ରୋଡ଼ ଉପରେ ବିବାହ କଲେ କଲେଜ ଛାତ୍ର ଛାତ୍ରୀ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି..

VIRAL

ଆପଣ ମାନେ ଜାଣିଥିବେ ଆଜିର ଏହି ଆଧୁନିକ ଦୁନିଆରେ ପିଲାମାନେ କଲେଜ ଯାଇ ବହୁତ ଖରାପ କାମ କରିବାକୁ ପଛାଉ ନାହାନ୍ତି।ଏବେ ସୋସିଆଲ ମିଡ଼ିଆ ରେ ଏମିତି ଗୋଟିଏ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା କି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ କଲେଜ ରେ ପଢ଼ୁଥିବା ପ୍ରେମିକ ପ୍ରେମିକା ଉଭୟ ରାସ୍ତା ଉପରେ ବିବାହ କରିବାର ଖବର ସାମ୍ନା କୁ ଆସିଛି ତେବେ ଆସନ୍ତୁ ଏହି ଘଟଣା ର ସମ୍ପୁର୍ଣ୍ଣ ଖବର ଜାଣିବା ଆମର ଏହି ଲେଖା ମାଧ୍ୟମରେ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଫେବୃଆରୀ ଦ୍ୱିତୀୟ ସପ୍ତାହ କୁ ପ୍ରେମ ସପ୍ତାହ ରୂପେ ପାଳନ କରିଥାନ୍ତି ପ୍ରେମୀ ଯୁଗଳ ମାନେ ।ଫେବ୍ରୁଆରୀ 7 ରେ ରୋଜ ଡେ ରୁ ଆରମ୍ଭ ହୋଇ ଫେବ୍ରୁଆରୀ 14 ଭ୍ୟାଲେଣ୍ଟାଇନ ଡେ ରେ ସେସ ହୋଇଥାଏ।ତେବେ ଏହି ଭିଡ଼ିଓ ଟି ଫେବୃଆରୀ 14 ଅର୍ଥାତ ଭ୍ୟାଲେଣ୍ଟାଇନ ଡେ ର ବୋଲି ଜଣା ପଡ଼ିଛି।ଏହି ପ୍ରେମ ସପ୍ତାହ ରେ ପ୍ରେମୀ ଯୁଗଳ ମାନେ ବହୁତ ମସ୍ତି କରିବା ସହ ବୁଲା ବୁଲି ମଧ୍ୟ କରନ୍ତି।ଏହି ସପ୍ତାହ କୁ ସେମାନେ ନିଆରା ରୂପରେ ପାଳନ କରିଥାନ୍ତି।କିଏ ପାର୍କ ଯାନ୍ତି ତ କିଏ ପୁଣି ରେଷ୍ଟୁରାଣ୍ଟ ଯାନ୍ତି ଏମିତି ବହୁତ କିଛି କରନ୍ତି ପ୍ରେମୀ ଯୁଗଳ ଏହି ପ୍ରେମ ସପ୍ତାହ ରେ।

ତେବେ ଏହି ପ୍ରେମ ସପ୍ତାହ ରେ ପ୍ରେମୀ ଯୁଗଳ ଙ୍କର ଗୋଟିଏ ଏମିତି ଭିଡ଼ିଓ ଦେଖିବା ମିଳିଛି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଘଟଣା ଟି ଘଟିଛି ପୁରୀ ରେ ରୋଡ଼ କଡରେ ଠିଆ ହୋଇ ପ୍ରେମୀ ଯୁଗଳ ବିବାହ କରୁଛନ୍ତି ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକା ଙ୍କୁ ସିନ୍ଦୁର ପିନ୍ଧାଉ ଛନ୍ତି ଓ ପ୍ରେମିକା ଜଣଙ୍କ ତାଙ୍କୁ ମୁଣ୍ଡିଆ ମାରୁଛନ୍ତି ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ତେବେ ବହୁତ ଲୋକମାନେ ଏଭଳି କାମ କୁ ସମାଲୋଚନା ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *