ରୁଦ୍ରୀଙ୍କ ସହ ଏମିତି କିଛି ହେଲା ତେଣୁ ସେ ମାୟା ସିରିଏଲ ଛାଡିଲେ! ଏବେ ସେ ମଡେଲିଙ୍ଗ ସ୍କୁଲ ଯାଉଛନ୍ତି!

ମନୋରଞ୍ଜନ

ଆପଣ ମାନେ ଦେଖିଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ମାୟା । ହଁ ବନ୍ଧୁ ମାୟା ଯେଉଁ ସିରୀଏଲ୍ କି ଲୋକ ମାନ ଙ୍କୁ ପସନ୍ଦ ଆସିଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ମାୟା ଶିରିଏଲ ରେ ହିରୋଇନ୍ ଭାବେ ଅଭିନୟ କରୁଥିବା ରୁଦ୍ରି ଙ୍କୁ । ଯାହାଙ୍କୁ ଆପଣ ସବୁଦିନ ମାୟା ଧାରା ଵାହିକ ରେ ଦେଖୁଛନ୍ତି ଯାହାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ରୁଦ୍ରୀ ମାୟା ଶୀରିଏଲ କରିବା ପୂର୍ବ ରୁ ସେ ସରଗମ ସିରୀଏଲ ରେ ଜବରଦସ୍ତ ଅଭିନୟ କରିଥିଲେ ଏବଂ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ଯାଇଥିଲେ । ବର୍ତ୍ତମାନ ସମୟ ରେ ଏକ ଖବର ଭାଇରାଲ ହେବା କୁ ଲାଗିଛି ଯେ ରୁଦ୍ରି ପୁଣି ଗଲେ ମଡେଲ ସ୍କୁଲ । ହଁ ବନ୍ଧୁ ରୂଦ୍ରି ଙ୍କ ଭାଇରାଲ ହୋଇଥିବା ଫଟୋ ଟି ରେ ସେ ମଡେଲ ସ୍କୁଲ କୁ ପାଠ ପଢି ବାକୁ ଯାଉଛନ୍ତି ।

ଯାହା କୁ ଦେଖି ଦର୍ଶକ ମାନେ ଭାବୁଛନ୍ତି ଯେ ରୁଦ୍ରି କଣ ସିରିଏଲ୍ ଛାଡି ପାଠ ପଢି ବାକୁ ଯାଉଛନ୍ତି । ଏହାର ସତ୍ୟତା କଣ ଅଛି ଆମେ ଆପଣକୁ ଜଣାଉଛୁ ଯେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଫଟୋ ଟି ଦୁଇ ବର୍ଷ ତଳ ର । ସେ ବର୍ତ୍ତମାନ ଭି ଶିରିଏଲ ରେ ଅଭିନୟ କରୁଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *