ହସ୍ପିଟାଲରୁ କୁନି ଝିଅଙ୍କ ସହ Live ଆସିଲେ ଅଭିନେତ୍ରୀ ଝିଲ୍ଲିକ (Jhillik) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସମସ୍ତ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ ।


ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ବେଳେ ବେଳେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ବେଶ୍ ଚର୍ଚ୍ଚା ରେ ଅଛନ୍ତି ମେଡିକାଲ୍ ରୁ ଘର୍ କୁ ଫେରିବାକୁ ନେଇ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କ ପ୍ରକୃତ ଘର ହେଉଛି କୋଲକାତା । ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଅଭିନୟ କରିବା ପାଇଁ । ତେବେ ଏହି ଅଭିନୟ ଆଜି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ଓ ସେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ।

ତେବେ ଅଭିନୟ ପାଇଁ ସେ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ରେ ଘର୍ ଘରେ ପରିଚିତ , ତେବେ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବେଶ୍ ପସନ୍ଦ କରି ଥାଆନ୍ତି । ତେବେ ଆପଣ ମାନେ ଜାଣିଥିବେ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରି ଥିଲେ ଓ ବିବାହ ପରେ ନିଜ ଶାଶୁଘରେ ଓଡ଼ିଆ ବୋହୂ ର ଯାହା ସବୁ କାର୍ଯ୍ୟ ଥାଏ ତାହା ଝିଲ୍ଲିକ ବେଶ୍ ଭଲ ଭାବରେ ନିବାହି ଥିଲେ ।

ତେବେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଦୁଇ ବର୍ଷ ପରେ ମା ହୋଇଛନ୍ତି , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ ଦିନ ମାନ ଙ୍କ ଭିତରେ ଝିଲ୍ଲିକଭଟ୍ଟାଚାର୍ଯ୍ୟ ଦୁଇ ଯାଆଁଳା କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ଓ ଯାହାକୁ ନେଇ ଝିଲ୍ଲିକ ଏବଂ ତାଙ୍କ ଶାଶୁଘରେ ଲୋକ ବେଶ୍ ଖୁସି ଅଛନ୍ତି । ତେବେ ଝିଲ୍ଲିକ ନିଜ ଜନ୍ମ ଦିନ ରେ ନିଜର ଦୁଇ ଯାଆଁଳା କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଏବଂ ତାଙ୍କ ଦୁଇ ଝିଅ ମେଡିକାଲ ରେ ଅଛନ୍ତି ଓ ସେମାନେ ଆଗାମୀ ୩ ଦିନ ମଧ୍ୟ ରେ ମେଡିକାଲ୍ ରୁ ଘର୍ କୁ ଫେରିବାକୁ ନେଇ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଜଣାଇଛନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.