ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିଥିବେ । ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରୁ ଅନେକ ଭାଇରାଳ ଖବର ନିଶ୍ଚୟ ଶୁଣିଥିବେ । ତେବେ ଏହି ଖବର ମଧ୍ୟ ରୁ ଅନେକ ଖବର ରହିଛି ଲଜ୍ୟା ଜଣକ ଖବର । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଜଣେ ମହିଳା ଙ୍କୁ ନେଇ ଆସି ଯାଇଛି ଆଉ ଏକ ଲ-ଜ୍ୟା ଜନକ ଖବର
ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଯୁଗ ଏମିତି ହେଲାଣି ଯେ ପୁରୁଷ ମାନେ ବର୍ତ୍ତମାନ୍ ସମୟ ରେ ବିବାହ କରିବା ପାଇଁ ଶହେ ଥର ଭାବିବେ , କାରଣ ବର୍ତ୍ତମାନ୍ ପ୍ରେମ ଏତେ ମଜବୁତ୍ ହୋଇ ଯାଇଛି , ଯେ ପ୍ରେମ ପାଇଁ ବିବାହ କରିଥିବା ସ୍ତ୍ରୀ ନିଜ ସ୍ବାମୀ ଓ ପିଲା ଙ୍କୁ ଛାଡି ଚାଲି ଯାଉଛନ୍ତି । ତେବେ ଏହା କେବଳ ନାରୀ ମାନ ଙ୍କ ପାଇଁ ସମ୍ଭବ , ତେବେ ସବୁ ନାରୀ ସମ୍ମାନ ନୁହଁନ୍ତି କିନ୍ତୁ କିଛି ନାରୀ ଙ୍କ କୁ କାର୍ଯ୍ୟ ପାଇଁ ଆଜି ନାରୀ ଜାତି ନି-ନ୍ଦା ଅ-ପ-ବା-ଦ ସୁଣୁଛି ।
ତେବେ ବର୍ତ୍ତମାନ୍ ସମୟ ରେ ଠିକ ସେହିଭଳି ବିବାହିତ ମହିଳା ଏକ କୁ କାର୍ଯ୍ୟ କରିଛନ୍ତି ଯାହାକି ବେଶ୍ ଚର୍ଚ୍ଚା ରେ ଅଛି , ତେବେ ଏଠି ଜଣେ ସ୍ବାମୀ ନିଜ ପତ୍ନୀ ନାମ ରେ ଯାହାବି କିଛି କହୁଛନ୍ତି ତାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଟୋକା ଙ୍କ ସହ ହୋଟେଲ ଯାଇ ପଇସା ଆଣନ୍ତି । ତେବେ ବର୍ତ୍ତମାନ୍ ସମୟ ରେ କାହା ସହିତ ପଳାଇଛି ।
ତେବେ ବନ୍ଧୁଗଣ ଜଣେ ବ୍ୟକ୍ତି ପ୍ରେମ।କରି ବିବାହ କରିଥଲେ , ତେବେ ଘରେ ୭ ବର୍ଷ ର ପୁଅ ମଧ୍ୟ ଅଛି । ତେବେ ଘରେ ସ୍ବାମୀ ଅଛନ୍ତି ଓ ଶାଶୂ , ଅଛନ୍ତି । କିନ୍ତୁ ପତ୍ନୀ ଜନକ ଅନ୍ୟ କାହା ସହିତ ଫେରାର ହୋଇ ଯାଇଛନ୍ତି । ତେବେ ଏହି କରି କିଛି ଅଭିଯୋଗ କରି ସାମ୍ନା କୁ ଆସିଛନ୍ତି ଶାଶୂ ଓ ସ୍ବାମୀ , ତେବେ ସ୍ବାମୀ ଜଣକ କହିଛନ୍ତି ସ୍ତ୍ରୀ ଜଣକ ଯେଉଁଠି ଅଛି ଘର୍ କୁ ପଲାଇ ଆସୁ ।
ତେବେ ସ୍ବାମୀ କହିବା ଅନୁଯାୟୀ ସେ ଜାଣି ନାହାଁନ୍ତି ଯେ ତାଙ୍କ ସ୍ତ୍ରୀ ର କାହା ସହିତ କଣ ସମ୍ପର୍କ ସେ ଜାଣି ନାହାଁନ୍ତି କିନ୍ତୁ ସ୍ତ୍ରୀ ଫେରାର ହେବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଙ୍କ ଚରିତ୍ର ଖ-ରା-ପ୍ ଥିଲା ଓ ସେ ବହୁତ୍ ଟୋକା ଙ୍କ ସହ ପାର୍କ ରେ ବୁଲା ବୁଲି କରୁଥଲେ
ତେବେ ସେ ଯାହା ବି କିଛି ହେଉ ମୋ ସ୍ତ୍ରୀ ମୋ।ପିଲା ପାଖ କୁ ଫେରି ଆସୁ ।
ତେବେ ମୋ ସ୍ତ୍ରୀ ର ଫୋନ ରେ ଥିବା ଚାର୍ଟିଂ ଦେଖିବା ପରେ ପାଟି ତୁଣ୍ଡ ହୋଇଥିଲା ଓ ଏହି ପାଟି ତୁଣ୍ଡ ରେ ସେ ତାଙ୍କ ପତ୍ନୀ ଙ୍କ ମୋବାଇଲ୍ ଭାଙ୍ଗି ଦେଇଥିଲେ । ଘର୍ ଲୋକେ ଜାଣୁଥିଲେ ଯେ ସ୍ତ୍ରୀ ଇଭେଣ୍ଟ କୁ ଯାଇ ପଇସା ଆଣୁଛି ବୋଲି କିନ୍ତୁ ସେ ଟୋକା ସହ ହୋଟେଲ୍ ଯାଇ ପଇସା ଆଣିଥାଏ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।