ୱାଟସଆପ ବ୍ୟବହାରକାରୀ ମାନେ ସାବଧାନ, ଯଦି ଏହି ସବୁ ସେୟାର କରୁଛନ୍ତି ହୋଇ ପାରେ ଜେ-ଲ! – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ଅନେକ ସୋସିଆଲ ମିଡ଼ିଆ ଆପ ରହିଛି ଓ ଯାହାକୁ ମଣିଷ ମାନେ ବ୍ୟବହାର କରୁଛନ୍ତି । ଅଧିକାଂଶ ଲୋକ ମାନେ whatsapp ବ୍ୟବହାର କରନ୍ତି । ତାହାଲେ ଅଧିକାଂଶ ଲୋକ ମାନେ whatsapp ପଲିସି କୁ ଦୃଷ୍ଟି ଦିଅନ୍ତି ନାହିଁ । ଆପଣ ମାନେ ଯଦି ପଲିସି ରେ ଲେଖା ହୋଇଥିବା ନିୟମ କୁ ନ ମାନିବେ

ଆପଣ ଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିବ , ଆପଣ ଯଦି whatsapp ରେ କିଛି ସେୟାର କରୁଛନ୍ତି , ତେବେ ଅନେକ କିଛି ଜିନିଷ ଉପରେ ଆପଣ ନଜର ଦେବା କୁ ପଡ଼ିବ । ଆପଣ ଯଦି କୌଣସି whatsapp ଗ୍ରୁପ ର ଆଡମିନର ଅଛନ୍ତି , ଆପଣ ଙ୍କ ଦାୟିତ୍ଵ ଦୁଇ ଗୁଣ ହୋଇ ଯାଇ ଥାଏ । କାରଣ ଗ୍ରୁପ ରେ ଥିବା ମେମ୍ବର ମାନେ କରୁଥିବା ପୋଷ୍ଟ କୁ ଆପଣ ନଜର ଦେବେ ।

ହିଂ-ସା ସୃଷ୍ଟି କାରି ପୋଷ୍ଟ ଭୁଲ ରେ ବି କରନ୍ତୁ ନାହିଁ ପୋଷ୍ଟ । ଆପଣ ମାନେ whatsapp re ଏମିତି କିଛି ସେୟାର କରନ୍ତୁ ନାହିଁ ଯାହାକି ସମାଜ ମତଭେଦ ସୃଷ୍ଟି କରି ପାରିବ । ଯଦି ଆପଣ ଏମିତି କିଛି ପୋଷ୍ଟ କରନ୍ତି ତାହେଲେ ଆପଣ ଙ୍କ whatsapp ବ୍ଲକ ହୋଇଯିବ । WhatsApp ପଲିସି କୁ ମାନୁ ନ ଥିବା

ବ୍ୟବହାର କାରୀ ମାନ ଙ୍କ whatsapp , କମ୍ପାନୀ ୧ ମାସ ପର୍ଯ୍ୟନ୍ତ ବନ୍ଦ କରି ଦେଇ ଥାଏ ଫଳ ରେ ଆପଣ ଆକାଉଣ୍ଟ ରିକଭରି କରିବା ପାଇଁ ଆପଣ ଙ୍କୁ କାରଣ ଦର୍ଶାଇବାକୁ ପଡ଼ି ଥାଏ । ଭୁଲ ରେ ହିଂ-ସା ସୃଷ୍ଟିକାରୀ , ଧା-ର୍ମି-କ ଭାବନା କୁ କ୍ଷ-ତ ପହଞ୍ଚାଉଥିବା ପୋଷ୍ଟ ସେୟାର କରନ୍ତୁ ନାହିଁ ।

ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେ ଦଙ୍ଗା ସୃଷ୍ଟି କରିବା ପାଇଁ ଏହି whatsapp ଗ୍ରୁପ ର ବ୍ୟବହାର କରାଯାଇ ଥାଏ । ଯଦି ଆପଣ ମାନେ ଏମିତି କିଛି ଗ୍ରୁପ ରେ ଅଛନ୍ତି । ତାହାଲେ ସେହିଭଳି ଗ୍ରୁପ ରୁ ବାହାରି ଯାଆନ୍ତୁ । ଦ-ଙ୍ଗା ହେଲେ ପୋଲିସ୍ ପ୍ରଥମେ ଏଭଳି ଦ-ଙ୍ଗା ସୃଷ୍ଟି କରୁଥିବା ଗ୍ରୁପ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଥାଏ ।

ତାହାଲେ ଚା- ଇ- ଲ୍ଡ ପ- ର୍ନ ସେୟାର କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ ହୋଇଥାଏ । ଏ ନେଇ ଅନେକ କଠୋର ଆଇନ ବି ରହିଛି । whatsapp ଭୁଲ ରେ ଏଭଳି କଣ୍ଟେଟ ପୋଷ୍ଟ କରନ୍ତୁ ନାହିଁ । ଯେଉଁ ଥିରେ ଧର୍ମ, ଜା-ତି କୁ ଅ-ପ-ମାନ କରା ଯାଉଥିବା ଏଭଳି କଲେ କାର୍ଯ୍ୟନୁଷ୍ଠାନ ନିଆ ଯିବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.