ଆପଣ ମାନଙ୍କୁ ଆମେ ଆଜି ଏମିତି ଗୋଟେ ଆଶ୍ଚର୍ଯ୍ୟ କଲାଭଳି କଥା କହିବୁ ଆପଣ ମାନେ ଜାଣିଲେ ଚକିତ ହୋଇଯିବେ।ଆସନ୍ତୁ ଜାଣିବା ଖବର ଟି କଣ ଏହି ବାବା ଜଣଙ୍କ ଆଗରୁ ଜିଲ୍ଲାକୋର୍ଟରେ ଜର୍ଜ ଥିଲେ।ଓ ସେ ସମସ୍ତ କେସ ର ଶେଷ ନିଷ୍ପତ୍ତି ନେଉଥିଲେ ତାଙ୍କ ଜୀବନ ରେ ଏମିତି ଗୋଟିଏ ମୋଡ଼ ଆସିଲା ଯେ ସେ ବାବା ହୋଇଗଲେ।ସେ ଏବେ ବାବା ହୋଇ ଶିବ ଙ୍କୁ ଅରାଧାନ କରୁଛନ୍ତି। ଏହି ବ୍ୟକ୍ତି ଙ୍କର ଗ୍ରାମ ର ନାମ ହେଲା ବୃନ୍ଦାବନ ଓ ସେ ଜଣେ ଶିବ ଭକ୍ତ ଥିଲେ ଓ ସେ ସବୁ ଦିନ ସକାଳୁ ତାଙ୍କ ଗାଁ ର ଶିବ ମନ୍ଦିର ଯାଇ ପୂଜା କରନ୍ତି।ଏହି ବ୍ୟକ୍ତି ଜଣଙ୍କ ବହୁତ ବିଶ୍ୱାସୀ ଥିଲେ ସେ ସମସ୍ତଙ୍କୁ ବିଶ୍ୱାସ କରୁଥିଲେ।
ଏହି ବ୍ୟକ୍ତି ଙ୍କର ନାମ ହେଉଛି ରୁଦ୍ର ।ରୁଦ୍ର ଙ୍କୁ ତାଙ୍କ ବାପା ଥରେ କହିଲେ ତୋରେ ଭଉଣୀ ବାହାଘର ପାଇଁ କିଛି ଟଙ୍କା ଯୋଗାଡ କର ରୁଦ୍ର ଏହି କଥା ଶୁଣି ଜମି ଦାର ଙ୍କ ପାଖକୁ ଗଲା ଓ ଜମି ଦାର ଙ୍କ ଠାରୁ ଟଙ୍କା ଆଣିକି ଆସିଲା। କିଛି ଦିନ ଗଲା ପରେ ରୁଦ୍ର ଙ୍କର ଭଉଣୀଙ୍କ ବିବାହ ହୋଇଗଲା ବିବାହ ସରିଲା ପରେ ରୁଦ୍ର ଜମି ଦାର ଙ୍କର ଟଙ୍କା ସୁଝିବା ପାଇଁ ଭାବିଲା ଓ କାମ କରିବାକୁ ବିଦେଶ ଚାଲିଗଲା। ରୁଦ୍ର ବିଦେଶ ରୁ ଆସି ଜମିଦାର ଙ୍କର ଟଙ୍କା ଫେରେଇଦେଲା।
ଟଙ୍କା ଫେରେଇବା ବେଳେ ଜମିଦାର ତାଙ୍କୁ ଗୋଟିଏ ଦସ୍ତଖତ କରିବାକୁ କହିଲେ ଓ କହିଲେ ଭଲରେ ପାଢ଼ୀକି ଦସ୍ତଖତ କର କିନ୍ତୁ ରୁଦ୍ର କହିଲା ମୋର ବିଶ୍ୱାସ ଅଛି ସେ ଦସ୍ତଖତ କରିଦେଲା। ଏହାର କିଛି ଦିନ ପରେ ଜମିଦାର ରୁଦ୍ର ଙ୍କର ଘରକୁ ନୋଟିସ ପଠେଇଲେ ଏଥିରେ ଲେଖା ଥିଲା ଜଲଦି ପଇସା ଫେରେଇବା ପାଇଁ ହି ନୋଟିସକୁ ପଡ଼ି ରୁଦ୍ର ଓ ତାର ବାପା ଜାଣିପାରିଲେ ଯେ, ଜମିଦାରବାବୁ ତାଙ୍କୁ ଠକୁଛନ୍ତି। କିନ୍ତୁ ସେ ପଇସା ଫେରାଇ ଦେଇଥିବାର ଦାବି କଲେ। ପରେ ଜମିଦାର ବାବୁ ଜିଲ୍ଲାକୋର୍ଟ ରେ କେସ କରିଥିଲେ। ଓ କେସ ଟି କୋର୍ଟ କୁ ଗଲା।
କେସ ର ଶୁଣାଣି ବେଳେ ଜର୍ଜ ରୁଦ୍ରଙ୍କୁ ପଚାରିଲେ ତୁମେ ପଇସା ଫେରେଇଛ ରୁଦ୍ର କହିଲା ହଁ ମୁଁ ସବୁ ପଇସା ଫେରେଇ ଦେଇଛି।ଜର୍ଜ ତାପରେ ପ୍ରମାଣ ମାଗିଥିଲେ ଓ ସେ ଶିବ ପ୍ରମାଣ ଅଛନ୍ତି ବୋଲି କହିଥିଲେ। ଜଣେ ଚିରା ଫଟା ଡ୍ରେସ ପିନ୍ଧି ଆସିଥିଲେ ଅଦାଲତକୁ। ତାଙ୍କର କହିବା ଅନୁସାରେ ପୋଲିସ ଜମିଦାରଙ୍କ ଘରକୁ ଯାଇ ସେହି ପେପର ଆଣିଥିଲା। ପେପରକୁ ଦେଖି ଜର୍ଜ ସମସ୍ତ କଥା ବୁଝିପାରିଲେ। ଏହାପରେ ସେ ରୁଦ୍ରଙ୍କୁ ମୁକ୍ତ କରିଦେଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |