କୂଆଁରୀ ବୋହୂ ସିରିଏଲର ଅଭିନେତା ସାଇ (Milan) ନିଜ ପ୍ରେମିକା ସହ ମିଶି ଉଠାଇଲେ ଫଟୋ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଚଳଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି ।ତେବେ ଏହି ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ସବୁବେଳେ ଇଛା କରିଥାନ୍ତି ।ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁଥିବା ସାଇ ଙ୍କ ବିଷୟରେ ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।


ଆପଣ ମାନେ ସାଇ ଙ୍କୁ ନିଶ୍ଚଯ ଜାଣିଥିବେ ଓ କୁଆଁରୀ ବୋହୂ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ। ତେବେ ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ସେ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ହୋଇପାରିଛନ୍ତି। ତେବେ ସାଇ ଏବେ ତାଙ୍କ ପ୍ରେମିକା ଙ୍କ ସହ ସମୟ ବିତାଉଛନ୍ତି ଓ ସୋସିଆଲ ମିଡ଼ିଆ ରେ ଅନେକ ଫଟ ମଧ୍ୟ ସେୟାର କରିଛନ୍ତି।ସାଇ ଙ୍କର ପ୍ରେମିକା ଙ୍କର ପ୍ରେମିକା ଙ୍କର ନାମ ହେଉଛି ସାରା ।ଆଉ ସାଇ ଙ୍କର ପ୍ରକୃତ ନାମ ହେଉଛି ମିଲନ ଓ ସାରା ହେଉଛନ୍ତି ମିଲନ ଙ୍କର ପ୍ରେମିକା।


ଏକଥା ମିଲନ ନିଜେ ନ କହିଥିଲେ ମଧ୍ୟ ସାରା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଭରି ଦେଇଛନ୍ତି ମିଲନ ଓ ସାରା ଙ୍କର ବହୁତ ଗୁଡିଏ ଫଟ ଏବଂ ସେ ଏହି ଫଟ ରେ ଲେଖିଛନ୍ତି କି ମିଲନ ତାଙ୍କ ପ୍ରେମକ ବୋଲି । ତେବେ ଏହି ଦୁଇଜଣ ବହୁତ ଦିନ ହେବ ପରସ୍ପରକୁ ବହୁତ ଭଲ ପାଉଛନ୍ତି ବୋଲି ଜଣା ମଞ୍ଜରୀ ଟିଭି ର ଏକ ସିରିଏଲ ରେ ଜବରଦସ୍ତ ଅଭିନୟ କରି ବହୁତ ଫେମସ ହୋଇ ପରିଥିଲେ ସାରା ଆଉ ଆପଣ ମାନେ ମିଲନ ଙ୍କୁ ତା କୁଆଁରୀ ବୋହୂ ସିରିଏଲ ରେ ନିସ୍ଚୟ ଦେଖିଥିବେ ମିଲନ ଖୁବ ଜବରଦସ୍ତ ଅଭିନୟ କରିଛନ୍ତି ଏହି ସିରିଏଲ ରେ। ତେବେ ଏହି ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଛନ୍ତି ଓ ଖୁବ ଶିଘ୍ର ବିବାହ ମଧ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *