ଆପଣ ମାନେ ସମସ୍ତେ ଜାଣିଥିବେ ଏବେ ପୁଣି କୋରୋନା ମହାମାରୀ ବଢ଼ିବାରେ ଲାଗିଲାଣି।ସବୁଠି ଏବେ କଟକଣା ଲାଗୁଥିବାର ଦେଖା ଗଲାଣି ।କେତେ ଗୁଡିଏ ରାଜ୍ୟ ମଧ୍ୟ ପୁଣି ଲକ ଡାଉନ କରିବାକୁ ଚିନ୍ତା କଲେଣି ।ତେବେ ଖୋଲିଥିବା ସ୍କୁଲ ଆଉ କଲେଜ କଣ ଆହୁରି ଥରେ ବନ୍ଦ ହେବ କି ଆସନ୍ତୁ ଆମର ଏହି ଖବର ମାଧ୍ୟମରେ ଜାଣିବା।
ଅଆପଣ ମାନେ ଦେଖୁଥିବେ କୋ ରୋ ନା କେମିତି ପୁଣି ଥରେ କାୟା ବିସ୍ତାର କରୁଛି ।ଏବେ ଚିନ୍ତାର କାରଣ ହେଉଛି କୋ ରୋ ନା ର ନୂଆ ଷ୍ଟ୍ରେନ।ସ୍ଥିତି ଟିକେ ସୁଧୁରୀ ଥିବା ବେଳକୁ ବ୍ରାଜିଲ ର କୋ ରୋ ନା ଷ୍ଟ୍ରେନ ଏବେ ଚିନ୍ତାର ବିଷୟ ପାଲଟିଛି।ଏବେ ପୁଣି ପରିସ୍ଥିତି ବିଗିଡିବାରେ ଲାଗିଲାଣି ତେଣୁ ସରକାର ପୁଣି କଟକଣା ଲାଗେଇବାକୁ ଚିନ୍ତା କରୁଛନ୍ତି।ତେବେ ବର୍ତ୍ତମାନ ଏହି ନୂଆ ଷ୍ଟ୍ରେନ କୁ ନେଇ ଡାକ୍ତର ମାନେ କହିଛନ୍ତି ଏହି ଷ୍ଟ୍ରେନ ବହୁତ ଭୟଙ୍କର ତେଣୁ ଏହାକୁ ଆୟତ ନ କଲେ ବହୁତ କ୍ଷତି ହୋଇପାରେ।ଓ ଏଥିରେ ସାଧାରଣ ଲୋକମାନେ ବହୁତ ପ୍ରଭାବିତ ହେବେ।
ଆପଣ ମାନେ ଜାଣିଥିବେ ଲକ ଡାଉନ ରେ କିଭଳି ହାଇରଣ ହୋଇଥିଲେ ସଧାରଣ ଲୋକ ମାନେ। ଆପଣ ମାନଙ୍କୁ ଆମେ କହି ରଖୁଛୁ କି ମହାରାଷ୍ଟ୍ର ର ସ୍ଥିତି ଏବେ ବିଗିଡିବାରେ ଲାଗିଲାଣି ସରକାର ବହୁତ ଜାଗାରେ କଟକଣା ଲଗେଇ ସାରିଲେଣି।ଏବେ ମହାରାଷ୍ଟ୍ର ରେ ବହୁତ ଗୁଡିଏ ସ୍କୁଲ ଆଉ କଲେଜ ମଧ୍ୟ ବନ୍ଦ କରିଲେଣି ସରକାର।ତେବେ ଯଦି ଆମେ ଓଡିଶା କଥା କହିବା ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡିବ ନାହିଁ ।ଏବେ ଓଡ଼ିଶାରେ ମଧ୍ୟ ସରକାର କଟକଣା କଡା କଡୀ କରିଛନ୍ତି ମାସ୍କ ଚେକିଂ ମଧ୍ୟ ଜୋର ଦାର ହେଉଛି।ଓ ସ୍କୁଲ କଲେଜ ବନ୍ଦ ହେବା ସମ୍ଭାବନା କୁ ଏଡାଇ ଦିଆ ଯାଇପାରିବ ନାହିଁ।କାରଣ ପୁଣି 24 ଘଣ୍ଟା ଭିତରେ ଅଧିକ ସଂକ୍ରମଣ ଦେଖା ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |