Ollywood ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କ ଜନ୍ମ ଦିନର ଭିଡ଼ିଓ ଏବେ ନିଆଁ ଭଳି ଭାଇରଲ ହେଉଛି ସୋସିଆଲ ମିଡ଼ିଆ ରେ..

ମନୋରଞ୍ଜନ

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ ସେଥି ମଧ୍ୟରୁ ସିଦ୍ଧାନ୍ତ ମହାପାତ୍ର ଅନ୍ୟତମ ।ସିଦ୍ଧାନ୍ତ ମହାପାତ୍ର ଯିଏ କି ଜଣେ ସୁପର ହିରୋ ନାମରେ ପରିଚିତ ସେ ସବୁବେଳେ ତାଙ୍କ ସୁନ୍ଦର ଅଭିନୟ ପାଇଁ ଲୋକ ମାନଙ୍କ ମନ ଜିତି ପାରନ୍ତି।ସେ ବହୁତ ଗୁଡିଏ ଫିଲ୍ମି ରେ ଲିଡ଼ କ୍ୟାରେକ୍ଟର ଭୂମିକା ରେ ଅଭିନୟ କରନ୍ତି।ଆଜି ଆମେ ଆପଣ ମାନଙ୍କୁ ସିଦ୍ଧାନ୍ତ ଙ୍କର ଜନ୍ମ ଦିନ ଭିଡ଼ିଓ ଦେଖେଇବାକୁ ଯାଉଛୁ ଆସନ୍ତୁ ଦେଖିବା ଆଉ ଜାଣିବା କେମିତି ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି ସେ।

ଆପଣ ମାନେ ଜାଣିଥିବେ ଆଜି କା ଏ ଆଧୁନିକ ଯୁଗରେ ସେ ସାଧାରଣ ଲୋକ ହେଉ ଅବା ଜଣେ ହିରୋ ଓ ହିରୋଇନ ସମସ୍ତେ ଆଜି କାଲି ସୋସିଆଲ ମିଡ଼ିଆ ସହ ଜଡ଼ିତ ଅଛନ୍ତି।ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଜଗତର ଫେମସ ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କର ବିଷୟରେ । ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଆମ ଓଲିଉଡ ଜଗତର ଜଣେ ଫେମସ ହିରୋ।ସେ ଜଣେ ମହାନ ଅଭିନେତା ତାଙ୍କ ବିଷୟରେ ଯେତେ କହିଲେ ବି କମ ପଡିବ।ସିଦ୍ଧାନ୍ତ ମହାପାତ୍ର 1966 ମସିହା ମେ 4 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।

ସିଦ୍ଧାନ୍ତ ଙ୍କ ବାପା ହେଉଛନ୍ତି ଜଣେ ଡାକ୍ତର ।ସିଦ୍ଧାନ୍ତ ଙ୍କ ବାପା ଙ୍କ ନାମ ହେଉଛି ମନମୋହନ ମହାପାତ୍ର।ତାଙ୍କ ମା ଙ୍କର ନାମ ହେଉଛି ଶ୍ରୀମତୀ କନକ ମହାପାତ୍ର।ଓ ସିଦ୍ଧାନ୍ତ ୨୦୦୪ ମସିହା ରେ ଡିସେମ୍ବର ୦୩ ରେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ସେ ଜଣେ ଏମ ବି ଏ ଛାତ୍ର ଥିଲେ। ସିଦ୍ଧାନ୍ତ ପ୍ରଥମେ 1993 ମସିହାରେ ତାଙ୍କର ପ୍ରଥମ ଫିଲ୍ମି ଶ୍ରଦ୍ଧାଞ୍ଜଳି ରେ ଓଲିଉଡ ଜଗତରେ ପ୍ରବେଶ କରିଥିଲେ ଓ ପରେ ବହୁତ ସଫଳତା ପାଇବା ସହ ସେ ଜଣେ ସୁପର ଷ୍ଟାର ହୋଇଥିଲେ।


ଏବେ ସିଦ୍ଧାନ୍ତ ଙ୍କର ଜନ୍ମ ଦିନର ଭିଡ଼ିଓ ଭାଇରଲ ହେବାରେ ଲାଗିଛି।ସେଥିରେ ସେ ତାଙ୍କ ପିଲାମାନଙ୍କ ସହ ବେଶ ହସୁ ଖୁସି କରୁଥିବାର ନଜର ଆସିଛନ୍ତି।ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ମାତ୍ର ରେ ଭାଇରଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *