୧୦ ଘଣ୍ଟା ଖଟି ପାଉଥିଲେ ମାତ୍ର ୫ଟଙ୍କା, ପ୍ରତିଷ୍ଠା କଲେ ସଫଟୱେର କମ୍ପାନୀ, ଆଜି ୫ କୋଟିର ରୋଜଗାର – ଦେଖନ୍ତୁ

ବିଶେଷ

ଆପଣ ମାନେ ଜାଣିଥିବେ କିଛି ନା କିଛି ଘଟଣା ଘଟୁଛି ଯାହାକି ସୋସିଆଲ୍ ମିଡ଼ିଆ ରେ ଭାଇରଲ୍ ହଉଛି ଯାହା ଆପଣ ମାନେ ଜାଣିଛନ୍ତି । ଏମିତି ଏକ ଘଟଣା ସମ୍ପର୍କରେ ଯାହା ଆପଣ ମାନକୁ କହିବାକୁ ଯାଉଛୁ । ୧୦ ଘଣ୍ଟା ଖଟି ପାଉଥିଲେ ମାତ୍ର ୫ ଟଙ୍କା ଏବଂ ବାପା,ମାଆ ଥାଇ ରହୁଥିଲେ ଅନାଥ ଆଶ୍ରମ ରେ ଆଉ ତା ପରେ ତାଙ୍କର ୧୬ ବର୍ଷ ବୟସ ରେ ବାହାଘର ହୋଇଥିଲା । ବାହାଘର ପରେ ସେ ମଜୁରୀ ଲାଗି ପାଠ ପଢିଲେ ଓ ତା ପରେ ସେ ପ୍ରତିଷ୍ଠା କଲେ ସଫଟଓ୍ବେର କମ୍ପାନି ଆଉ ଆଜିକା ଦିନରେ ୫ କୋଟିର ରୋଜଗାର ।

ଏହି ସଙ୍ଘର୍ଷ ର ସଫଳତା ପାଇଥିଲେ ଏବଂ ଅଭାବରୁ ଆନନ୍ଦ ଉଲ୍ଲାସର ଖୁସି ପାଇଥିଲେ ।ଦିନେ ସେ ଅନାଥ ଆଶ୍ରମ ରେ ରହୁଥିବା ବେଳେ ସିଲାଇ ମେସିନ ସିଖୁଥିଲେ ଆଉ ଆଜି ସଫଟଓ୍ବେର କମ୍ପାନି ର ମାଲିକ ହୋଇଛନ୍ତି । ସେ ୧୦ ଘଣ୍ଟା କାମ କରି ପାଉଥିଲେ ୫ତଙ୍କା ଏବଂ ଏବେ କମ୍ପାନି ରୁ ପାଉଛନ୍ତି ୫ କୋଟିର ଲାଭ । ଦୃଢ଼ ଇଚ୍ଛା ଶକ୍ତି ବଳରେ ଅଭାବରେ ରହି ଆଗକୁ ବଢ଼ିଛନ୍ତି ତେଲେଙ୍ଗାନା ର ଜ୍ୟୋତି ରେଡି ।

ଅବିସ୍ଵସନିୟ ସଫଳତା ର ଓଦା ହରଣ ହୋଇ ଛିଡା ହୋଇଛନ୍ତି ଜ୍ୟୋତି ରେଡି । କଥା କଥା କେ କୁହା ଯାଏ ଜେ ଅନ୍ତ ଭଲା ତ ସବ ଭଲା । ଆରମ୍ଭ ଜେତିକି କଷ୍ଟକର ହେଉନା କାହିଁକି ଶେଷରେ ସବୁବେଳେ ସୁନ୍ଦର ଓ ସଫଳ ହୋଇଥାଉ ନା କାହିଁକି ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିଥିବା ଦରକାର । ସେମିତି କିଛି ସଙ୍ଘର୍ଷ ରୁ ଆରମ୍ଭ ହୋଇଥିଲା ଜ୍ୟୋତିଙ୍କର ଏହି କାହାଣୀ ଟି ।

ଦିନେ ଦୁଇ ମୁଥା ଖାଇବାକୁ ସଙ୍ଘର୍ଷ କରୁଥିବା ଜୋର୍ତି କେବେବି ଚିନ୍ତା କରିନଥିଲେ କି ଦିନେ ସେ ଏକ କମ୍ପାନି ଖୋଲି ତାର ମାଲିକ ହେବେ ବୋଲି । ଅନେକ ତ୍ୟାଗ ଓ ସଙ୍ଘର୍ଷ ପରେ ଜ୍ୟୋତିଙ୍କ ଜିବନ ରେ ଆସିଥିଲା ସଫଳତା କିରଣ । ତେଲଙ୍ଗନା ରେ ଗୋଟିଏ ଗରିବ ପରିବାର ରେ ଜନ୍ମ ହୋଇ ଥିଲେ ଜ୍ୟୋତି । ତାଙ୍କ ର ବାପା ଦିନ ମଜରୁଆ ଥିଲେ ଆଉ ତାଙ୍କର 5 ଭଉଣୀ ମଧ୍ୟ ଥିଲେ ।

9 ବର୍ଷ ବୟସ ରେ ତାଙ୍କ ବାପା ଜ୍ୟୋତି ଓ ତାଙ୍କ ଭଉଣୀ ଙ୍କୁ ଅନାଥ ଆଶ୍ରମ ରେ ଛାଡି ଦେଇ ଥିଲେ । କାରଣ ସେତେବେଳେ ତାଙ୍କ ପରିବାର ର ଆର୍ଥିକ ପରିସ୍ଥିତି ଭଲ ନଥିଲା । ଜ୍ୟୋତି ଙ୍କ ବାପା ଭେଙ୍କଡ୍ ରେଡି ଭାବିଥିଲେ କି ପିଲା ଯଦି ଅନାଥ ଆଶ୍ରମ ରେ ରହିବେ ତାହା ହେଲେ ତାଙ୍କ ର ଲାଳନ ପାଳନ ରେ କିଛି ଅସୁବିଧା ହେବ ନାହିଁ । ତାପରେ ମଧ୍ୟ ଜ୍ୟୋତି ଙ୍କୁ ଅନାଥ ଆଶ୍ରମ ରେ ମଧ୍ୟ ବହୁତ କିଛି କଷ୍ଟ ସହିବାକୁ ପଡିଥିଲା । ଅନାଥ ଆଶ୍ରମ ରେ ରହିଲା ପରେ ସେ ବୁଝି ପାରିଥିଲେ ଟଙ୍କା ଓ ସମୟ ର ମହତ୍ତ୍ବ ।

ତାପରେ ସେ ଦଶମ ରେ ଫାଷ୍ଟ ଡିଭିଜନ୍ ରେ ପା ପାସ୍ ମଧ୍ୟ ହୋଇ ଥିଲେ । 16 ବର୍ଷା ବୟସ ରେ ସେ ବିବାହ କରିଥିଲେ । ବିବାହ ପରେ ସେ କ୍ଷେତ ରେ ସ୍ବାମି ଙ୍କ ସହ କାମ କରିଥିଲେ ତାଙ୍କ ସ୍ବାମି ମଧ୍ୟ କ୍ଷେତ ରେ କାମ କରନ୍ତି । ସେ କ୍ଷେତ ରେ କାମ କଲେ ସେ 10 ଘଣ୍ଟା ରେ 5 ଟଙ୍କା ରୋଜଗାର କରୁଥିଲେ । ଦିନ ରେ ବିଲ ରେ ଆଉ ରାତି ରେ ସିଲେଇ କାମ କରୁଥିଲେ ।

ତାପରେ ସେ ବି ଏ ପଢିବା ପାଇଁ ୟୁନିଭରସିଟି ଠାରେ ଅଡିମିସନ୍ କଲେ ପରେ 1994 ମସିହା ରେ ସେ ଗୋଟିଏ ସ୍କୁଲ ରେ ପଢେଇବା ରେ ସୁଯୋଗ ପାଇଥିଲେ । ସେଇଠି ପାଇଁ ତାଙ୍କ 398 ଟଙ୍କା ଦରମା ମିଳୁଥିଲା । ଏହା ପରେ ସେ ପୋଷ୍ଟ ଗ୍ରାଜୁଏସନ୍ ମଧ୍ୟ କରିଥିଲେ । 1998 ମସିହା ରେ ତାଙ୍କ ର ଜଣେ ଭଉଣୀ ଆମେରିକା ରୁ ଆସିଥିଲେ ଆଉ ସେ ଜ୍ୟୋତି ଙ୍କୁ କହିଥିଲେ ଆମେରିକା ରେ କାମ କରିବା ପାଇଁ । ଏହା ଶୁଣି ଜ୍ୟୋତି ଟଙ୍କା ସଞ୍ଚୟ କଲେ ଆଉ ସେ 2001 ମସିହା ରେ ସେ ଆମେରିକା ଗଲେ ।

ସେଠାରେ ଦେଢ଼ ବର୍ଷ ରହିଲା ପରେ ସେ ଭାରତ କୁ ଫେରି ଆସିଲେ । 2021 ମସିହା ରେ ସଫଟଓ୍ବେର ସଲୟୁସନ୍ କମ୍ପାନି ପ୍ରତିଷ୍ଠା କଲେ । ଆଉ ଏଥିରେ 100 ଲୋକଙ୍କୁ ନିଯୁକ୍ତି ଦେଲେ । ତେବେ ପ୍ରଥମ ବର୍ଷ ଜ୍ୟୋତି ଙ୍କ କମ୍ପାନି 5 କୋଟି ଲାଭ କଲେ । ତେବେ ତାଙ୍କ ଆମେରିକା ଥିବା ଗୌରୀ ଙ୍କୁ ଡାକି ସାମିଲ କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.