ବଡ ଖବର – ଓଡିଶାରେ ଦିନ ସମୟ ରେ ବି କର୍ଫ୍ୟୁ ଲାଗୁ ହେବ!

ରାଜ୍ୟ

ଓଡ଼ିଶା କୁ ଫେରିଲା ଦିନ କର୍ଫ୍ୟୁ । ହଁ ବନ୍ଧୁ ଯେଉଁ ଭଳି ଭାବେ ଦିନ କୁ ଦିନ ଆମ ରାଜ୍ୟ ରେ ସଂକ୍ରମଣ ବୃଦ୍ଧି ହବା ରେ ଲାଗିଛି । ତାକୁ ଦୃଷ୍ଟି ରେ ରଖି ରାଜ୍ୟ ରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ ଏହା ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଦିନ କର୍ଫ୍ୟୁ ୪ ରୁ ୫ ଦିନ ଭିତରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ ।

ହଁ ବନ୍ଧୁ ଆମେ ପୁଣି ଥରେ କହି ରଖୁଛୁ ଯେ ଓଡ଼ିଶା କୁ ଫେରିଲା ଦିନ କର୍ଫ୍ୟୁ । ୧୦ ଜିଲ୍ଲା ରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତି ନିଆ ଯାଇଛି । ସେ ୧୦ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼,ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ,ମାଲକାନଗିରି,ଏବଂ ବରଗଡ଼ ଜିଲ୍ଲା ରେ ଦିନ କର୍ଫ୍ୟୁ କରା ଯିବା ନେଇ ସୂଚନା ମିଳିଛି । ଆସନ୍ତା ୪ ରୁ ୫ ଦିନ ମଧ୍ୟ ରେ ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି ।

ଦିନ କର୍ଫ୍ୟୁ ବେଳେ ଜରୁରୀ ସେବା ଚାଲୁ ରହିବ । ଦର୍ଶକ ବନ୍ଧୁ ଦିନ କୁ ଦିନ ସଂକ୍ରମଣ ବୃଦ୍ଧି ପାଇବା ରେ ଲାଗିଛି । ଗତ କିଛି ଦିନ ଧରି ଲଗାତାର ଭାବେ ସଂକ୍ରମିତ ସଂଖ୍ୟା ବଢିବା ରେ ଲାଗିଛି । ଏହା କୁ ଦୃଷ୍ଟି ରେ ରଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ଯେ ଏହି ୧୦ ଜିଲ୍ଲା ରେ ଦିନ କର୍ଫ୍ୟୁ ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ।ଦର୍ଶକ ବନ୍ଧୁ ଗତ ୨୪ ଘଣ୍ଟା ୪୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ୧୦ ଜିଲ୍ଲା ରେ କଲି ନାଇଟି କର୍ଫ୍ୟୁ ଲାଗୁ ହେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *