ଭିଡିଓ ଦେଖନ୍ତୁ – ଜଗାନାଥଙ୍କ ଲୀଳା ଅପାର, ମନ ମୋହୁଛି ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ, ମନରେ ଭକ୍ତି ଥିଲେ ଗୋଟିଏ ସେୟାର କରନ୍ତୁ

ରାଜ୍ୟ

ଜଗନ୍ନାଥ ଙ୍କ ଅନାନ୍ୟ କ୍ଷେତ୍ର ହେଉଛି ପାତାଳୀ ଶ୍ରୀ କ୍ଷେତ୍ର ଯେଉଁ ଠାରେ ହଜାର ହଜାର ଲୋକ ଦର୍ଶନ କରିବାକୁ ଯାଇଥାନ୍ତି ।କିଆ କିଆ ତ ପାହାଚ ଚଢି ଗୁମ୍ଫା ଯାଉଛି ତ ଆଉ କିଏ ଦର୍ଶନ କରୁଛନ୍ତି କାଳିଆ କୁ ଆଉ କିଏ ସାମିଲ୍ ହୋଇଯାଇଛି ଭଗବାନ ମହୋଦଧି ଙ୍କ ଭଜନ ରେ ଏ ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଚଦଶ ପାତାଳୀ ଶ୍ରୀ କ୍ଷେତ୍ର ମହୋସ୍ତଵ୍ ୨୦୨୧ ରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିର୍ଦ୍ଧାରିତ ତିଥି ରେ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେଉଛି

ପାତାଳୀ ଶ୍ରୀ କ୍ଷେତ୍ର ମହୋତ୍ସବ ହଜାର ହଜାର ଲୋକ ଯୋଗ ଦେଇ ପାହାଚ ଚଢି ଗୁମ୍ଫା ଏବଂ ଜଗନ୍ନାଥ ଙ୍କୁ ଦର୍ଶନ କରି ଧନ୍ୟ ବୋଲି ମନେ କରୁଛନ୍ତି । ଲୋକ ମାନେ ମହା ପ୍ରଭୁ ଙ୍କ ମହୋତ୍ସବ ରେ ଯୋଗ ଦେଇ ବେଶ୍ ଖୁସି ଅଛନ୍ତି । ଏବଂ ସେଠାରେ ଦେଖିବାକୁ ମିଳିଛି ଯେ ବୃଦ୍ଧ ମାନେ ବଡ଼ି ଧରି ପାହାଚ ଚଢି ଥାନ୍ତି । ଏବଂ ସେଠାରେ ଯଜ୍ଞ ହେଉଛି ହରିନାମ୍ କୀର୍ତ୍ତନ ଚାଲୁଛି । ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ଗାଆଁ ରେ ଥିବା ଏହି ଅନ୍ୟାନ୍ୟ ପାତାଳୀ ଶ୍ରୀ କ୍ଷେତ୍ର ମହୋତ୍ସବ ୨୦୦୬ ମସିହା ରୁ ଅନୁଷ୍ଠିତ ହେଇ ଆସୁଛି ପାତାଳୀ ମହୋତ୍ସବ ଚଳିତ ବର୍ଷ ୧୬ରେ ପଦାର୍ପଣ କରିଥିଲା ବେଳେ ବେଶ୍ ଭଲ ରେ ମହୋତ୍ସବ କୁ ପାଳନ କରିଆସିଛି

ପାତାଳୀ ଶ୍ରୀ କ୍ଷେତ୍ର ର କମିଟି । ନଅ ଦିନ ଯାଇ ଚାଲିଥିବା ଏହି ମହୋତ୍ସବ ର ସରିଛି ପୁଣ୍ୟ ହୂତି । ଏହି ଅବସର ରେ ପାତାଳୀ ଶ୍ରୀ କ୍ଷେତ୍ର ରେ ୫୬ପ୍ରହରୀ ଏବଂ ବିଭିନ୍ନ ଧର୍ମ ପୂଜା ହୋଇଥିଲା । ଲୋକ ମାନଙ୍କ ପାଇଁ ଦୋକାନ ଗୁଡ଼ିକ ଥିବାରୁ ବେଶ୍ ବହୁତ୍ ଗହଳି ମଧ୍ୟ ହୋଇଥିଲା । ପୂର୍ଣା ହୁତୀ ଥିବାରୁ ଭକ୍ତ ମାନେ ଯିବା ଆସିବା କରୁଥିଲେ ଫଳ ରେ ବେପାର ବଣିଜ ମଧ୍ୟ ବେଶ୍ ଜମିଛି । ଚଳିତ ବର୍ଷ କରୋନା ପାଇଁ ଭକ୍ତ କମ ଥିଲେ ମଧ୍ୟ ଶ୍ରୀ କ୍ଷେତ୍ର ର ମହୋତ୍ସବ ନୁହେଁ ବରଂ ପାତାଳୀ ଶ୍ରୀ କ୍ଷେତ୍ର କୁ ବିଶ୍ଵ ଦରବାର ରେ କରିବା ପାଇଁ ଏହା ଏକ ମାଧ୍ୟମ ବୋଲି କହିଛନ୍ତି ଆୟୋଜକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *