ବାପା ମା ହେବାକୁ ଯାଉଛନ୍ତି Ollywood ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ସୁଭାଶିଷ ଓ ଅନିଶା (Subhasisi Anisa)

ମନୋରଞ୍ଜନ

ସୁବାଶିସ, ଏହି ଅଭିନେତାଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । କାରଣ ସେ ତାଙ୍କ ଲୁକ ଓ ଷ୍ଟାଇଲ ପାଇଁ ଓଡିଶା ଲୋକପ୍ରିୟ ଅଟନ୍ତି । ଆଉ ଏହି କଥା ନିଶ୍ଚୟ ଜାଣିଥିବେ ସୁଭାଶିଷ ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ଆନିଶାଙ୍କୁ ବିବାହ କରିଥିଲେ । ଲୋକ ମାନେ ଏମାନଙ୍କର ଯୋଡିକୁ ବହୁତ ପସନ୍ଦ କରନ୍ତି । ଏହି ଦୁଇଜଣ ସେମାନଙ୍କ ସୁନ୍ଦର ଅଭିନୟ ଦ୍ଵାରା ଓଡିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

 

ସୁବାସିସ ଓ ଆନିଶା ଦୁଇଜଣ ଯାକ ଶୁଟିଙ୍ଗ ସେଟ ରୁ ଭଲ ପାଇବସିଥିଲେ ଯାହା ସିଏ ତିନି ବର୍ଷ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି |ବାହାଘର ପରେ ଦୁଇଜଣ ଯାକ ବହୁତ ଖୁସିରେ ମଧ୍ୟ ଅଛନ୍ତି |ଏହି ଦୁଇଜଣ ଯାକ ବହୁତ ସାରା ସିନେମା ଓ ବହୁତ ସାରା ଲୋକପ୍ରିୟ ଧାରାବାହିକ ରେ ନଜର ଆସିଛନ୍ତି ସୁବାସିସ ଓ ଆନିଶା |

ତେବେ ବନ୍ଧୁଗଣ ସୁବାସିସ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଓଲିଉଡ ଜଗତରେ ସେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |ଆନିଶା ମଧ୍ୟ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ସେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ତେବେ ବନ୍ଧୁଗଣ ଏହି ଅଭିନୟ କରୁ କରୁ ଏହି ଦୁଇଜଣଙ୍କ ପ୍ରେମ ଗଢି ଉଠିଥିଲା ଓ ପରେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ |

ତେବେ ବନ୍ଧୁଗଣ ଆପଣ ମାନେ ସୁବାସିସ ଙ୍କୁ ବର୍ତମାନ ହେ ପ୍ରଭୁ ସିରିଏଲ ରେ ନିଶ୍ଚୟ ଦେଖିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ |ତେବେ ବନ୍ଧୁଗଣ ଏହି ଦୁଇଜଣ ଙ୍କୁ ନେଇ ଆସିଛି ଗୋଟିଏ ଖୁସି ଖବର |ଯାହାକି ଆନିଶା ଏବେ ମା ହେବାକୁ ଯାଉଛନ୍ତି |ଏବେ ଖବର ଟି ଅନିଶା ନିଜେ ତାଙ୍କର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଜଣାଇଛନ୍ତି କି ସେ ମା ହେବାକୁ ଯାଉଛନ୍ତି |ତେବେ ବନ୍ଧୁଗଣ ଏହି ଖବର ଶୁଣି ତାଙ୍କ ପରିବାର ରେ ଖୁଶିର ଲହରୀ ଖେଳି ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.