ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ସୁନନ୍ଦା ଙ୍କ ବିଷୟ ରେ ଆପଣ ମାନେ ବହୁତ କିଛି ଜାଣି ଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଓଡିଆ ଧାରାବାହିକରେ ଅଭିନୟ କରି ଥିବାର ନଜର ରେ ଆସନ୍ତି ତାଙ୍କ ଅଭିନୟ ଦେଖିବାକୁ ବହୁତ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ରହିଚି ରହିବି ତୋ ରି ପାଇଁ ଓଡ଼ିଆ ଧାରାବାହିକରେ ରେ ସୁନନ୍ଦା ଖଳ ନାୟିକା ଭୂମିକା ରେ ଅଭିନୟ କରି ଥିବାର ନଜର ରେ ଆସିଥିଲେ ।
ସେଥି ରେ ସେ ଖଳ ନାୟିକା ଭାବରେ ଅଭିନୟ କୁ ବହୁତ ସୁନ୍ଦର ଭାବରେ କରି ଥିବାର ନଜର ରେ ଆସିଥିଲେ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ତାଙ୍କର ଏକ ମେଘା ଧାରାବାହିକ ଆସିବାକୁ ଯାଉଛି । ସୁନା ଝିଅ ଧାରାବାହିକ ରେ ଏବଂ ସେଇଥିରେ ମଧ୍ୟ ସେ ଖଳ ନାୟିକା ଭୂମିକା ରେ ଅଭିନୟ କରିଥିବାର ନଜର ରେ ଆସୁଛନ୍ତି ।
ତେବେ ବର୍ତ୍ତମାନ ସମୟରେ ରେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି । ତେବେ ସୁନନ୍ଦା ଏବେ ତାଙ୍କ ଶାଶୁ ଘରେ ବହୁତ ବ୍ୟସ୍ତ ଥିବାର ଜଣା ପଡୁଛି ତେବେ ତାହା ଆପଣ ମାନେ ଜାଣିବାକୁ ନିଶ୍ଚିତ ଭାବରେ ଜାଣିବାକୁ ଚାହୁଁଥିବେ କି ଏବେ ରଜ ଆଉ ସେ ରଜ ପାଇଁ ସେ କ’ଣ ବନ୍ଦବସ୍ତ୍ କରୁଛନ୍ତି ।
ତେବେ ସୁନନ୍ଦା ଏବେ ତାଙ୍କ ଶାଶୁ ଘରେ ବହୁତ ବ୍ୟସ୍ତ ରେ ରହୁଛନ୍ତି । ସୁନନ୍ଦା ତାଙ୍କ ପରିବାର ରେ ବହୁତ ମଜ୍ଜା ମସ୍ତି କରୁଛନ୍ତି ଆଉ ସମସ୍ତ ଙ୍କୁ ବହୁତ ସୁନ୍ଦର ସୁନ୍ଦର ଖାଇବା ଦେଉଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସେ ସୁନା ଝିଅ ସୁଟିଂ ପାଇଁ ବହୁତ ବ୍ୟସ୍ତ ରହୁଛନ୍ତି ତା ପରେ ମଧ୍ୟ ସେ ନିଜ ଶାଶୁ ଘର ପାଇଁ ବହୁତ ସମୟ ଦେଉଛନ୍ତି ।
ତେବେ ସେ ରଜ ପାଇଁ ଭୁବନେଶ୍ଵର ରୁ ତାଙ୍କ ଘର କୁ ଆସିଥିଲେ । ଆଉ ସୁନନ୍ଦା ଙ୍କ ବାହାଘର ପରେ ଏହି ଥର ରଜ ତାଙ୍କ ପାଇଁ ପ୍ରଥମ ରଜ । ତେଣୁ ତାଙ୍କ ବାପ ଘରୁ ଭାର ମଧ୍ୟ ଆସିଥିଲା ତେଣୁ ତାଙ୍କ ର ଭାର ଆସିଥିବା ମିଠା ଆଉ ଅନ୍ୟାନ ଜିନିଷ ସବୁ ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ପାଖ ରେ ଭୋଗ ଲଗେଇ ଥିଲେ । ଆଉ ଏବେ ସେ ବହୁତ ମସ୍ତି ମଜ୍ଜା ମଧ୍ୟ କରୁଛନ୍ତି ତାଙ୍କ ଶାଶୁ ଘରେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।