ଏହି ସବୁ ଓଡିଆ କଳାକାର ମାନେ ଅତି କମ ବୟସରେ ଆରପାରିକୁ ଚାଲି ଯାଇଛନ୍ତି, ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ମନୋରଞ୍ଜନ

ହଁ ବନ୍ଧୁ ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତାଙ୍କ ମଧ୍ୟ ରୁ କେତେକ ଅଭିନେତା ଓ ଅଭିନେତ୍ରୀ କମ ବୟସରେ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ଆସନ୍ତୁ ସେହି ଅଭିନେତା ମାନ ଙ୍କ ବିଷୟ ରେ ଜାଣିବା ।

୧-ନିକିତା ହଁ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ନିକିତା ଙ୍କୁ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଥିଲେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର କରିଛନ୍ତି କିନ୍ତୁ ସେ ଗତ ବର୍ଷ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି ଓ ତାଙ୍କ ମୃତ୍ୟୁ ସମୟ ରେ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା ।


୨- ସଲିଲ୍ ମିତ୍ର ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ସଲିଲ ମିତ୍ର ଙ୍କୁ ସେ ଜଣେ ସୁନାମଧନ୍ୟ ହାସ୍ୟକର ଅଭିନେତା । ସେ ଗତ ବର୍ଷ ଶୋଟିଂ ସେଟ୍ ରୁ ଫେରୁଥିବା ସମୟରେ ଏକ ଗାଡ଼ି ଦୁର୍ଘଟଣା ରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବୟସ ରେ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା ।


୩- ସିମ୍ରନ୍ ଆପଣ ମାନେ ବେଶ୍ ଏହି ନାମ ଟି କୁ ଜାଣିଥିବେ । ସେ ଗତ ବର୍ଷ ତାଙ୍କୁ ମୃତ୍ ଅବସ୍ଥାରେ ବ୍ରିଜ ତଳୁ ଉଦ୍ଧାର କରାଯାଇଥିଲା । ପରେ ଲୋକମାନେ ଆଲୋଚନା କଲେ ଯେ ତାଙ୍କ ସ୍ବାମୀ ତାଙ୍କୁ ବ୍ରିଜ ତ  ଳକୁ ପେ   ଲି ଦେଇଥିଲେ । ମୃତ୍ୟୁ ବୟସ ରେ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା ।


୪- ରାଜା ଆପଣ ମାନେ ନିଶ୍ଚୟ ଜାଣିଥିବେ ରାଜା ଙ୍କୁ ସେ କେତେକ ଧାରାବାହିକ ରେ ପ୍ରଡ଼୍ୟୁସ୍ କରିବା ସହ ଅଭିନୟ ମଧ୍ୟ କରିଛନ୍ତି । ମୃତ୍ୟୁ ସମୟ ରେ ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା ।


୫- ପପୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ପପୁ ଙ୍କୁ ସେ ଅନେକ ମ୍ୟୁଜିକ୍ ଭିଡିଓ ଆଲବମ୍ ରେ ଅଭିନୟ କରୁଥିବା ର ଦେଖିଥିବେ ।ତାଙ୍କର ଜବରଦସ୍ତ ଅଭିନୟ ରେ ସେ ସମସ୍ତ ଙ୍କ ମନ୍ ଜିଣି ଥିଲେ । କିନ୍ତୁ ସେ ୨୦୧୨ ମସିହାରେ,  ମୃତ୍ୟୁ ସମୟ ରେ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା ।

୫- ମିନକେତନ ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ମିନକେତନ ଙ୍କୁ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକା ରେ ଅଭିନୟ କରୁଥିବା ର ଦେଖିଥିବେ । ଏଥି ସହିତ ସେ ଅନେକ ଚଳଚ୍ଚିତ୍ରରେ ସକାରାତ୍ମକ ଭୂମିକା ରେ ମଧ୍ୟ ଅଭିନୟ କରିଛନ୍ତି । ସେ କର୍କଟ ରୋଗ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ ।


୬- ହର ପଟ୍ଟନାୟକ ଆପଣ ମାନେ ନିଶ୍ଚୟ ଜାଣିଥିବେ ହର ପଟ୍ଟନାୟକ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ଜଣା ଶୁଣା ଥିଲେ । ସେ ଦୀର୍ଘ ଦିନ କର୍କଟ ରୋଗ ସହ ଲଢେଇ କରି ଶେଷ ରେ ହାର ମାନିଯାଇଥିଲେ । ମୃତ୍ୟୁ ସମୟ ରେ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *