୮ ଟି ସଂକେତ ଜଣାଇଥାଏ ଇଶ୍ଵର ଆପଣଙ୍କ ସହ ଅଛନ୍ତି, କଣ ଆପଣଙ୍କ ସହ ଏମିତି ହେଉଛି କି – ଦେଖନ୍ତୁ

ଜୀବନଚର୍ଯ୍ୟା

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ୮ ଟି ସଂକେତ ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଜାଣିବେ ଯେ ଭଗବାନ ଆପଣ କେତେ ପାଖ ରେ ଅଛନ୍ତି ବୋଲି । ତେବେ ଆସନ୍ତୁ ଜାଣିବା

୧- ତେବେ ଆପଣ ଯେତେ କାର୍ଯ୍ୟ କରୁଥିଲେ ମଧ୍ୟ ଆପଣ ଙ୍କୁ ସଫଳତା ନ ମିଳିବା ବିଫଳତା ହେବା , ତେବେ ବାର ବାର ହେବ ଯେବେ ଆପଣ ଙ୍କ ଆଖି ନ ଖୋଲା ଯାଇଛି ।

୨- ଆପଣ ଙ୍କ ନିଜ ଉପରେ ଯେଉଁ ବିଶ୍ୱାସ ରହିଛି ସେହି ବିଶ୍ୱାସ ସରିଯିବ ଓ ସେତେବେଳେ ଇଶ୍ଵର ଆପଣ ଙ୍କ ସହିତ ଥାଆନ୍ତି ଓ ଆପଣ ଙ୍କୁ ଏକୁଟିଆ ଲାଗୁଥିବ ଓ ଆପଣ ଙ୍କୁ କେହି ବି ସାହାର୍ଯ୍ୟ କରିବେ ନାହିଁ ।ତେବେ ନିଜ ଅସୁବିଧା ଯଦି କାହାକୁ କହନ୍ତି ତେବେ ସେ ଆପଣ ଙ୍କ ଅସୁବିଧା ଟି କୁ ସାଧାରଣ ଭାବେ ନେବ ।

୩- ଆପଣ ଙ୍କ ଦୁଃଖ ଚରମ ସିମା ରେ ରହିବ ।ଆପଣ ଯେତେବେଳେ ହାରିବା କଣ ଜାଣିବେ ସେତେବେଳେ ଯାଇ ସଫଳତା ମିଳିବ ।


୪- ସବୁ ଆଶା ଭାଙ୍ଗି ଯିବା ପରେ ଗୋଟିଏ ଖୋଜିବା ର ଆଶା ଜାଗ୍ରତ ହେବ, ଏମିତି ରେ ଆପଣ ନିଜ କୁ ଖୋଜି ପାରିବେ । ଆପଣ ଦୁର୍ବଳତା ଓ ସଫଳତା କଣ ଜାଣି ପାରିବେ ଓ ମନ୍ ର ପରିବର୍ତ୍ତନ ମଧ୍ୟ ହେଇଥାଏ ।

୫- ଯେତେବେଳ ପର୍ଯ୍ୟନ୍ତ ଆମେ ଭଗବାନ୍ ଙ୍କ ଗୁଣ କୁ ବୁଝିବା ପାରିବ ନାହିଁ ସେତେବେଳେ ଆମେ ମାନେ ଇଶ୍ଵର ଓ ଇଶ୍ଵର ଙ୍କ ଗୁଣ କୁ କେହି ଜାଣି ପାରିବେ ନାହିଁ । ଏଥିପାଇଁ ତ ଇଶ୍ଵର ଆମ ଭିତରେ ପରିବର୍ତ୍ତନ ଆଣି ଥାଆନ୍ତି ।

୬ – ଆପଣ ମାନେ କୌଣସି ଜିନିଷ ଜିତିବା ବା ହାରିବା ଅନୁଭବ କରି ପାରନ୍ତି ନାହିଁ । ଏବେ ସେହି ସମୟ ହେବ ଯାହା ଆପଣ ମାନେ ପରିବର୍ତ୍ତନ ହୋଇ ସାରିଥିବେ ।

୭ – ଆପଣ ଙ୍କୁ ଯେତେବେଳ ଅନୁଭବ ହେବ କି ଆପଣ ଭଗବାନ୍ ଙ୍କ ଅତି ପାଖ ରେ ପହଞ୍ଚି ସାରିଛନ୍ତି । ସେହି ସମୟ ରେ ଆପଣ ଙ୍କୁ ବହୁତ୍ ବଡ ଝଟକା ଲାଗିବ ଓ ଏହା ଇଶ୍ଵର ଙ୍କ ସବୁଠୁ ବଡ ପରୀକ୍ଷା ହୋଇଥାଏ ।

୮- ଶବ୍ଦ ର ବ୍ୟକ୍ତ ଜାଣି ପାରିବେ ନାହିଁ ଓ ଏହି ପରିସ୍ଥିତି ରେ ଆପଣ ପହଞ୍ଚି ବା ପରେ ଟିକେ ବୁ ଅନୁଭବ ହେବ ନାହିଁ କି ଭଗବାନ୍ ଆପଣ ଙ୍କ ପାଖ ରେ ନାହାଁନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.