୨୦୨୩ ରେ ଶନି ଚଳନ, ଧନବାନ ହେବେ ଏହି ୫ଟି ରାଶି, ଆସୁଛି ଶୁଭ ସମୟ – ଦେଖନ୍ତୁ

ଜୀବନଚର୍ଯ୍ୟା

ଦୀର୍ଘ ୩୦ ବର୍ଷ ପରେ ନୂଆ ବର୍ଷ ୨୦୨୩ ରେ ଗ୍ରହ ମାନ ଙ୍କ ମଧ୍ୟ ରେ ପରିବର୍ତ୍ତନ ହେବା କୁ ଯାଉଛି । ଆସନ୍ତା ଜାନୁୟାରୀ ୧୭ ତାରିଖ ରେ ଭଗବାନ ଶନି ଦେବ ମକର ରାଶି ରୁ ବାହାରି କୁମ୍ଭ ରାଶି ରେ ଗୋଚର କରିବେ । ଦୀର୍ଘ ୩୦ ବର୍ଷ ପରେ ଶନି ଦେବ କୁମ୍ଭ ରାଶି କୁ ଗୋଚର କରିବେ । ପୂର୍ବ ବର୍ଷ କିଛି ସମୟ ପାଇଁ କୁମ୍ଭ ରାଶି କୁ ଗୋଚର କରିଥିଲେ ।

ଏହି ବର୍ଷ ର ଗୋଚର ଅତ୍ୟନ୍ତ ପ୍ରଭାବ ଶାଳୀ ରହିବ । ଦୀର୍ଘ ଅଢ଼େଇ ବର୍ଷ ରହିବେ କୁମ୍ଭ ରାଶି ରେ , ଯାହା ଫଳରେ କି ରାଜନୀତି ଦୁନିଆ ରେ ଅର୍ଥ ବ୍ୟବସ୍ଥା, ଜନ ଜୀବନ ରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଶନି ଦେବ କୁମ୍ଭ ରାଶି କୁ ଗୋଚର କିଛି ରାଶି ର ଗୋଚର ଉଚ୍ଚନୀଚ ରହିବ ଓ କିଛି ରାଶି ର ଜୀବନ ରେ ପରିବର୍ତ୍ତନ ହେବା କୁ ଯାଉଛି ।

ଶନି ଦେବ କୁମ୍ଭ ରାଶି ଗୋଚର କରିବା ଦ୍ୱାରା କେଉଁ ରାଶି କୁ ବିଶେଷ କରି ପ୍ରଭାବିତ କରିବ ଏବଂ ଖୁସି ର ଜୀବନ ଆରମ୍ଭ ହେବା କୁ ଯାଉଛି , ଏହି ବିଷୟ ରେ ଜାଣିବା ବୃଷ ରାଶି – ଏହି ରାଶି ର ବ୍ୟକ୍ତି ମାନ ଙ୍କ ୧୦ ସ୍ଥାନ ଘର କୁ ଶନି ଦେବ ଗୋଚର କରିବେ । ୧୦ ମ ଘର ହେଉଛି କର୍ମ ର ଘର , ଯେବେ କୁମ୍ଭ କୁ ଶନି ଦେବ ଗୋଚର କରିବେ ନୂତନ କାମ ମିଳିବ ସହ ପ୍ରମୋଷନ ମିଳିବ ।

ନୂତନ ଗୃହ ନିର୍ମାଣ କରି ପାରିବେ , ନୂତନ ସ୍ଥାନ କୁ ବୁଲିବାକୁ ଯିବେ । ଅଟକି ଯାଇଥିବା କାର୍ଯ୍ୟ ଶେଷ ହେବ । ଆଗାମୀ ଦିନ ମାନ ଙ୍କ ରେ ସବୁ ଶୁଭ ହେବ , ଅସୁବିଧା ଦୂର ହେବ , ଧନ ର ଅଭାବ ରହିବ ନାହିଁ । ଦ୍ଵିତୀୟ ରାଶି ହେଉଛି ତୁଳା ରାଶି – ଏହି ରାଶି କୁ ଶନି ଦେବ ଗୋଚର କରିବେ ଯେଉଁ ମାନେ ସନ୍ତାନ ସୁଖ ଚାହୁଁ ଛନ୍ତି ସେମାନେ ୧୭ ଜାନୁୟାରୀ ପରେ ସନ୍ତାନ ସୁଖ ପାଇବେ ।

ହାୟର ଇଯୁକେଶନ କରିବା କୁ ଚାହୁଁ ଥିଲେ ସମୟ ଟି ବେଶ୍ ଶୁଭ ରହିବ । ଯେଉଁ ମାନ ଙ୍କ ବିବାହ ଘର ଭାଙ୍ଗି ଯାଉଥିଲା ସେମାନ ଙ୍କ ର ବାହାଘର ହେବ । ଧନ ବୃଦ୍ଧି ହେବ , ଆର୍ଥିକ ସ୍ଥିତି ଶଦୃଢ଼ ରହିବ । ଖର୍ଚ୍ଚ କମିଯିବ , ପୈତୃକ ସଂପତ୍ତି ରୁ ଲାଭ ମିଳିବ । ଧନୁ ରାଶି – ଏହି ରାଶି ର ବ୍ୟକ୍ତି ମାନେ ଜୀବନ ରେ ଯାହା ବି ଟେନାସନ୍ ଥିଲା ପାରିବାରିକ ସମସ୍ୟା ଥିଲା ସବୁ ଦୂର ହୋଇଯିବ।

ଅଧା ହୋଇଥିବା କାର୍ଯ୍ୟ ସମ୍ପୂର୍ଣ ହୋଇବ । ଦାମ୍ପତ୍ୟ ମୟ ଜୀବନ ସୁଖ ମୟ ହେବ । ନିଜ ଜୀବନ ସାଥି ଙ୍କ ସହ ସମୟ ଅତି ବାହିତ କରିବେ । ଅର୍ଚ୍ଚନାକ ଖୁସି ଖବର ମିଳିବ , ଧନ ଲାଭ ମଧ୍ୟ ମିଳିବ । ମକର ରାଶି – ଏହି ରାଶି ବ୍ୟକ୍ତି ମାନେ ଯେଉଁ ମାନ ଟଙ୍କା ପଇସା ର ସମସ୍ୟା ଦୂର ହୋଇଯିବ । ବେପାର କ୍ଷେତ୍ର ରେ ସଫଳତା ମିଳିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି ହେବା ର ରହିଛି ।

ନୂତନ ଗୃହ କରିବା ରେ ସକ୍ଷମ ହେବେ । ସମସ୍ତ କାର୍ଯ୍ୟ ରେ ସଫଳତା ପାଇବେ । ଜେ କୌଣସି ଉନ୍ନତି କାମ କଲେ ଭଲ ଲାଭ ମିଳିବ ଓ ଜୀବନ ସୁଖ ମୟ ହେବ । କୁମ୍ଭ ରାଶି – ଏହି ରାଶି ର ବ୍ୟକ୍ତି ଙ୍କ ଜୀବନ ରେ ଅନେକ କିଛି ପରିବର୍ତ୍ତନ ହେବା କୁ ଯାଉଛି , ବେକାର ଥିଲେ ନିଯୁକ୍ତି ମିଳିବ ଓ ବେଶ୍ ସୁଖ ରେ ରହିବେ ।।

Leave a Reply

Your email address will not be published.