ଓଡିଶାର ଲୋକପ୍ରିୟ ସିରିଏଲ ଅଭିନେତ୍ରୀ ପ୍ରିୟଙ୍କା ରଥ (Priyanka Rath) ଙ୍କ ଗାଁ ପରିବାର ଓ Lifestyle

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତ୍ରୀ ଶ୍ରଦ୍ଧା ଙ୍କ ବିଷୟ ରେ ।ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ କୁଆଁରୀ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । କୁଆଁରୀ ବୋହୂ ରେ ଅଭିନୟ କରୁଥିବା ଶ୍ରଦ୍ଧା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । କୁଆଁରୀ ବୋହୂ ଧାରା ବାହୀକ ରେ ଅଭିନୟ କରି ସେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି କୁଆଁରୀ ବୋହୂ ନମ୍ବର ୱାନ ହୋଇ ପାରିଛି ।

ତାହାଲେ ଆଜି ଆମେ ଜାଣିବା ଶ୍ରଦ୍ଧା ଙ୍କ ବିଷୟ ରେ । ଶ୍ରଦ୍ଧା ଙ୍କ ପ୍ରକୃତ ନାମ ହେଉଛି ପ୍ରିୟଙ୍କା ରଥ । ତାଙ୍କର ଜନ୍ମ ଦିନ ଟି କୁ ପାଳନ କରିଛନ୍ତି ୧୭ ଏପ୍ରିଲ୍ ରେ ଓ ତାଙ୍କ ଗାଆଁ ର ନାମ ହେଉଛି ବ୍ରହ୍ମପୁର କିନ୍ତୁ ସେ ପିଲାଦିନ ରୁ ହାଇଦ୍ରାବାଦ୍ ରେ ରହୁଥିଲେ । ପ୍ରିୟଙ୍କା ଙ୍କ ପରିବାର ରେ ତାଙ୍କ ବାପା ମା ଓ ପ୍ରିୟଙ୍କା ଙ୍କ ଦୁଇ ସାନ ଭାଇ ଓ ଜଣେ ଭଉଣୀ ଅଛନ୍ତି । ପ୍ରିୟଙ୍କା ଶ୍ରୀ ଚୈତନ୍ୟ ସ୍କୁଲ, ହାଇଦ୍ରାବାଦ୍ ପାଠ ପଢୁଥିଲେ ଓ ଗ୍ରଜ୍ୟୁଏସନ୍ ସମ୍ପୂର୍ଣ କରିଥିଲେ ଭୁବନେଶ୍ଵର ର ବିଜେପି କଲେଜ ରେ ।

ପ୍ରିୟଙ୍କା ଙ୍କ ର ପିଲା ଟି ଦିନ ରୁ ଅଭିନୟ ପ୍ରତି ଆଗ୍ରହ ଥିଲା ଓ ପରିବାର ଲୋକେ ବହୁତ୍ ଇଚ୍ଛା କରୁଥିଲେ ଯେ ପ୍ରିୟଙ୍କା ଜଣେ ଭଲ ଅଭିନେତ୍ରୀ ହୁଅନ୍ତୁ । ସେ ଭୁବନେଶ୍ୱର ଆସିଥିଲେ ଜଣେ ଅଭିନେତ୍ରୀ ହେବାପାଇଁ ଓ ତାଙ୍କୁ ମଧ୍ୟ ସୁଯୋଗ ମିଳିଥିଲା ଓଡ଼ିଆ ଧାରାବାହିକ ରେ ଅଭିନୟ କରିବା ପାଇଁ । ସେ କୁଆଁରୀ ବୋହୂ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିଲେ । ତରଙ୍ଗ ପରିବାର ଆୱାର୍ଡ ୨୦୧୯ ରେ ବିଜେତା ହୋଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *