୨୦୨୩ ମସିହାରେ ସୁନା ଝୁଲଣାରେ ଝୁଳିବେ ଏହି ୬ଟି ରାଶି, ଶନି ଦେବଙ୍କ କୃପାରୁ ବର୍ଷା ହେବ ଧନ – ଦେଖନ୍ତୁ

Uncategorized

ଦର୍ଶକ ବନ୍ଧୁ ଆଗାମୀ ଦିନ ରେ ୬ ଟି ରାଶି ରେ ସନିଦେବ ପ୍ରସନ୍ନ ହେବା କୁ ଯାଉଛନ୍ତି ଓ ଭଗବାନ ଶନି ଦେବ ରକ୍ଷା କରନ୍ତି । ଆପଣ ମାନେ ଜାଣିଥିବେ ଯେ ଶନି ଦେବ ହେଉଛନ୍ତି ନ୍ୟାୟ ଦାତା , ବ୍ୟକ୍ତି ର ପରିଶ୍ରମ ଅନୁଯାୟୀ ତାକୁ ଫଳ ଦେଇ ଥାଆନ୍ତି ଶନି ଦେବ । ଯେଉଁ ବ୍ୟକ୍ତି ଙ୍କ ଉପରେ ଶନି ଦେବ ଖୁସି ହୁଅନ୍ତି ତାର ସୁଖ ସମୃଦ୍ଧି ହେବା ସହ ଧନ ବାନ ହେବେ ।

ଯେଉଁ ବ୍ୟକ୍ତି ମାନେ ଖରାପ କାମ କରୁଛନ୍ତି ସେମାନେ ଙ୍କୁ ଦଣ୍ଡ ଓ ଭଲ କାମ କରୁଥିବା ବ୍ୟକ୍ତି କୁ ଭଲ ଫଳ ଦେଇ ଥାଆନ୍ତି । ଶନି ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ରହିଛି ଯାହାକୁ ପାଳନ କରିବା ନିହାତି ଦରକାର । ଆଜି ଆମେ ଆପଣ ଙ୍କୁ ଶନି ଦେବ ଙ୍କ ୬ ଟି ରାଶି ବିଷୟ ରେ କହିବୁ । ତାହେଲେ ଆସନ୍ତୁ ଜାଣିବା ଏହି ୬ ଟି ରାଶି ବିଷୟ ରେ ।

ତୁଳା ରାଶି – ଭଗବାନ ଶନି ଦେବ ଙ୍କ ପ୍ରିୟ ରାଶି ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନେ ସଚ୍ଚ୍ଚା ଲୋକ ହୋଇ ଥାଆନ୍ତି ,କିଛି ବି ଖରାପ ଗୁଣ ନ ଥାଏ । ଲୋକ ମାନ ଙ୍କୁ ସାହାର୍ଯ୍ୟ କରନ୍ତି , ଏଥି ପାଇଁ ଏହି ରାଶି ର ବ୍ୟକ୍ତି ମାନ ଙ୍କ ଉପରେ ଶନି ଦେବ ପ୍ରସନ୍ନ ହୋଇ ଥାଆନ୍ତି ।

ମକର ରାଶି – ଯେଉଁ ବ୍ୟକ୍ତି ମକର ରାଶି ସେମାନ ଙ୍କ ଉପରେ ଶନି ଦେବ ପ୍ରସନ ହେବା କୁ ଯାଉଛନ୍ତି । ଭଗବାନ ଶନି ଦେବ ଙ୍କ ବିଶେଷ ଦୃଷ୍ଟି ଥାଏ ଏହି ରାଶି ଉପରେ । ସେମାନେ ଙ୍କ ଜୀବନ ରେ ସୁଖ ଦେଇ ଥାଆନ୍ତି ଭଗବାନ ଶନି ଦେବ । ଏହି ରାଶି ର ବ୍ୟକ୍ତି ମାନେ ନିଜ ପସ ରେ ମୟୂର ପଂଖ ରଖନ୍ତୁ ଯାହା ଦ୍ଵାରା ରାହୁ ଓ କେତୁ ଙ୍କ କୁ ଦୃଷ୍ଟି ପଡ଼ିବ ନାହିଁ ।

ସିଂହ ରାଶି – ଏହି ରାଶି ବ୍ୟକ୍ତି ମାନେ ବହୁତ୍ ପରିଶ୍ରମୀ ହୋଇ ଥାଆନ୍ତି । ଏମାନେ ଅନ୍ୟ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସନ୍ତି , ଗରିବ ଓ ଅସହ୍ୟ ବ୍ୟକ୍ତି ମାନ ଙ୍କୁ ବହୁତ୍ ସାହାର୍ଯ୍ୟ କରି ଥାନ୍ତି । ଯେଉଁ ମାନେ ଅସହ୍ୟ ମାନ ଙ୍କୁ ସାହାର୍ଯ୍ୟ କରି ଥାଆନ୍ତି ତାଙ୍କ ଉପରେ ଶନି ଦେବ ପ୍ରସନ୍ନ ହୋଇ ଥାଆନ୍ତି । ଶନି ଦେବ ଙ୍କ ପ୍ରିୟ ରାଶି ।

ମେଷ ରାଶି – ଏହି ରାଶି ର ବ୍ୟକ୍ତି ମାନେ ଅନ୍ୟ କୁ ସାହାର୍ଯ୍ୟ କରିବା ଭଳି ବ୍ୟକ୍ତି ହୋଇ ଥାଆନ୍ତି । ଏମାନ ଙ୍କ ମଧ୍ୟ ସାହସିକତା ରହି ଥାଏ । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଭଗବାନ ଶନି ଦେବ ପ୍ରସନ୍ନ ଥାଆନ୍ତି ଓ ଭଗବାନ ଶନି ଦେବ ଙ୍କ ଅତି ପ୍ରିୟ ମଧ୍ୟ ହୋଇ ଥାଆନ୍ତି ।

ମିଥୁନ ରାଶି – ଏହି ରାଶି ର ବ୍ୟକ୍ତି ମାନେ ତରବର ହୋଇ ନିଷ୍ପତ୍ତି ନିଅନ୍ତି ନାହିଁ । କାମ କରିବା ପୂର୍ବ ବିଚାର କରି ଥାଆନ୍ତି , ପରିବାର ଓ ସମ୍ପର୍କୀୟ ଙ୍କ ମଧ୍ୟ ଭଲ ସମ୍ପର୍କ ରଖି ଥାଆନ୍ତି । ସାମ୍ନା ବେଲା ଯେତେ ଦୁଃଖ ଦେଇଥିଲେ ମଧ୍ୟ ସେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଖରାପ ଚିନ୍ତା ଧରା କରନ୍ତି ନାହିଁ । ଅସହ୍ୟ ବ୍ୟକ୍ତି ମାନ ଙ୍କୁ ବହୁ ପରିମାଣ ରେ ସାହାର୍ଯ୍ୟ କରି ଥାଆନ୍ତି ।

କୁମ୍ଭ ରାଶି – ଏହି ରାଶି ର ସ୍ବାମୀ ଗ୍ରହ ହେଉଛନ୍ତି ଭଗବାନ ଶନି ଦେବ । ଏମାନେ ସରଳ ଓ ଶାନ୍ତ ସ୍ଵଭାବ ର ହୋଇ ଥାଆନ୍ତି । ଏମାନେ ଭଗବାନ ଶନି ଦେବ ଙ୍କ ଉପାସନା କରିବା ଜରୁରୀ ଅଟେ । ଗରିବ ଓ ଅସହ୍ୟ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ଥାଆନ୍ତି , ସଦା ସର୍ବଦା ଭଗବାନ ଶନି ଦେବ ପ୍ରସନ୍ନ ହୋଇ ଥାଆନ୍ତି ଏହି ରାଶି ର ବ୍ୟକ୍ତି ମାନ ଙ୍କ ଉପରେ ।।

Leave a Reply

Your email address will not be published.