ଭିଡିଓ ଦେଖନ୍ତୁ – ବିବାହ ପରେ ସବ୍ୟ ଅର୍ଚ୍ଚିତ ଅନୁଭବଙ୍କ ଘରକୁ ବୁଲିବା ପାଇଁ ଗଲେ

ମନୋରଞ୍ଜନ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଫେମସ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଗତ ମାର୍ଚ୍ଚ 1 ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି।ବନ୍ଧୁଗଣ ଏହି ଦୁଇ ଯୋଡି ଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି।ଏହି ଦୁଇଜଣ ତାଙ୍କ ସୁନ୍ଦର ଅଭିନୟ ପାଇଁ ବହୁତ ଫେମସ ହେବା ସହ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବନ୍ଧୁଗଣ ଏହି ଦୁଇଜଣ ତାଙ୍କ ପରିବାର ଲୋକଙ୍କ ସହ ଯାଇ ରାଜସ୍ଥାନ ରେ ବିବାହ କରିଥିଲେ ଓ ବିବାହ ର ପାଞ୍ଚ ଦିନ ପରେ ଓଡିଶା ଫେରିଥିଲେ ଓ ଓଡ଼ିଶାରେ ଗୋଟିଏ ଗ୍ରାଣ୍ଡ ପାର୍ଟି ଦେଇଥିଲେ।

ତେବେ ଗତ କିଛି ଦିନ ତଳେ ଓଡିଶା ଫେରିଥିଲେ ଏହି ଦୁଇଜଣ ଗତ କାଲି ତାଙ୍କର ବାହାଘର ଭୋଜି ତାଙ୍କର ଦେଇଛନ୍ତି।ତେବେ ଏହି ଭୋଜି ରେ ସେ ଓଲିଉଡ ଜଗତର ସମସ୍ତ କଳାକାର ମାନଙ୍କୁ ନିମନ୍ତ୍ରଣ କରିଥିଲେ।ତେବେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ନିମନ୍ତ୍ରଣ ରଖି ଓଲିଉଡ ଚଳଚ୍ଚିତ୍ର ଓ ସିରିଏଲ ଜଗତର ବହୁ ଅଭିନେତା ଅଭିନେତ୍ରୀ ମାନେ ଏହି ଭୋଜି ରେ ଯୋଗ ଦେଇଥିଲେ।

ଏହି ଭୋଜି ରେ ଓଲିଉଡ ଜଗତର ସମସ୍ତ କଳାକାର ମାନେ ଉପସ୍ଥିତ ରହି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ଅଭିନନ୍ଦନ ଜଣାଇଥିଲେ।ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତର ସୁପର ଷ୍ଟାର ହେଉଛନ୍ତି ଅନୁଭବ ମହାନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଅନୁଭବ ଙ୍କୁ ନିମନ୍ତ୍ରଣ ଦେଇଥିଲେ।ତେବେ କୌଣସି ଏକ କାରଣରୁ ଅନୁଭବ ମହାନ୍ତି ଦିଲ୍ଲୀ ରେ ଥିଲେ ସେଥିପାଇଁ ସେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ବାହାଘର ଭୋଜି ରେ ଯୋଗ ଦେଇପାରିନଥିଲେ।

ତେବେ ଅନୁଭବ ମହାନ୍ତି ଯେତେବେଳେ ଓଡିଶା ଫେରିଲେ ସେତେବେଳେ ତାଙ୍କ ଘରକୁ ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ ଅନୁଭବ ମହାନ୍ତି ଙ୍କର ନିମନ୍ତ୍ରଣ ରକ୍ଷା କରି ସବ୍ୟସାଚୀ ଓ ଅର୍ଚ୍ଚିତା ଅନୁଭବ ଙ୍କର ଘରେ ପହଞ୍ଚି ଥିଲେ।ତେବେ ଅନୁଭବ ମହାନ୍ତି ନିଜେ ରୋଷେଇ କରି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ଖାଇବାକୁ ଦେଇଥିଲେ।ଏହା ସହିତ ଅନୁଭବ ମହାନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *