ହରପ୍ରିୟା ଖୋଲିଲେ ରହସ୍ୟ, କହିଲେ ଆମେ ଦୁଇଜଣ ଅନେକ ଦିନ ପରେ ମିଶିଲୁ, ସେଥି ପାଇଁ ରାତି ସାରା ନଶୋଇ ଆମେ ଦୁଇଜଣ… ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ରାହୁଲ ଓ ହରପ୍ରିୟା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ଙ୍କ ବିଷୟ ଆରାଧ୍ୟ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ରାହୁଲ୍ ଓ ହରପ୍ରିୟା ଉଭୟ ପ୍ରେମ ବିବାହ କରିଥିଲେ । ତେବେ ହରପ୍ରିୟା ପରୀକ୍ଷା ଦେବା କୁ ଯାଇ ଆଉ କାହା ସହିତ ଫେ-ରା-ର ହୋଇ ଯାଇଥିଲେ ।


ତେବେ ବନ୍ଧୁଗଣ ଏହି ଘଟଣା ଟି ଭଦ୍ରକ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା , ତେବେ କେବଳ ଭଦ୍ରକ ରେ ନୁହେଁ ବରଂ ଓଡିଶା ରେ ଚର୍ଚ୍ଚା ରେ ଥିଲା । ତେବେ ଏହାରି ଭିତରେ ହରପ୍ରିୟା ନିଜ ଶଶୁର ଘର କୁ ମାନେ ସ୍ବାମୀ ଙ୍କ ପାଖ କୁ ଫେରି ଆସିଛନ୍ତି ଓ ରାହୁଲ ମଧ୍ୟ ନିଜ ପତ୍ନୀ ଙ୍କୁ ପାଇଁ ବେଶ୍ ଖୁସି ଅଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଆଉ ଏକ ବିଷୟ ରେ ଜଣାଇବାକୁ ଯାଉଛି ଯାହା କୁ ନିଜେ ହରପ୍ରିୟା କହିଛନ୍ତି ।ତେବେ ଆସନ୍ତୁ ଜାଣିବା ତେବେ ଉଭୟ ଙ୍କ ପାଇଁ କାଲି ରାତି ବହୁତ୍ ଭଲ ଥିଲା , ତେବେ ଉଭୟ ଅନେକ ଦିନ ପରେ ଦେଖା ହେଲେ ଓ କାଲି ରାତି ରେ ସେମାନେ ନ ସୋଇ କାଲି ରାତି ରେ ହରପ୍ରିୟା କେଉଁଠି ରହୁଥିଲେ ଓ କଣ ଖାଉଥିଲେ ତାଙ୍କ ବିଷୟ ରେ କଥା ହୋଇ ରାତି ପାହି ଯାଇଛି ।

ତେବେ ଶଶୁର ଘରେ ଖରାପ ଅବସ୍ଥା ଥିଲା କାରଣ ହରପ୍ରିୟା ଯିବା ପରେ ତାଙ୍କ ପୁଅ ରାହୁଲ୍ ପତ୍ନୀ ଙ୍କୁ ମନେ ପକାଇ କାନ୍ଦୁଥିଲେ କିଛି ଖାଉ ନ ଥିଲେ ଓ ରାହୁଲ୍ ଙ୍କ ପରିବାର ଲୋକ ମଧ୍ୟ ଖାଉ ନ ଥିଲେ । ତେବେ ହରପ୍ରିୟା ଯେତେବେଳେ କାଲି ତାଙ୍କ ଶଶୁର ଘରେ ପହଞ୍ଚିଲେ ଶଶୁର ଘର ଲୋକ ସମସ୍ତେ ଖୁସି ଥିଲେ ।

ତେବେ ହରପ୍ରିୟା କହିଛନ୍ତି ଯେ ବାପା ଆସି ବହୁତ କାନ୍ଦିଲେ ମାନେ ହରପ୍ରିୟା ଙ୍କ ଶଶୁର ଆସି ବହୁତ୍ କାନ୍ଦିବା ସହିତ କହିଥିଲେ କି ବୁଢ଼ୀ କଣ ହେଲା ତୋର କଣ ପାଇଁ ଏମିତି କଲୁ ମା ଛାଡ ଛୋଟ ଯାହା ହେଇଛି ହେଇଛି , ଆମ ଛୁଆ ଆମ ପାଖ କୁ ପଳାଇ ଆସିଲା ମୁଁ ଖୁସି ।

ତେବେ ବନ୍ଧୁଗଣ ହରପ୍ରିୟା ଙ୍କ ଶାଶୂ ଶଶୁର ଓ ସ୍ବାମୀ କହୁଛନ୍ତି ପାଠ ପଢ଼ିବା ପାଇଁ କିନ୍ତୁ ହରପ୍ରିୟା ଙ୍କ ମନ୍ ରେ ଡର ରହୁଛି ପୁଣି ଯଦି ଏପରି କିଏ କଲ ଥାନା ବାଲା ତ କେହି ବୁଝୁ ନାହାଁନ୍ତି । ତେବେ ବନ୍ଧୁଗଣ ଏହି ଭଳି ଭାବେ ହରପ୍ରିୟା ଅନେକ କଥା କହିଥିଲେ ଗଣ ମାଧ୍ୟମ ସାମ୍ନା ରେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ହରପ୍ରିୟା ଯିବା ପରେ ରାହୁଲ କେମିତି ପାଗଳ ହୋଇ ଯାଇଥିଲେ କିଛି ଖାଉ ନ ଥିଲେ ଖାଲି ମନେ ପକାଇ କାନ୍ଦୁଥିଲେ , ତେବେ ଏହି କାନ୍ଦୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ହରପ୍ରିୟା କୁ ପାଇ ରାହୁଲ ବହୁତ୍ ଖୁସି ହେବା ସହିତ ପରିବାର ଲୋକ ମଧ୍ୟ ବହୁତ୍ ଖୁସି ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.