ଦେଖନ୍ତୁ କିପରି ତନୁଜା ଖୁଡୀ (Ranjita Panigrahi) କୁନି ତାରା ଓ ତାରିଣୀଙ୍କ ସହ ମସ୍ତି କରୁଛନ୍ତି

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଅଭିନୟ ଏମିତି ଏକ କର୍ମ ସେ ଯାହା ଦ୍ଵାରା ହେଲା ସେ ବହୁତ୍ ଉପର ଯିବା ସହ ବହୁ ନାମ ମଧ୍ୟ ଅର୍ଜନ କରିଥାଏ । ଚଳଚ୍ଚିତ୍ର ରେ ନୁହେଁ ବନ୍ଧୁ ଧାରାବାହିକ ରେ ମଧ୍ୟ ଭଲ ଅଭିନୟ କଲେ ଲୋକ ପ୍ରିୟ ହୋଇପାରିବେ । ସେହି ପରି ଧାରାବାହିକ ରେ ଅନେକ ଅଭିନେତା , ଅଭିନେତ୍ରୀ ଓ ଚାଇଲ୍ଡ ଆକଟର ଥାଆନ୍ତି । ଆଜି ଆମେ ଜାଣିବା ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ଦେଖୁଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ତାର ତାରିଣୀ ।

ହଁ ବନ୍ଧୁ ତାରା ତାରିଣୀ ଯେଉଁ ସିରୀଏଲ୍ କି ଲୋକ ମାନ ଙ୍କୁ ପସନ୍ଦ ଆସିଛି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତାରା ତାରିଣୀ ଶିରିଏଲ ର ତନୁଜା ଙ୍କ କୁନି ତାରିଣୀ ଙ୍କୁ । ଯାହାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ଯାଇଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଆଜି ତାରା ତାରିଣୀ ଧାରାବାହିକ ଟି ଆଜି ଓଡିଶା ର ନମ୍ୱର୍ ୱାନ ହୋଇପାରିଛି । ବର୍ତ୍ତମାନ ସୋସିଆଲ ମିଡିଆ ରେ ତନୁଜା ଓ କୁନି ତାରିଣୀ ଙ୍କ ଫଟୋ ଯାହା ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ଯେଉଁ ଫଟୋ ରେ ସେମାନେ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ଗୁଡିକ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *