ହେ ଭଗବାନ ! ଆଇପିଏଲ୍ ଖେଳାଳିଙ୍କ ଗୁମର ଖୋଲିଲେ ଚିୟର ଗାର୍ଲ , ଖେଳ ପରେ ରୁମ କୁ ଡାକନ୍ତି ଖେଳାଳି …. ଦେଖନ୍ତୁ ଭିଡିଓ

ବିଶେଷ

ଆଇପିଏଲ୍ ଖେଳାଳିଙ୍କ ଗୁମର ଖୋଲିଲେ ଚିୟର ଗାର୍ଲ । ଖେଳ ପରେ ରୁମ କୁ ଡାକନ୍ତି ଖେଳାଳି । ଗାବ୍ରିଲା ଙ୍କ ବ୍ଲଗ ରେ କ୍ରିକେଟ୍ ର ଙ୍କ କଳା କାହାଣୀ । କିଛି ଇଣ୍ଟର ନେସେନାଲ କ୍ରିକେଟ ଙ୍କ ର ଗୁମର ଖୋଲିଛନ୍ତି ଆଫ୍ରିକିୟ ସୁନ୍ଦରୀ ତଥା ମୁମ୍ବାଇ ର ଚିୟର ଗାର୍ଲ କେବ୍ରିଲା ପାକ୍ସିରୋଟ୍ । ଭଦ୍ର ଖେଳ ରେ ଅଭଦ୍ର ଖେଳାଳି ଙ୍କ ଏହି କଳା ସତ ସାମାଜିକ ଗଣ ମାଧ୍ୟମ ଗୁଡିକ ରେ ଭାଇରାଲ ହେଉଛି । ଖେଳ ପରେ ହୋଟେଲ ରେ ହେଉଥିବା ପାର୍ଟି କୁ ଡକା ଯାଇ କିପରି ସେମାନଙ୍କ୍ ସହିତ ବ୍ୟବହାର କରାଜାଏ । କେବ୍ରିଲା ସେ ବିଷୟ ରେ ବଖାଣିଛନ୍ତି ତାଙ୍କ ର ବ୍ୟକ୍ତିଗତ ବ୍ଲଗ ରେ ।

ଏହି କଥା ବହୁତ କମ ଲୋକ ମାନେ ହିଁ ଜାଣି ଛନ୍ତି । କାରଣ ଏ ଘଟଣା ସାମ୍ନା କୁ ଆସିବା ପରେ ବିଶ୍ବ କ୍ରିକେଟ ରେ ହଇଚଇ ସୃଷ୍ଟି ହୋଇ ଥିଲା । ତେଣୁ ଏହା କୁ ଲୁଚେଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରା ଯାଇଥିଲା । କେବ୍ରିଲା କେବଳ କ୍ରିକେଟର ଙ୍କୁ ବଦନାମ କରିବା ଉଦ୍ଦେଶ୍ଯ ରେ ଏ ପୋଷ୍ଟ କରି ନଥିଲେ । ସେ କଥା ନୁହେଁ ଏଥିରେ ଏମିତି କିଛି କ୍ରିକେଟର ଙ୍କ ବିଷୟ ରେ ସେ ଉଲ୍ଲେଖ କରି କହିଛନ୍ତି ଯାହା ଶୁଣିଲେ ଆପଣ ଙ୍କ ଛାତି କୁଣ୍ଢେମୁଟ୍ ହୋଇ ଯିବ । ତେବେ ଏହି ବିଷୟ ରେ ଆସନ୍ତୁ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବା ।

କେବ୍ରିଲା ଲେଖିଛନ୍ତି ଯେ ଖେଳ ପରେ ହୋଟେଲ ରେ ପାର୍ଟି ର ଆୟୋଜନ କରା ଯାଏ । ଯେଉଁ ଥିରେ ଚିୟର ଗାର୍ଲ ମାନେ ମଧ୍ୟ ଉପସ୍ଥିତ ଥାଆନ୍ତି । ଆଉ ଏମିତି ବହୁତ କ୍ରିକେଟ ର ଅଛନ୍ତି ଯେଉଁ ମାନେ ଚିୟର ଗାର୍ଲ ଙ୍କୁ କେବଳ ଉପଭୋଗ ର କେବଳ ର୍କ ବସ୍ତୁ ବୋଲି ଭାବନ୍ତି । ଏମିତି ବ୍ୟବହାର କରନ୍ତି କି ସେମାନେ ଯେମିତି ଗୋଟିଏ କଲ ଗାର୍ଲ । ପ୍ରଥମେ ଯେଉଁ ଖେଳାଳି ଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି ସେ ହେଲେ ଦକ୍ଷିଣ ଅଫ୍ରିକା ଖେଳାଳି କ୍ରିମ୍ସ୍ ମି । କ୍ରେବିଲା କହିଛନ୍ତି ପ୍ରତ୍ୟେକ ଚିୟର ଗାର୍ଲ ଙ୍କ ପଛରେ ପଡ଼ିଥିଲେ ।

