରକ୍ଷିତ ପାଇଁ ସାଦ ଖିଆ ଉତ୍ସବ ଟି ଭିଡିଓ କନଫେନ୍ସ ମାଧ୍ୟମ ରେ କରୁଛନ୍ତି ଯେଉଁ ଭିଡିଓ ଟି କି ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.