୩ ବର୍ଷ ଧରି ମଜା ନେଇ କରିଲା, ବାହାଘର ଦିନ ଛାଡି ପଳେଇଲା – ଦେଖନ୍ତୁ Video

ବିଶେଷ

ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡ଼ିଆ ରେ ବହୁ ଖବର ଆସୁଛି ପ୍ରେମ ସମ୍ପର୍କ କୁ ନେଇ , ହଁ ବନ୍ଧୁ କୋଉଠି ପ୍ରେମିକ ପ୍ରେମିକା କୁ ଧୋ-କା ଦବା ପରେ ସେ ଆ-ତ୍ମ-ହ-ତ୍ୟା କରି ନିଜ ପ୍ରା-ଣ-ତ୍ୟା-ଗ କରୁଛି ତା ଆଉ କିଏ ଆଉ କିଛି । ତେବେ କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଅନେକ ଖବର ଆସୁଛି ।

ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଏକ ଖବର ବେଶ ଭାଇରାଲ ହବା ରେ ଲାଗିଛି ଓ ଏହି ଖବର ଟି ଆଜି ଆମେ ଆପଣ ଙ୍କୁ ଜଣେଇ ବାକୁ ଯାଉଛୁ । ତେବେ ବନ୍ଧୁଗଣ ଜଣେ ପ୍ରେମିକ ତାର ପ୍ରେମିକ ଦୀର୍ଘ ତିନି ବର୍ଷ ହେବ ପ୍ରେମ କରି ଆସୁଥିଲା ନିଜ ଜୀବନ ଠାରୁ ନିଜ। ପ୍ରେମିକା ବହୁତ୍ ଭଲ ପାଉଥିଲା ।


ତେବେ ଏହି ୩ ବର୍ଷ ଭଲ ପାଇବା ରେ ଶା-ରି-ରୀ-କ ସ-ମ୍ପ-ର୍କ ରଖିବା ପରେ ପ୍ରେମିକା କୁ ଧୋକା ଦେଲା ପ୍ରେମିକ । ୩ ବର୍ଷ ଭଲ ପାଇବା ଭାଙ୍ଗିଗଲା । ତେବେ ବାହାଘର ପାଇଁ ଲ-ଗ୍ନ ଠିକ୍ କରିବା ପୁର୍ବ ରୁ ପ୍ରେମିକ ଫେରାର ହୋଇ ଯାଇଛନ୍ତି । ପ୍ରେମିକା ଜଣକ ପ୍ରେମିକ ଘର୍ ବାହାରେ ଅଛି । ତେବେ ଭଲ ପାଇବା ତା ପରେ ଶା-ରି-ରୀ-କ ସ-ମ୍ପ-ର୍କ ଓ ଧୋ-କା ଖାଇବା ପରେ ନିଜ ଜୀବନ କୁ ବାଜି ରେ ଲଗାଇ ଦେଇଛି ପ୍ରେମିକା ଜଣକ ।

ତେବେ ବିଧବା ମା ସହିତ କିଛି ସମ୍ପର୍କୀୟ ସହ ପ୍ରେମିକ ଘର୍ ବାହାରେ ବସିଛନ୍ତି ପ୍ରେମିକା , ତେବେ ନ୍ୟାୟ ନ ମିଳିଲେ ସେ ପ୍ରେମିକ ଙ୍କ ଘର୍ ଆଗରେ ଆ-ତ୍ମ-ହ-ତ୍ୟା କରିବେ ବୋଲି ଜଣା ପଡିଛି । ତେବେ ପୋଲିସ ହସ୍ତକ୍ଷେପ କଲେ ମଧ୍ୟ କୌଣସି ସମାଧାନ ହେଉ ନାହିଁ । ତେବେ ଏହି ଘଟଣା ଟି ଘଟିଛି ଭଦ୍ରକ ଜିଲ୍ଲା ତିହିିଲି ଗ୍ରାମ ରେ ।

ତେବେ ଏହି ଗ୍ରାମ ର ଝିଅ ଦୀପାଞ୍ଜଲି ଜେନା , ସବାଲିକା ଅଟନ୍ତି ଓ ସେ ଅମୂଲ୍ୟ ମାଝୀ ଙ୍କ।ପୁଅ ଜିତେନ୍ଦ୍ର ଙ୍କୁ ୩ ବର୍ଷ ପରେ ପରିଚିତ ହୋଇଥିଲେ , ତେବେ ଜିତେନ୍ଦ୍ର ଦୀପାଞ୍ଜଲି ଙ୍କୁ ପ୍ରେମ ନିବେଦନ କରିଥିଲେ କିନ୍ତୁ ସେ ରାଜି ନ ହେବା ରୁ ଆ-ତ୍ମ-ହ-ତ୍ୟା କରିବା ଦେବେ ବୋଲି ଜିତେନ୍ଦ୍ର କହିଥିଲେ । ତେବେ ପରେ ଉଭୟ ଙ୍କ ର ଗଢି ଉଠି ଥିଲା ଭଲ ପାଇବା ।

ତେବେ ଜିତେନ୍ଦ୍ର ଘର୍ ଲୋକ ବାହାଘର ପାଇଁ ଯୁବତୀ ଙ୍କ ଘର୍ କୁ ଯାଇଥିଲେ ବିବାହ ଘର୍ ପ୍ରସ୍ତାବ ନେଇ ୨୬ ତାରିଖ ରେ ଆସିଥିଲେ ତେବେ ଝିଅ ର ବିବାହ ପାଇଁ ବିଧବା ମା ଟି ବହୁ କଷ୍ଟ୍ ରେ ଟଙ୍କା ଯୋଗାଡକରି ଝିଅ ବାହାଘର କରିବା ପ୍ରସ୍ତୁତ ହେଉଥିବା ସମୟ ରେ ୫ ତାରିଖ ରୁ ଜିତେନ୍ଦ୍ର ଫେରାର ଅଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ପ୍ରେମିକା ବିଧବା ମା ସହିତ କିଛି ସମ୍ପର୍କୀୟ ସହ ପ୍ରେମିକ ଘର୍ ବାହାରେ ବସିଛନ୍ତି ପ୍ରେମିକା , ତେବେ ନ୍ୟାୟ ନ ମିଳିଲେ ସେ ପ୍ରେମିକ ଙ୍କ ଘର୍ ଆଗରେ ଆ-ତ୍ମ-ହ-ତ୍ୟା କରିବେ ବୋଲି କହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.