ତା ପରେ 2 ଜଣ ଙ୍କ ନାଁ ଉଲ୍ଲେଖ କରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଯିଏ କ୍ ସବୁ ଠାରୁ ଅଧିକ ଅଭଦ୍ର । ଆଡାମ୍ ଲିର୍ଜାର ଓ ଡ୍ରେନ ଖ୍ରିଷ୍ଟିଆନ୍ । ତାହା ସହ କେବ୍ରିଲା କହିଛନ୍ତି ମୁଁ କିଛି ଖେଳାଳି ଙ୍କ ନାଁ ନେବାକୁ ଚାହୁଁନି ଯେଉଁ ମାନେ ଚିୟର୍ ଗାର୍ଲ କୁ ରାତି ରେ ରୁମ କୁ ଆସିବା ପାଇଁ ମଧ୍ୟ ଅଫର ଦିଅନ୍ତି । ଏମିତି ରେ ବି କେବ୍ରିଲା କହିଛନ୍ତି କ୍ରିକେଟ ଙ୍କ ଠାରୁ ଅଧିକ ଚରିତ୍ରହିନ ଆଜି ଯାଏ ଦେଖି ନାହାନ୍ତି । ଏହା ପରେ ସେ ଉଲ୍ଲେଖ କରିଛନ୍ତି କିଛି ଭାରତୀୟ ଖେଳାଳି ଙ୍କ ବିଷୟ ରେ ଆଉ ତାଙ୍କ ବିଷୟ ରେ ସେ ଯାହା ବି କହିଛନ୍ତି ତାହା ଶୁଣିଲେ ଆପଣ ମାନେ ମଧ୍ୟ ଷ୍ଟବ୍ଧ୍ ହୋଇ ଯିବେ ।

କ୍ରେବିଲା କହିଛନ୍ତି ସବୁଠାରୁ ଭଦ୍ର ଓ ନମ୍ର ହେଉଛନ୍ତି ଭାରତୀୟ ଖେଳାଳି ସେ ରୋହିତ ଶର୍ମା ଓ ଧ୍ବନି ଙ୍କ ନାଁ ନେଇ କହିଛନ୍ତି କି ଏମାନେ ବହୁତ କେତେ ଭଲ ଯେ କେବେ ହେଲେ ବି କାହାକୁ ଖରାପ ବ୍ୟବହାର ଦେଖାନ୍ତି ନାହିଁ । ଏମିତି କି ସେମାନେ ଚିୟର ଗାର୍ଲ ଙ୍କୁ ନିଜର ପରିବାର ର ସଦସ୍ୟ ବୋଲି ଭାବନ୍ତି ଓ ସମ୍ମାନ୍ ଦିଅନ୍ତି । ସେ କହିଛନ୍ତି ଯେ ଅନ୍ୟ ଦେଶ ର ଖେଳାଳି ମାନେ ଭାରତୀୟ ଖେଳାଳି ଙ୍କ ଠାରୁ କିଛି ଶିଖନ୍ତୁ । ଏମିତି କ୍ କ୍ରେବିଲା କହିଛନ୍ତି ଏଭଳି ପାର୍ଟି ରେ ତ ସଚିନ୍ ଟେଣ୍ଡୁଲକର କେବେହେଲେ ଉପସ୍ଥିତ ରୁହନ୍ତି ନାହିଁ । ତେବେ ବନ୍ଧୁଗଣ ଇଣ୍ଡିଆନ କ୍ରିକେଟ ଙ୍କ ବିଷୟ ରେ କ୍ରେବିଲ୍ ଯାହା ଲେଖିଛନ୍ତି ତାହା ଆମ ସମସ୍ତ ଙ୍କୁ ଅସ୍ବସ୍ଥ କରିବା ସହିତ ଆମେ ସଂସ୍କୃତି ଓ ସଭ୍ୟ ସମାଜ ସହିତ ଭାରତୀୟ ।

Leave a Reply

Your email address will not be published.