ଭିଡିଓ ଦେଖନ୍ତୁ – ମାୟା ସିରିଏଲ ଶୁଟିଙ୍ଗ ସେଟ ରେ କିପରି ଖଟି ମଜା ହେଉଛି

ମନୋରଞ୍ଜନ

ଆଜି ଆମେ ଜାଣିବା ଓଡ଼ିଆ ମେଘା ସିରିଅଲ୍ ର ଅଭିନେତା ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ଦେଖୁଥିବା ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ମେଘ ଧାରାବାହିକ ମାୟା ସିରିଏଲ୍ ର ହିରୋ ଭାବେ ଅଭିନୟ କରୁଥିବା ନାଗେଶ୍ ଙ୍କ ବିଷୟ ରେ । ଆପଣ ମାନେ ନିଶ୍ଚୟ ଦେଖିଥିବ ତାଙ୍କର ଜବରଦସ୍ତ ଅଭିନୟ ମାୟା ଧାରାବାହିକ ରେ ଓ ସେ ଏହି ଅଭିନୟ ପାଇଁ ମାୟା ଧାରାବାହିକ ଟି ବର୍ତ୍ତମାନ ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଛି । ନାଗେଶ ବର୍ତ୍ତମାନ ଘରେ ଘରେ ପରିଚିତ । ନାଗେଶ ଙ୍କ ପକୃତ୍ ନାମ ହଉଚି ମାନସ ।

ନାଗେଶ ବାରିପଦା ର ଅଟନ୍ତି। ହଁ ବନ୍ଧୁ ନାଗେଶ ବାରିପଦା ରେ ରୁହନ୍ତି । କିନ୍ତୁ ବର୍ତମାନ ସେ ସୁଟିଂ ସେଟ୍ ପାଇଁ ଭୁବନେଶ୍ବର ରେ ରହୁଛନ୍ତି । ଭୁବନେଶ୍ୱର ହିଁ ସେ ଯାଆନ୍ତି ସୁଟିଂ ସେଟ୍ କୁ ସେ ଭୁବନେଶ୍ୱର ଏକ ଆପାରଟମେଂଟରେ ଭଡ଼ା ରେ ରୁହନ୍ତି । ନାଗେଶ ଗ୍ରାଯ୍ୟୁଏସନ୍ ସମ୍ପୂର୍ଣ କରି ଦିଲ୍ଲୀ ପଲେଇଥିଲେ ଚାକିରି ପାଇଁ । ନାଗେଶ ତାଙ୍କ ପରିବାର ସବୁଠୁ ସାନ ଅଟନ୍ତି ତାଙ୍କର ପାଞ୍ଚ ଭାଇ ଭଉଣୀ । ନାଗେଶ ସବୁଠାରୁ ସାନ ଅଟନ୍ତି । ନାଗେଶ ଦିଲ୍ଲୀ ଅଡିସନ୍ ରେ ବାରମ୍ବାର ରେଜେକ୍ସସନ୍ ହବା ରୁ ଓଡ଼ିଶା କୁ ଫେରିଥିଲେ ।

ଓଡ଼ିଆ ମେଘା ଧାରାବାହିକ ମାୟା ରେ ହିରୋ ରୋଲ୍ କରିଥିଲେ ସେ ମାୟା ର ଅଡିସନ୍ ରେ ସଫଳ ହୋଇଥିଲେ । ତା ପରେ ଆରମ୍ଭ ହେଲା ତାଙ୍କ ଜର୍ଣୀ ଗୋଟେ ରୁ ଆଉ ଗୋଟେ ରେ ଅଭିନୟ କରିଥିଲେ । ନାଗେଶ ଙ୍କ ଦୁର୍ବଳ ହେଉଛି ନାଚ ସେ ନାଚିବାକୁ ଭଲ ପାଆନ୍ତି ସେଥିପାଇଁ ସେ ଅଡିସନ୍ ଦବା ଆଗରୁ ନାଚ କ୍ଲାସ୍ ରେ ଯୋଗ ଦେଇଥିଲେ । ନାଗେଶ ପ୍ରଥମେ ଧାରା ବହିକ୍ ରେ ସାଇଟ୍ ଲିଡ୍ ରେ ଅଭିନୟ କରୁଥିଲେ । ତା ପରବର୍ତ୍ତୀ ସମୟ ରେ ସେ ଲିଡ ପାଇଁ ଅଡିସନ୍ ଦେଇଥିଲେ ଏବଂ ସଫଳ ମଧ୍ୟ ହେଇଥିଲେ । ସେ ମାୟା ସୀରିଏଲ୍ ରେ ଲିଡ ରେ ଅଭିନୟ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *