ହିରୋଇନ ଅର୍ଚ୍ଚିତା ଖୋଲିଲେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଗୁମର କହିଲେ ଆଜି କାଲି ସମସ୍ତେ ଷ୍ଟାର ହେଲେ ଆକ୍ଟର କମ, କାହିଁକି ଏମିତି କହିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ଯେଉଁ ମାନେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ର ଦମଦାର୍ ଅଭିନୟ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରୁହନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ୍ ପ୍ଲାଟଫର୍ମ୍ ବହୁତ ବଡ଼ ଷ୍ଟେଜ ରହିଛି ଯାହା ଏବେ ସବୁ ଖବର ହେଉ କିମ୍ବା ନିଜ ପାଇଁ କିଛି ଏଣ୍ଟରଟେନ୍ମେଣ୍ଟ ହେଉ ସବୁ କିଛି ମିଳି ପାରୁଛି ଏହି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ୍ ରେ ।

ତେବେ ସୋସିଆଲ୍ ମିଡ଼ିଆ ରେ ବହୁତ କିଛି ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁ ମାନେ ନିଜର ଟ୍ୟାଲେଣ୍ଟ ରେ ଏହି ଅଭିନୟ ଦୁନିଆ ରେ ନିଜର ନାଁ ରଖି ପାରିଛନ୍ତି । ତେବେ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଏକ ଜଣାଶୁଣା ଅଭିନେତ୍ରୀ ହେବା ସହ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ।

ତେବେ ଅର୍ଚ୍ଚିତା ଙ୍କୁ ପଚରା ଯାଇଥିଲା କି ଅର୍ଚ୍ଚିତା ଯେବେ ଅଭିନୟ କ୍ଷେତ୍ର କୁ ଆସିଥିଲେ ସେତେବେଳେ ଅଭିନୟ କ୍ଷେତ୍ର ରେ ଝିଅ ମାନେ ଏତେ ବି ନଥିଲେ ଅଭିନୟ କରିବା ରେ କିନ୍ତୁ ବର୍ତ୍ତମାନ କ୍ଷେତ୍ର୍ ରେ ତାହା ବହୁତ ଅଧିକ ହୋଇ ସାରିଲାଣି । ତେବେ ବର୍ତ୍ତମାନ ଯେଉଁ ନୂଆ ନୂଆ ଅଭିନେତ୍ରୀ ଆସନ୍ତି ତାଙ୍କ ଠାରୁ ଆଉ କଣ ଅଧିକା ଆଶା କର ଯାଇ ପରେ ଆଉ ଏହାର ଉତ୍ତର ରେ ଅଭିନେତ୍ରୀ ଅର୍ଚ୍ଚିତା କହିଥିଲେ କି ଆଗରୁ ଯେଉଁ ଅଭିନେତ୍ରୀ କିମ୍ବା ଅଭିନେତା ଆସିଥିଲେ ସେଇ ସମୟ ରେ କୌଣସି ସୋସିଆଲ୍ ମିଡ଼ିଆ ନଥିଲା ।

ସେତେବେଳେ ନିଜ ର ଟ୍ୟାଲେଣ୍ଟ କୁ ସୋ କରିବା ପାଇଁ ବହୁତ ଷ୍ଟଗଲ୍ କରୁଥିଲେ ଆଉ ନିଜ ର ଟ୍ୟାଲେଣ୍ଟ୍ କୁ ସୋ କରିବା ପାଇଁ ବହୁତ ସୁଯୋଗ ଖୋଜୁଥିଲେ ଯାହା କି ବର୍ତ୍ତମାନ ପାଇଁ ବହୁତ ସହଜ ହୋଇ ଯାଉଛି । ଏବେ ନିଜ ଉପରେ ଡିପେଣ୍ଟ କରେ କି ତୁମ ଟ୍ୟାଲେଣ୍ଟ କୁ ତୁମେ କେମିତି ଭାବରେ ସୋ କରି ପାରୁଛ । ଆଉ ଆଜିକାର ସମୟ ରେ ବହୁତ ସୁଯୋଗ ମିଳୁଛି ସୋସିଆଲ୍ ମିଡ଼ିଆ ରେ ।

ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ରିଲ୍ସି ରେ ଫୋଟ ରେ ଏବେ ସମସ୍ତେ ପପୁଲାର୍ ହୋଇ ସାରିଲେଣି । ଏବେ କେହି ବି ଆଉ ସୁଯୋଗ ଖୋଜୁ ନାହାନ୍ତି ପପୁଲାର ହେବା ପାଇଁ । ଏବେ ସମସ୍ତେ ନିଜେ ନିଜେ ନିଜର ଟ୍ୟାଲେଣ୍ଟ୍ କୁ ସୋସିଆଲ୍ ମିଡ଼ିଆ ରେ ସୋ କରି ପାରୁଛନ୍ତି । ଏବେକାର ସମୟ ରେ ସମସ୍ତ ଙ୍କ ପାଖ ରେ ସୁଯୋଗ ଅଛି କି ଯଦି ମୋ ପାଖ ରେ କିଛି ଟ୍ୟାଲେଣ୍ଟ୍ ଅଛି ତାହେଲେ ତାହା ସୋସିଆଲ୍ ମିଡ଼ିଆ ରେ ହଉ କି ରିଲ୍ସ୍ ହଉ କି ଯେ କୌଣସି ମାଧ୍ୟମ ରେ ନିଜ କୁ ପପୁଲାର କରି ପାରିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.