ଭିଡିଓ ଦେଖନ୍ତୁ – ପ୍ରଥମ ଥର ପାଇଁ ହିରୋ ଅରିନ୍ଦମ (Arindam) ତାଙ୍କ ସ୍ତ୍ରୀଙ୍କ ସହିତ ଶୁଟିଙ୍ଗ ସେଟ ରେ ନଜର ଆସିଥିଲେ

ମନୋରଞ୍ଜନ

ଆଜି ଆମେ ଜାଣିବା ଉଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ସୁପର ଷ୍ଟାର୍ ଅରିନ୍ଦମ ରାୟ । ଆପଣ ମାନେ ହେଲେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ ସେ ତାଙ୍କର ଜବରଦସ୍ତ ଅଭିନୟ ଫଳରେ ସସସ୍ତ୍ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଥିଲା । ଜବରଦସ୍ତ ଅଭିନୟ ଫଳରେ ସେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ଅଭିନେତା ହୋଇପାରିଛନ୍ତି ତ ସହିତ ସେ ଉଳୀଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।

ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନଙ୍କୁ ବାନ୍ଧି ରଖିଛନ୍ତି । ଆଜି ଆମେ ଜାଣିବା ଅରିନ୍ଦମ ଙ୍କ ବିଷୟ ରେ । ହଁ ବନ୍ଧୁ ଅରିନ୍ଦମ ଙ୍କ ନିକ ନେମ୍ ହେଉଛି ରିଶି । ତାଙ୍କୁ ତାଙ୍କ ପରିବାର ଲୋକେ ରିଶୀ ବୋଲି ଡାକନ୍ତି ।ସେ ମାର୍ଚ୍ଚ ୩ ୧୯୮୪ ମସିହା କଟକ ଠାରେ ଜନ୍ମ ଗ୍ରହଣ କରୁଛନ୍ତି । ତାଙ୍କ ଜନ୍ମ ତାରିଖ କୁ ଦେଖିଲେ ତାଙ୍କର ବର୍ତ୍ତମାନ ବୟସ ୩୭ ବର୍ଷ । ସେ ବର୍ତ୍ତମାନ କଟକ ରେ ରହୁଛନ୍ତି । ତାଙ୍କ ହାଇଟି ହେଉଛି ୬ ଫୁଟ ୨ ଇଞ୍ଚ୍ ଓ ଓଜନ ୬୫ kg ।

ତାଙ୍କ ବାପା ଙ୍କ ନାମ ହେଲା ଗୋପାଳ ଚନ୍ଦ୍ର ରାୟ ଓ ମା ଙ୍କ ନାମ ରତ୍ନା ରାୟ ।ଆଉ ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଗ୍ରାଯ୍ୟୁଏସନ୍ ସମ୍ପୂର୍ଣ କରିଛନ୍ତି । ସେ ଖ୍ରୀଷ୍ଟ ମହାବିଦ୍ୟାଳୟ ଉତ୍କଳ ୟୁନିଭର୍ ସିଟି ଭୁବନେଶ୍ବର ଅଧ୍ୟୟନ କରିଥିଲେ ।ତାଙ୍କର ଫେଭେରାଇଟି ଫିଲ୍ମ୍ ହଉଛି ପ୍ରିୟା ମୋ ପ୍ରିୟା ଓ ବାବୁ ଆଇ ଲଭ୍ ୟୁ । ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ତାଙ୍କ ପତ୍ନୀ ଙ୍କ ନାମ ହେଲା ଅନୂପା ଦାସ । ତାଙ୍କର ପ୍ରଥମ ଫିଲ୍ମ୍ ଆସିଥିଲା ୨୦୦୫ ମସିହା ରେ ସେ ଫିଲ୍ମ୍ ନାମ ହେଉଛି ପ୍ରେମ ଋତୁ ଆସିଲା ରେ । ସେ ଓଡ଼ିଶା ର ଶ୍ରେଷ୍ଠ ହିରୋ ଆୱାର୍ଡ଼ ୨୦୦୬ ରେ ପାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *