ଭିଡିଓ ଦେଖନ୍ତୁ – ଓଡିଆ ହିରୋ ବାବୁଶାନ (Babushan) ବାପା ହେବା ପରେ ଘରେ ପୂଜା ଅର୍ଚ୍ଚନା କରି ପୁଅର ନାମ କରଣ କରିଲେ

ମନୋରଞ୍ଜନ

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ କଳାକାର ବାବୁଶାନ ମହାନ୍ତି ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଭାବରେ ଦେଖିଥିବେ। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବାବୁଶାନ ତାଙ୍କର ପିଲା ବେଳର ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଥିଲେ ।ତେବେ ଆପଣ।ମାନେ ସମସ୍ତେ ଜାଣିଥିବେ ଏବେ ନିକଟରେ ବାବୁଶାନ ଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଛି ।ତେବେ ତାଙ୍କ କୁନି ପୁଅ ର ନାମ କଣ ରଖିଛନ୍ତି ଆମେ ଜାଣିବା ଆମର ଏହି ଲେଖା ମଧ୍ୟମରେ ।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ତେବେ ଆପଣ ମାନେ ଜାଣିଥିବେ ଦୁଇ ତିନି ଦିନ ହେଲା ବହୁତ ଚର୍ଚ୍ଚା ରେ ଅଛନ୍ତି ବାବୁଶାନ ଓ ତାଙ୍କ ସ୍ତ୍ରୀ ତୁପ୍ତି ଓ ତାଙ୍କର କୁନି ପୁଅ । ଏବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ବେସ ଚର୍ଚ୍ଚା ର ବିଷୟ ପାଲଟିଛି। କିଛି ସମୟ ପୂର୍ବରୁ ଦେଖା ଯାଇଥିଲା ନର୍ସ ମାନେ ନବଜାତ ଶିଶୁ ମାନେ ଜୁନିଅର ବାବୁଶାନ ଙ୍କ ସହ ସେଲ୍ଫି ନେଇଥିବାର ଓ ବାବୁଶାନ ଙ୍କୁ ମେଡିକାଲ ରେ ପାଇ ତାଙ୍କ ସହ ମଧ୍ୟ ସେଲ୍ଫି ନେଇଥିଲେ। ତେବେ ଏହି ଫଟୋ ଗୁଡିକ ବେସ ଚର୍ଚ୍ଚା ର ବିଷୟ ପାଲଟିଥିଲା। ତେବେ କିଛି ସମୟ ପରେ ଦେଖା ଯାଇଥିଲା ବାବୁଶାନ ତାଙ୍କ ପୁଅ ସହ ଖେଳୁଥିଲେ। ତେବେ ଏହି ଖେଳୁଥିବା ସମୟ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓ ଦେଖି ସମସ୍ତେ ବାବୁଶାନ ଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଥିଲେ।


ତେବେ ଏବେ ବାବୁଶାନ ଓ ତୃପ୍ତି ତାଙ୍କ କୁନି ସନ୍ତାନ କୁ ଧରି ଘରକୁ ଆସିଛନ୍ତି। ଏନେଇ ନିଜେ ବାବୁଶାନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୂଚନା ଦେଇଛନ୍ତି। ତେବେ ଏବେ ବାବୁଶାନ ଙ୍କର ଘରେ1 ପୂଜା ଅର୍ଚ୍ଚନା ହେଉଥିବା ବେଳର ଫଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ କଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ବାବୁଶାନ ,ତୃପ୍ତି ଓ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ। ତେବେ କାହାଯାଉଛି କି ଏହି ପୂଜା ଅର୍ଚ୍ଚନା କରି ତାଙ୍କ ପୁତ୍ର ସନ୍ତାନ ର ନାମକରଣ କରାଯାଇଛି। ତେବେ ଏନେଇ ନିଜେ ବାବୁଶାନ କି ତାଙ୍କ ପରିବାର ଲୋକ କୌଣସି ସୁଚନା ଦେଇନାହାନ୍ତି।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *