ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିଜିତ ମଜୁନ୍ଦର (Abhijit Majumadar) ଙ୍କ ପୁରା ଫ୍ୟାମିଲ ଆଲବମ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତର ଫେମସ ସିଙ୍ଗର ଅଭିଜିତ ମଜୁମଦାର ଙ୍କୁ ସେ ତାଙ୍କର ଜବରଦସ୍ତ ଗୀତ ଗାଇବାକୁ ନେଇ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ମଧ୍ୟ ହୋଇ ପାରିଛନ୍ତି। ତାଙ୍କୁ ସମସ୍ତେ ଦାଦା ବୋଲି ମଧ୍ୟ ଡାକନ୍ତି ।ସେ ଆମ ଓଲିଉଡ ଜଗତକୁ ବହୁତ ଗୁଡିଏ ହିଟ ଗୀତ ମଧ୍ୟ ଦେଇଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ରିଅଲ ଲାଇଫ ଓ ପରିବାର ବିଷୟରେ ଜାଣିଛନ୍ତି କି ତେବେ ଆଜି ଆମେ ଆପଣ ମାନଙ୍କୁ ତାଙ୍କ ରିଅଲ ଲାଇଫ ଓ ତାଙ୍କ ପରିବାର ବିଷୟରେ କହିବୁ ଆମର ଏହି ଲେଖା ମାଧ୍ୟମରେ। ତେବେ ଡେରି ନ କରି ଆସନ୍ତୁ ଜାଣିବା।


ଆପଣ ମାନେ ସମସ୍ତେ1 ଅଭିଜିତ ମଜୁମଦାର ଙ୍କୁ ନିଶ୍ଚୟ ଜାଣିଥିବେ। ଓ ତାଙ୍କର ଗୀତ ଗୁଡିକୁ ଆପଣ ମାନେ ନିଶ୍ଚିତ ଶୁଣିଥିବେ ତେବେ ତାଙ୍କର ଗୀତ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ଜାଗା ବନେଇ ତେବେ ତାଙ୍କ ଗୀତ ର ଯାଦୁ ରେ ଲୋକମାନେ ପୁରା ବାନ୍ଧି ହୋଇ ରହିଛନ୍ତି। ତେବେ ତାଙ୍କ ଗୀତ ପାଇଁ ସେ ଖୁବ କମ ଦିନରେ ବହୁତ ଲୋକପ୍ରିୟତା ହାସଲ କରି ପାରିଥିଲେ।

ତାଙ୍କ ଗୀତ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଅଭିଜିତ ମଜୁମଦାର ଚାରି ଶହ ରୁ ଅଧିକ ଗୀତ ଗାଇଛନ୍ତି। ଆଉ ତାଙ୍କର ପ୍ରତ୍ୟେକ ଗୀତ ମଧ୍ୟ ସୁପର ହିଟ ହୋଇଛି। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିଜିତ ମଜୁମଦାର ଅଭିଜିତ ମଜୁମଦାର ଜଣେ ମ୍ୟୁଜିକ ଡ଼ାଇରେକ୍ଟର ମଧ୍ୟ ଅଟନ୍ତି।


ତେବେ ଆମେ ଯଦି ତାଙ୍କ ରିଅଲ ଲାଇଫ ବିଷୟରେ କହିବା ତାଙ୍କ ଘର ହେଉଛି ସମ୍ବଲପୁର କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ଲୋକଙ୍କ ସହ ସେ କଟକ ରେ ରହୁଛନ୍ତି। ତେବେ ତାଙ୍କ ପରିବାର ରେ ତାଙ୍କ ବାପା ମା ଭାଇ ତାଙ୍କ ସ୍ତ୍ରୀ ଓ ତାଙ୍କର ଏକମାତ୍ର ପୁଅ ଅଛନ୍ତି। ତେବେ ଅଭିଜିତ ପିଲା ଦିନରୁ ଗୀତ ଗାଇବାକୁ ବହୁତ ପସନ୍ଦ ମଧ୍ୟ କରୁଥିଲେ। ତେବେ ତାଙ୍କର ଏହି ସୁନ୍ଦର ଗୀତ ଗାଇବା ପାଇଁ ସେ ଏବେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *