ଭିଡିଓ ଦେଖନ୍ତୁ – ଅନୁଭବ ଆମ୍ବ ଚୋରି କରୁଥିବା ସମୟରେ ତାଙ୍କ ସହ ହଠାତ କଣ ଘଟିଲା

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅନୁଭବ ମହାନ୍ତି ଆମ୍ବ ଗଛ ରେ ଚଢ଼ି ଆମ୍ବ ଚୋରି କରିବା ସହିତ ଗଛ ର ଡାଳ କୁ ଧରି ଦୋଳି ଖେଳି ମଜା କରୁଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଅନୁଭବ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ବନ୍ଧୁ ସେ ଭଲ ଅଭିନୟ କରିଥିବା ରୁ ବର୍ତମାନ ଘରେ ଘରେ ପରିଚିତ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ସେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ ଅନେକ ଫିଲ୍ମ୍ ରେ । ସେ ଉଲିଉଡ୍ ର ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଯାଏ ରହିଲାନି ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରେ ଝଗଡ଼ା ହୋଇଯାଇଛି । ଏହି ଝଗଡ଼ା ଏତେ ମାତ୍ର ରେ ବଢ଼ି ଯାଉଛି ଯେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦବା ପାଇଁ ଆଗେଇ ଆସିଛନ୍ତି । ଏବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଛାଡ ପତ୍ର ମାମଲା କୋର୍ଟ ରେ ରହିଅଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଖା ପାଖି ୧୦ ଟି ଫିଲ୍ମ୍ ରେ ଅଭିନୟ କରିବା ପରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ଗତ କିଛି ମାସ ତଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ରେ ଝଗଡ଼ା ହୋଇଯାଇଥିଲା ।

ଏହି ଝଗଡ଼ା ଏତେ ପରିମାଣ ରେ ବଢ଼ି ଯାଇଥିଲା ଯେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡ଼ପତ୍ର ଦେବାପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବେ କୋର୍ଟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ଛାଡ଼ପତ୍ର ମାମଲା ଶୁଣାଣି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଳ ହବା ରେ ଲାଗିଛି ଏକ ଭିଡିଓ ଯେଉଁ ଭିଡିଓ ଟା ରେ କି ଅନୁଭବ ମହାନ୍ତି ତାଙ୍କ ନିଜ ଗାଁ ର ଜଣକ ଆମ୍ବ ଗଛ ରୁ ଆମ୍ବ ଚୋରି କରିଛନ୍ତି ହଁ ବନ୍ଧୁ ଅନୁଭବ ନିଜେ ଗଛ ରେ ଚଢ଼ି ଥିଲେ ଓ ଆମ୍ବ ଚୋରି କରିଥିଲେ । ଅନୁଭବ ଙ୍କୁ ଆମ୍ବ ଛେଚି କି ଚଟୁଆଣି କରି ପଖାଳ ଭାତ ରେ ଖାଇବାକୁ ଅନୁଭବ ଙ୍କୁ ବହୁତ୍ ଭଲ ଲାଗିଥାଏ ଏହି କଥା ସେ ସୋସିଆଲ ମିଡ଼ିଆ ରେ ଭାଇରାଳ ହୋଇଥିବା ଭିଡିଓ ରେ କହିଥିଲେ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.