ଆପଣ ମାନେ ଜାଣିଥିବେ ବହୁ ମହାପୁରୁଷ ମାନେ ଏମିତି ଥିଲେ କି ସେମାନେ ଅଗାମୀ ଭବିଷ୍ୟତ ବିଷୟରେ କହି ଦେଉଥିଲେ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ସେହି ଛଅ ସହ ବର୍ଷ ତଳର ଆଗତ ଭବିଷ୍ୟ ବିଷୟରେ ଆସନ୍ତୁ ଆଜି ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଆଜି ସେହି ଆଗତ ଛଅ ସହ ବର୍ଷ ବିଷୟରେ।ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ମାଳିକା ରେ ଲେଖା ଥିବା ଭବିଷ୍ୟ ବାଣି ବିଷୟରେ ଏହି ମାଳିକା ରେ ମହାପୁରୁଷ ମାନେ ବହୁତ କିଛି ଆମ ପାଇଁ ଲେଖି ଯାଇଛନ୍ତି।
ସେ ଯେଉଁ ଛଅ ସହ ବର୍ଷ ର ଭବିଷ୍ୟ ଲେଖି ଛନ୍ତି ଆଜି ସେହି ସମୟ ଆସିଯାଇଛି।ତେବେ ସେମାନେ ଲେଖିଥିଲେ ମରିବ ଗୋରୁ ଅପାର ପଡିବ ଦୂର୍ବିକ୍ଷ ଆଦ୍ୟପ୍ରାନ୍ତର ଲୋ ଯାଇଫୁଲ, ଆଲୋ ଜାଇଫୁଲ ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ। ତେବେ ମହାପୁରୁଷ ମାନେ କହିଛନ୍ତି ଏମିତି ଏକ ସମୟ ଆସିବ ଯେଉଁ ସମୟ ରେ ଆମ ଗୋମାତା ମାନଙ୍କୁ ହ ତ୍ୟା କରାଯିବ ଓ ସେମାନଙ୍କୁ ହ ତ୍ୟା କରିବା ପାଇଁ ବହୁ ଲୋକ ଜନ୍ମି ବେ ଓ ଆମ ଓଡିଶାରେ ଏହି ମାନେ ମାତିବେ।
ଆପଣ ମାନେ ଜାଣିଥିବେ ଗୋମାତା ଙ୍କର ଶରୀର ରେ 33 କୋଟି ଦେବତା ବାସ କରନ୍ତି ଯେମିତି ତାଙ୍କ ମସ୍ତକରେ ସୂର୍ଯ୍ୟ ଓ ତାଙ୍କ ବେକରେ ଶିବ ।ଏମିତି 33 କୋଟି ଦେବତା ବାସ କରନ୍ତି ଆମ ଗୋମାତା ଙ୍କ ଶରୀରରେ। ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଗୋମାତା ଙ୍କର ମସ୍ତକ କୁ ଆଉଁସି ଦେଲେ ସୂର୍ଯ୍ୟ ଙ୍କୁ ପୂଜା କରିବା ସମାନ।ଓ ବେକ କୁ ଆଉଁସି ଦେଲେ ଶିବଙ୍କୁ ପୂଜା କରିବା ସମାନ।
ଆହୁରି ମଧ୍ୟ ମହାପୁରୁଷ ମାନେ କହିଛନ୍ତି ଏହି କଳିଯୁଗର ଆଗକୁ ରାମରାଜ୍ୟ ସ୍ଥାପନ ହେବ।ଅଯୋଧ୍ୟା ରେ ରାମରାଜ୍ୟ ସ୍ଥାପନ ହେବା ଫଳରେ ହିନ୍ଦୁ ମାନେ ଏଠି ଏକାଠି ହେବେ। ତେଣୁ ଆପଣ ମାନେ ଗୋମାତା ଙ୍କୁ ରକ୍ଷା କରିବା ପାଇଁ କାରଣ ଗୋମତା ବଞ୍ଚିଲେ ଜଗତ ବଞ୍ଚିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |