ହେ ଭଗବାନ ! କି ଯୁଗ ହେଲାରେ ,ଝିଅକୁ ଜୋରରେ କୁଣ୍ଢାଇ ଧରି ଚୁମା ଦେଇଦେଲେ ବାପା ….

ବିଶେଷ

ଆପଣ ମାନେ ଜାଣିଥିବେ ଏହି ଆମ ପୃଥିବୀ ରେ ଅନେକ ବ୍ୟକ୍ତି ଭୁ ପୃଷ୍ଟ ରେ ବସା ବାସ କରୁଛନ୍ତି । ଭିନ୍ନ ଭିନ୍ନ ଦେଶ ରେ ବହୁ ବ୍ୟକ୍ତି ରହୁଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସବୁ ଦେଶ ରେ କିଛି ପରମ୍ପରା ରହିଛି କିନ୍ତୁ ଆମ ଭାରତୀୟ ପରମ୍ପରା ଠାରୁ ସମ୍ପୂର୍ଣ ଭିନ୍ନ । ଆମ ପରମ୍ପରା ସଂସ୍କୃତି ପବିତ୍ର ଅଟେ ।

ଆମ ଭାରତୀୟ ସଂସ୍କୃତିରେ ନମସ୍କାର କରିବା ଏକ ସଭ୍ୟ ପରମ୍ପରା କିନ୍ତୁ ଅନ୍ୟ ଦେଶ ମାନ ଙ୍କ ରେ ନମସ୍କାର ବଦଳ ରେ ଆଲିଙ୍ଗନ ଓ ଚୁମ୍ବନ କରି ସ୍ଵାଗତ କରି ଥାଆନ୍ତି , ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଦେଖିଥିବେ ଓ ଜାଣିଥିବେ ମଧ୍ୟ । ତାହେଲେ ଆଜି ଆମେ ଏମିତି ଏକ ଫଟୋ ବିଷୟ ରେ ଜାଣିବା ଯାହାକି ବେଶ୍ ଚର୍ଚ୍ଚା ରେ ଥିଲା ।

ଏହି ଫଟୋ ସବୁ ଫଟୋ ଠାରୁ ଟିକେ ଭିନ୍ନ ଅଟେ । ଏହି ଦୁଇ ଜଣକ ସଂପର୍କ ହେଉଛି ବାପା ଝିଅ ଙ୍କ ସଂପର୍କ । ଆମେ କହୁଛି ଆମେରିକା ର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଓ ତାଙ୍କ ଝିଅ ବିଷୟ ରେ । ସୋସିଆଲ ମିଡ଼ିଆ ରେ ଫଟୋ ଦେଖିବାକୁ ମିଳିଥିଲା ଯେଉଁଠି କି ବାପା ଝିଅ କୁ ଆଲିଙ୍ଗନ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ଘଟଣା ଟି ଏକ ମଞ୍ଚ ଉପରେ ଘଟିଥିଲା । ଜଣେ ବାପା ତାର ଝିଅ କୁ ଆଲିଙ୍ଗନ କରିବା ଚୁମ୍ବନ ଦେବା ବଡ କଥା ନୁହେଁ ।ଏହି ଫଟୋ ଟି ଯେବେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଲା , ଏହାକୁ କେହି ଗ୍ରହଣ କରି ପାରିଲେ ନାହିଁ । କାରଣ ବାପା ଝିଅ ଙ୍କ ଚୁମ୍ବନ ଓ ଆଲିଙ୍ଗନ ଠାରୁ ଏହି ଦୃଶ୍ୟ ରେ ତା ଠାରୁ କିଛି ଅଧିକ ଥିଲା ।

ସବୁଠାରୁ ବଡ କଥା ହେଲା ଯେ ଟ୍ରମ୍ପ ନିଜ ଝିଅ ବିଷୟ ରେ।ଦେଇଥିବା ମନ୍ତବ୍ୟ ସେ କହିଥିଲେ କୁ ତାଙ୍କ ଝିଅ ଇଭା ବହୁତ୍ ସୁନ୍ଦର୍ , ସେ କହିଛନ୍ତି ଯଦି ମୁଁ ବାହା ହୋଇ ନ ଥାଆନ୍ତି ଓ ସେ ମୋ ଝିଅ ହୋଇ ନ ଥାଆନ୍ତେ ତାହେଲେ ନିଶ୍ଚୟ ତାଙ୍କ ସହ ଡେଟିଂରେ ଯାଇ ଥାଆନ୍ତି । ଏହାକୁ ନେଇ ଯେ କୌଣସି ଲୋକ ମଧ୍ୟ ଆଉ କିଛି ଭାବିବ ।

Leave a Reply

Your email address will not be published. Required fields are marked *