ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଙ୍କ Family ଓ Biography

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ଜୀବନ ବିଷୟରେ । ହଁ ବନ୍ଧୁ ଆଜି ଆମେ ଜାଣିବା ଓଡିଆ ଇଣ୍ଡଷ୍ଟ୍ରୀ ର ଚୁଲ ବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ତାହାଲେ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଆପଣ ମାନେ ନିଶ୍ଚୟ ଦେଖିଥବେ ବର୍ଷା ପ୍ରିୟଦର୍ଶିନୀ ମକ ଜବରଦସ୍ତ ଅଭିଆଣୀ ଅନେକ ଫିଲ୍ମ ରେ । ସେତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ତାହେଲେ ଆଜି ଆମେ ଜାଣିବା ବର୍ଷା ଙ୍କ ବାସ୍ତବ ଜୀବନ ବିଷୟ ରେ । ବର୍ଷା ଙ୍କ ଜନ୍ମ ହୋଇଥିଲେ ୧୯୮୪ ମସିହା ଅଗଷ୍ଟ ୭ ତାରିଖ କଟକ ସହର ରେ ହୋଇଥିଲା ।

ହଁ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ତିନି ଭଉଣୀ ମଧ୍ୟରୁ ସଭା ସାନ ଅଟନ୍ତି । ସେ ତାଙ୍କ ପିଲା ଦିନ ରୁ ଓଡିଆ ଇଣ୍ଡଷ୍ଟ୍ରୀ ରେ କାମ କରିବେ ବୋଲି ଚାହୁଥିଲେ । ସେ ସ୍କୁଲ ରେ ତାଙ୍କ ପାଠ ପଢା ସାରିଲା ପରେ ଶୈଳ ବାଲା କଲେଜ ରେ ପାଠ ପଢା ସାରି ତାଙ୍କ କ୍ୟାରିଆର ଏକ ଫାସନ ମଡେଲ ଭାବେ ଆରମ୍ଭ କରିଥିଲେ । ଧୀରେ ଧୀରେ ତାଙ୍କର ସୁନ୍ଦରତା ଓ ଅଭିନୟ ସମସ୍ତ ଙ୍କୁ ପସନ୍ଦ ଆସିଥିଲା ଓ ପରବର୍ତୀ ସମୟ ରେ ବହୁତ ଗୁଡିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା । ସେ ପ୍ରଥମେ ଏକ ବଙ୍ଗାଳୀ ଫିଲ୍ମ କରିଥିଲେ ଯାହାର ନାମ ହାଉଛି ବାଜି ଯାହା ୨୦୦୧ ରେ ରିଲିଜ ହୋଇଥିଲା ଓ ଫ୍ଲପ୍ ହୋଇଯାଇଥିଲା ।

ତା ପରେ ବର୍ଷ ପ୍ରିୟଦର୍ଶିନୀ ଓଡିଆ ଫିଲ୍ମ କରିଥିଲେ ଯାହାର ନାମ ଥିଲା ସାବତ ମା ଓ ସେହି ଫିଲ୍ମ ରେ ମଧ୍ୟ ତାଙ୍କୁ ସଫଳ ମିଳିନଥିଲା କିନ୍ତୁ ୨୦୦୮ ମସିହା ରେ ସେ ବଙ୍ଗାଳୀ ଫିଲ୍ମ କରିଥିଲେ ଯାହାର ନାମ ହାଉଛି ଜୋର ଓ ଏହି ଫିଲ୍ମ ଟି ସୁପର ଡୁପର ହୋଇଥିଲା ଓ ବେଙ୍ଗଲୀ ଫିଲ୍ମ ର ସମସ୍ତ ଫିଲ୍ମ ରେକର୍ଡ ଭାଙ୍ଗି ଦେଇଥିଲା । ତ ପରେ ସେ ବହୁ ଆଗକୁ ଯାଇଥିଲେ ଗୋଟିଏ ପରେ ଗୋଟିଏ ଓଡିଆ ବେଙ୍ଗଲୀ ଫିଲ୍ମ କରିଥିଲେ । ସେ ୨୦୧୪ ରେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ । ତାଙ୍କର କଟକ ରେ ଏକ ବଡ ଆଳିଶିଆନ ଘର ମଧ୍ୟ ଅଛି ଓ  ଦାମୀ କାର ମଧ୍ୟ ଅଛି । ଯଦି ଆମେ ତାଙ୍କ ଏବେକାର ଫିଲ୍ମ କହିବା ତାହେଲେ ସେ ଫିଲ୍ମ ଗୁଡିକ ମଧ୍ୟ ହାଉଚିୟ ନିମକି ଓ କୁଇନ ଯାହା ସୁପର ହୋଇଥିଲା । ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *