Live ଭିଡିଓ ଦେଖନ୍ତୁ – ଯୁବତୀଙ୍କର ଏହି ଭିଡିଓ, ତାଙ୍କର ଗୋଟିଏ ଜିଦ ସେ ବିଧାୟକଙ୍କୁ ବିବାହ କରି, ତାଙ୍କ ଜିଦ ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

VIRAL ରାଜ୍ୟ

ଆଜିକା ଏ ଆଧୁନିକ ସମାଜ ରେ ଦିନକୁ ଦିନ ବଢି ଚାଲିଛି ଅଭାବନୀୟ ଘଟଣା ଓ ଲଜ୍ୟା ଘଟଣା ତେବେ ପୂର୍ବରୁ ଲୋକମାନେ ନିଜର ସମ୍ମାନ ବଞ୍ଚାଇବା ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉ ନାହାନ୍ତି।କିନ୍ତୁ ଏହି ଆଧୁନିକ ସମାଜ ରେ ସବୁକିଛି ଓଲଟା ହେବାର ଦେଖା ଯାଉଛି।
ଆଜିର ଲୋକମାନେ ନିଜ ମାନ ସମ୍ମାନ କୁ ତଳେ ପକାଇ ଏମିତି ସବୁ ଖରାପ କାମ କରୁଛନ୍ତି ଯାହା ବିଶ୍ୱାସ କରିବା ମଧ୍ୟ କଷ୍ଟକର ।ତେବେ ଏହି ଖରାପ କାମ ଗୁଡିକ ପିଲାଙ୍କ ଉପରେ ବହୁତ ପ୍ରଭାବ ପକାଇ ଥାଏ।

ତେବେ ଆଜି ଆମେ ଜଣେ ଶିକ୍ଷିତ ମହିଳା ଙ୍କ ବିଷୟରେ କହିବୁ ଯିଏ କି ଏମିତି ଏକ ଲଜ୍ୟା କାମ କରିଛନ୍ତି।ତେବେ ଏହି ଖରାପ କାମ ବିଷୟରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ଘଟଣା ଟି ଘଟିଛି ପାଲହଡା ଠାରେ।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିବାହ ଏକ ପବିତ୍ର ବନ୍ଧନ ମନା ଯାଏ।କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗର ପିଲା ମାନଙ୍କ ପାଇଁ ଏହା ଏକ ଖେଳ ଘର ପାଲଟି ଯାଇଛି।ତେବେ ଏମାନେ ଏତେ ଖରାପ ହେଉଛନ୍ତି ଯେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହୁଛନ୍ତି।

ତେବେ ସୂଚନା ମୁତାବକ ଭୁବନେଶ୍ୱର ର ଜଣେ ଆଇନ ଛାତ୍ରୀ ଗତକାଲି ଏହି ଛାତ୍ରୀ ଜଣଙ୍କ ପଲହଡା ବିଜେଡ଼ି ବିଧାୟକ ମୁକେଶ କୁମାର ପାଲ୍ ଙ୍କୁ ବିବାହ କରିବାକୁ ଜିଦ୍ କରି ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଧାୟକ ରହିଥିବା ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। କିନ୍ତୁ ବିଧାୟକ ରୋକ ଠୋକ ମନା କରିଥିଲେ ଓ ଝିଅ ଜଣଙ୍କ ଆଇନ ର ସାହାର୍ଯ୍ୟ ଲୋଡି ଥିଲେ।

ଏହି ଯୁବତୀ ଙ୍କର ଗୋଟିଏ ଜିଦ ସେ ବିବାହ କରିବେ ବିଧାୟକ ଙ୍କୁ ।ତେବେ ଏହି ଦୁଇଜଣ ଙ୍କର ଭିତରେ କେଉଁ କାରଣ ପାଇଁ ମତାନ୍ତର ହୋଇଥିଲା ତାହା ଜଣା ପଡିନାହିଁ।ତେବେ ଏପରି ଜିଦ କରି ବିଧାୟକ ଙ୍କର ବାସଭବନ ଆଗରେ ଧାରଣା ଦେଇଥିଲେ। ପରେ ବିଧାୟକ ବାରମ୍ବାର ମନା କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଫେରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *